ବାଗଦୋର ଗ୍ରାମ ପଞ୍ଚାୟତରେ ମାଗଣା ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଅନୁଷ୍ଠିତ
ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ୍ ବାଗଦୋର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଓ ସମ୍ବଲପୁର ନେତ୍ରାଳୟର ମିଳିତ ଉଦ୍ୟମରେ ଆଜି ୬୯ ଜଣଙ୍କ ଆଖି ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୪୧ ଜଣଙ୍କୁ ଚିହ୍ନଟ କରି ତାଙ୍କୁ!-->…
Read More...
Read More...