Daily Archives

ଶିକ୍ଷୟିତ୍ରୀ ପ୍ରମୋଦିନୀ ପୁରୋହିତଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପେଲେସଲାଇନ ନିବାସୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ଯୋଷୀଙ୍କ ଧର୍ମପତ୍ନୀ ପ୍ରମୋଦିନୀ ପୁରୋହିତଙ୍କ ପରଲୋକ ହୋଇଯାଇଛି । ସେ ଦୀର୍ଘ ସମୟ ଧରି ବଲାଙ୍ଗିର ସାଗରପଡା ଉ.ପ୍ରା. ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବରେ କାମ କରି ଅବସର ନେଇଥିଲେ ।
Read More...

ଇଫିକୋ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଓ ଶ୍ରୀ ଜଗନ୍ନାଥ ମନ୍ଦିରକୁ ୧୧ ଲକ୍ଷ ଟଙ୍କା ଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ସର୍ବବୃହତ ସାର ପ୍ରସ୍ତୁତକାରୀ ତଥା ବିଶ୍ୱର ସର୍ବ ବୃହତ୍ତମ ସମବାୟ ସଂସ୍ଥା ଇଣ୍ଡିଆନ୍ ଫାର୍ମରସ୍ ଫର୍ଟିଲାଇଜର୍ କୋଅପରେଟିଭ୍ ଲିଃ (ଇଫିକୋ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରାଯାଇଛି । ଆଜି ରାଜ୍ୟ ଲୋକସେବା
Read More...

ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ, ସରପଞ୍ଚ ସଂଗଠନ ରାଜ୍ୟ ସଭାପତି ଭାବେ ନିଯୁକ୍ତି ପାଇଲେ ରବି ରଥ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ, ସରପଞ୍ଚ ସଂଗଠନ ରାଜ୍ୟ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ତଥା ନବୀନ ସମ୍ବାଦପତ୍ରର ସମ୍ପାଦକ ରବି ରଥଙ୍କୁ ନିଯୁକ୍ତି ଦିଆଯାଇଛି । ପଞ୍ଚାୟତିରାଜ ଦିବସ ଅବସରରେ ସ୍ଥାନୀୟ ନବୀନ ଭବନ ପରିସରରେ ଆୟୋଜିତ ସଭାରେ
Read More...

ବଲାଙ୍ଗିର ସାମାଜିକ ଅନୁଷ୍ଠାନ ପ୍ରିମିୟର ଲିଗ୍ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସମସ୍ତ ସାମାଜିକ ସଂଗଠନମାନଙ୍କୁ ନେଇ ବଲାଙ୍ଗିର ଗାନ୍ଧୀଷ୍ଟେଡିୟମଠାରେ ଦୁଇ ଦିନିଆ ବଲାଙ୍ଗିର ସାମାଜିକ ଅନୁଷ୍ଠାନ ପ୍ରିମିୟର ଲିଗ୍ ଉଦ୍‌ଯାପିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନମାନଙ୍କୁ ନେଇ ବନ୍ଧୁତାପୂର୍ଣ୍ଣ
Read More...

ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଏବଂ ବିଦାୟକାଳୀନ ସମ୍ବର୍ଦ୍ଧନା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ମୁକୁନ୍ଦିଲାଲ ଅଗ୍ରୱାଲ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୦ତମ ବାର୍ଷିକ ଉତ୍ସବ ତଥା ଯୁକ୍ତ ଦୁଇ ଶେଷ ବର୍ଷର ଛାତ୍ରୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ସୋମବାର ଦିନ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବ
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ ସଂଘର ଅସ୍ଥାୟୀ ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଛତିଶ ଗୋଟି ଆବାସିକ ଆଶ୍ରମ,
Read More...

ମହିଳା ଦିବସ ପାଇଁ ବିଭିନ୍ନ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ରଣୀ ମହିଳା ଅନୁଷ୍ଠାନ ଲେଡି ଲାୟନ ତରଫରୁ ଆସନ୍ତା ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଝିରପାଣି ସ୍ଥିତ ସାଇନିଂ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବନ୍ଦିତା ମାହାତୋଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦିକା ଗୌରୀ କୁମ୍ଭାରଙ୍କ
Read More...

ଧାମରା ସଂଘର ବସନ୍ତ କବିତା ଆସର ଓ ବିଜୁବାବୁଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବସନ୍ତ ଖାଲି ଏକ ଋତୁ ନୁହେଁ ଏକ ରାଗ, ଏକ ରସ, ଏକ ଚେତନା । ଏ ଚେତନା ପ୍ରେମ ଓ ଉତ୍ତରଣର ଚେତନା । ବସନ୍ତର ସୌନ୍ଦର୍ଯ୍ୟ ସଂସ୍କୃତ ସାହିତ୍ୟରେ ବର୍ଣ୍ଣିତ ହୋଇଛି । କାଳିଦାସ, ମାଘ, ଭରି ଆଦି ସମସ୍ତ ପୁରାତନ କବି ପ୍ରକାଶ କରିଛନ୍ତି ବସନ୍ତର ରୁପ ବର୍ଣ୍ଣନା
Read More...

ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳନ ଓ ଶ୍ରଦ୍ଧାଞ୍ଜଳି ସଭା

ବିଜୁ ପଟ୍ଟନାୟକ ଥିଲେ କୋଟି ଓଡ଼ିଆର ମଉଡମଣୀ : ଉପ ଜିଲ୍ଲପାଳ ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ଆଇଡ଼ିଏଲ୍‌ ସମାଜ ମଙ୍ଗଳ କେନ୍ଦ୍ର ପରିସରରେ ପ୍ରବାଦ ପୁରୁଷ
Read More...

ତୁର୍ଲା ଗ୍ରାମରେ ଖପ୍ରାଖୋଲ ପୁଲିସର ଜନସମ୍ପର୍କ ଏବଂ ସ୍ୱାସ୍ଥ୍ୟ ଶିବିର

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗ୍ରାମରେ ବଲାଙ୍ଗିର ପୁଲିସ ତରଫରୁ ସୋମବାର ଦିନ ଜନସମ୍ପର୍କ ଏବଂ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ପୁଲିସ ସହଯୋଗରେ ତୁର୍ଲା ଗ୍ରାମର
Read More...