Daily Archives

ଆଶା କର୍ମୀଙ୍କ ୧୨ ଦଫା ସମ୍ବଳିତ ଦାବୀ ପୂରଣ ନେଇ ବିଧାନସଭା ଘେରାଓ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଓ ପୁଇଁନ୍ତଲା ବ୍ଲକ ନିଖିଳ ଓଡିଶା ଆଶା କର୍ମୀ ସଂଘ ପକ୍ଷରୁ ୧୨ ଦଫା ସମ୍ବଳିତ ଦାବୀରେ କଲେଜ ଛକ ସ୍ଥିତ ମିଶନ ହାଇସ୍କୁଲ ପଡିଆରେ, ପୁଇଁନ୍ତଲା ବ୍ଲକ ଜାମଗାଁର ଉଭୟ ସ୍ଥାନରେ ଆସନ୍ତା ୧୫ ମାର୍ଚ୍ଚରୁ ବିଧାନସଭା ସମ୍ମୁଖରେ ଦିବା ରାତ୍ର
Read More...

କିଙ୍ଗସ୍‌ ବୁକ୍‌ ଅଫ୍‌ ୱାଲଡ଼ରେ ସ୍ଥାନ ପାଇଲା ଓମ୍‌ପ୍ରକାଶଙ୍କ ବାଲୁକା କଳା

କଳାହାଣ୍ଡି, (ନରୋତ୍ତମ ସେଲମା) : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଅବସରରେ ଅନ୍ତର୍ଜାତିକ ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁଙ୍କ ଦ୍ୱାରା ନିର୍ମିତ ୩୬ଫୁଟ ଉଚ୍ଚତା ବିଶିଷ୍ଟ ବାଲୁକା କଳାଟି "କିଂଗ୍ସ ବୁକ୍‌ ଅଫ ୱାର୍ଲଡ ରେକର୍ଡ"ରେ ସ୍ଥାନ ପାଇଛି । କଳାହାଣ୍ଡି ଓ ବଲାଙ୍ଗିର
Read More...

ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଯାଦବ ସମାଜ ଦ୍ୱାରା କବିତା ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ସମାଜ ଦ୍ୱାରା ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଯାଦବ ଭବନଠାରେ କବିତା ଆସର ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବଲାଙ୍ଗିର ପୌରାଞ୍ଚଳ ଯାଦବ ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ,
Read More...

ଡୁମେରବାହାଲ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ପିଇବା ପାଣି ପାଉନାହାନ୍ତି ଛାତ୍ରଛାତ୍ରୀ : ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡୁମେରବାହାଲ ଏକଲବ୍ୟ ଆବାସିକ ବିଦ୍ୟାଳୟରେ ପିଇବା ପାଣି ପାଉନାହାନ୍ତି ଛାତ୍ରଛାତ୍ରୀ । ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ଅଭିଭାବକମାନେ । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ଡୁମେରବାହାଲ୍‌ ଏକଲବ୍ୟ ଆବାସିକ
Read More...

ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହ ପାଳନର ଦ୍ଵିତୀୟ ଦିବସରେ ବିଭିନ୍ନ ବିଷୟ ଉପରେ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପୃଥ୍ବୀରାଜ ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଚଳିତ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ ଉଦ୍ୟୋଗୀ ସପ୍ତାହର ଦ୍ଵିତୀୟ ଦିବସରେ ବିଭିନ୍ନ ବିଷୟ
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ବାର୍ଷିକ ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅମଲା ଭବନଠାରେ ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ଏକ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭୀମଭୋଇ ମେଡିକାଲ କଲେଜ ତଥା ହସ୍‌ପିଟାଲ ବଲାଙ୍ଗିର ଅଧ୍ୟକ୍ଷା ମାନସୀ ପଣ୍ଡା
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍ଚ୍ଚ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ବିଶ୍ୱ ତାପନ ଏବଂ ପ୍ରାକୃତିକ ସମ୍ବଳ ପରିଚାଳନା କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଲେକ୍ସି ଯୁକ୍ତ ୨ କଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବଲାଙ୍ଗିର ପରିସରରେ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିର ଆନୁକୂଲ୍ୟରେ ତଥା ସ୍କୋପ ଅନୁଷ୍ଠାନ ବଲାଙ୍ଗିର ସହଯୋଗରେ ବିଶ୍ୱ ତାପନ ଏବଂ ପ୍ରାକୃତିକ ସମ୍ବଳ ପରିଚାଳନା ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି ।
Read More...

ସ୍ୱାସ୍ଥ୍ୟ ଓ ଚିକିତ୍ସା ଗବେଷଣା ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

• ‘‘ଆମେ ବିଶ୍ୱ ଆଗରେ – ‘ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ’ ର ଲକ୍ଷ୍ୟ ରଖିଛୁ। ଏଥିରେ ସମ୍ପୂର୍ଣ୍ଣ ଜୀବଜଗତ- ମଣିଷ, ପଶୁ ଓ ପୃଥିବୀ ପାଇଁ ଏକ ସାମଗ୍ରିକ ସ୍ୱାସ୍ଥ୍ୟସେବା ସାମିଲ ରହିଛି’’• ‘‘ଚିକିତ୍ସାକୁ ଶସ୍ତା ଓ ସୁଲଭ କରିବା ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଆସିଛି’’•
Read More...

ପଣ୍ଡକିଟାଲ ସ୍କୁଲରେ ମୌଳିକ ଭାଷା ଜ୍ଞାନ ଗୃହ ଉଦଘାଟିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଣ୍ଡକିଟାଲଠାରେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ବରିଷ୍ଠ ଶିକ୍ଷକ ପ୍ରହଲ୍ଲାଦ ବିଶି ଏବଂ ସ୍ଥାନୀୟ
Read More...