Yearly Archives

2022

ସେପ୍ଟେମ୍ବର ୧୨ ତାରିଖରେ ସଇଁତଲା ବ୍ଲକ ଅନ୍ତର୍ଗତ କୁଇକେଡା ଗ୍ରାମରେ ପଞ୍ଚାୟତ ଲୋକ ସେବା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସେପ୍ଟେମ୍ବର ୧୨ ତାରିଖ ପୂର୍ବାହ୍ନ ୮ ଘଟିକାଠାରୁ ସଇଁତଲା ବ୍ଲକ ଅନ୍ତର୍ଗତ କୁଇକେଡା ଗ୍ରାମଠାରେ ଜିଲ୍ଲା ପ୍ରସାଶନ ପକ୍ଷରୁ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ ହେବ । ଏହି ପଞ୍ଚାୟତ ଲୋକ ସେବା ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ସରକାରଙ୍କ…
Read More...

ଗୋଇମୁଣ୍ଡରେ ୪୬ତମ ଦୂର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମର ଦୁର୍ଗାମଣ୍ଡପ ପ୍ରାଙ୍ଗଣରେ ୪୬ତମ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ୱାର୍ଡ ସଭ୍ୟ ଗୋରେଖ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ଼ କଟକଣା ଯୋଗୁଁ ଗତ ୨ ବର୍ଷ ଧରି ପୂଜା ଧୁମ୍‌ଧାମ୍‌ରେ…
Read More...

ଟିଟିଲାଗଡ଼ ଡିଏଭି ମହାବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼ ସ୍ଥିତ ଡିଏଭି (ସ୍ଵୟଂ ଶାସିତ) ମହାବିଦ୍ୟାଳୟର ୫୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ୧୯୬୮ ମସିହା ସେପ୍ଟେମ୍ବର ମାସ ୯ ତାରିଖରେ ତତ୍କାଳୀନ ଓଡ଼ିଶା ରାଜ୍ୟପାଳ ଅଯୋଧ୍ୟା ନାଥ ଖୋସଲାଙ୍କ ଉଦ୍ୟମ ଦ୍ଵାରା ଏହି ମହାବିଦ୍ୟାଳୟ…
Read More...

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ : ଡ଼ାଲା ଅଟୋ ଓଲଟି ୭ ଆହତ, ୩ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଣେଶ ମୂର୍ତ୍ତି ବିସର୍ଜନ କରି ଫେରୁଥିବା ବେଳେ ଅଟୋ ଓଲଟି ୭ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତମାନେ ହେଲେ ଖଲିକୋଟ ଥାନା ବିକ୍ରମ ପୁର ଗ୍ରାମର ଅଶୋକ ପହାନ, କୃଷ୍ଣ ବାରିକ, ଗୋପାଳ ବାରିକ, ଲିପୁ ପହାନ, ଅରୁଣ ପରିଡା,…
Read More...

ବିଧାନସଭା ଷ୍ଟେଣ୍ଡିଂ କମିଟିର ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଧାନସଭା ଷ୍ଟେଣ୍ଡିଂ କମିଟିର ବିଭାଗୀୟ ଅଧ୍ୟକ୍ଷ ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଣ୍ଟାମାଲ ବିଧାୟକ ମହିଧର ରଣା ଓ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ତିନି ଜଣିଆ କମିଟି ବଲାଙ୍ଗିରଗସ୍ତ କରି ଜିଲ୍ଲାରେ ହେଉଥିବା…
Read More...

ସ୍ୱାଗତିକା ବଗର୍ତ୍ତି ଓ ଦେବାଶିଷ ମେହେର ବସନ୍ତ ବିଶ୍ୱାଲ ସମ୍ମାନରେ ସମ୍ମାନୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ସ୍କାଉଟ ଗାଇଡ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ବସନ୍ତ ବିଶ୍ୱାଲ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବଲାଙ୍ଗିର ଜିଲ୍ଲାରୁ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦୁର୍ଗାପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଗାଇଡ କ୍ୟାପ୍‌ଟେନ…
Read More...

ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନେକ ଗାଁର ରାସ୍ତା ଅବସ୍ଥା ଶୋଚନୀୟ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅନେକ ଗାଁ ରାସ୍ତା ଶୋଚନୀୟ ଅବସ୍ଥାରେ ରହିଥିବାରୁ ବର୍ଷା ଦିନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁସାରେ ବାଲଦାଶ ଗାଁରୁ କଷାମାଲ ଗାଁ…
Read More...

ସ୍ୱରାଗିଣୀ ଅନୁଷ୍ଠାନର ମା’ ଖୁଦୁରୁକୁଣୀ ମେଲଣ ୨୦୨୨ ଆସନ୍ତା ୧୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ନୂତନ କରି ଗଠନ ହୋଇଥିବା ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଗିଣୀ ତରଫରୁ ମା' ଖୁଦୁରୁକୁଣୀ ମେଲଣ ୨୦୨୨ ଆସନ୍ତା ୧୨ ତାରିଖ ଦିନ ସେକ୍ଟର ୨୦ସ୍ଥିତ କମ୍ୟୁନିଟି ସେଣ୍ଟରଠାରେ ପାଳନ କରାଯିବ । ଏନେଇ ରାଉରକେଲା କ୍ଲବଠାରେ ଅନୁଷ୍ଠାନ ତରଫରୁ ଆୟୋଜିତ…
Read More...

ପାଟଣାଗଡ଼ରେ ଗନ୍ଧମାଳୀ ସମାଜର ଜିଲ୍ଲା ସ୍ତରୀୟ ଦ୍ଵିତୀୟ କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ

ଗନ୍ଧମାଳୀ ସମାଜକୁ ଓବିସି ଭୁକ୍ତ କରିବାକୁ ଦାବୀଆଗାମୀ ଦିନରେ ଦାବୀ ପୂରଣ ନ ହେଲେ ଦୁର୍ବାର ଆନ୍ଦୋଳନ କରିବାକୁ ଚେତାବନୀ ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ରାମପୁର ସ୍ଥିତ ରାମେଶ୍ଵର ବାବା ମନ୍ଦିର ପ୍ରାଙ୍ଗଣଠାରେ ଗନ୍ଧମାଳୀ ସମାଜର ଜିଲ୍ଲା ସ୍ତରୀୟ ଦ୍ଵିତୀୟ କାର୍ଯ୍ୟକାରଣୀ…
Read More...

ଶାନ୍ତିପଡ଼ା ଛକରେ ବୁଲୁଛି ମାନସିକ ରୋଗୀ ଗୌତମ : ଭୋକ ହେଲେ ବୋବାଲ୍‌ କରି ଫଟେଇ ଦେଉଛି ଅଂଚଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶାନ୍ତିପଡ଼ା ଛକରେ ବୁଲୁଛି ମାନସିକ ରୋଗୀ ଗୌତମ । ଗୌତମକୁ ଆନୁମାନିକ ୩୨/୩୫ ବର୍ଷ ବୟସ ହେବ । ଚୁପ୍‌ଚାପ୍‌ ଏଣେତେଣେ ବୁଲୁଥାଏ । ଯେଉଁଠି ଯାହା ମିଳେ ଖାଏ । ଭୋକ ହେଲେ କିନ୍ତୁ ସମ୍ଭାଳି ପାରେନି । ବୋବାଲ୍‌ କରି ଫଟେଇ ଦିଏ ସାରା ଅଂଚଳ । ଏଭଳି ଧାଁ ଦଉଡ଼…
Read More...