Daily Archives

ରାୟଗଡ଼ାରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ରାୟଗଡ଼ା : କେଉଟଗୁଡା ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଦାମନଯୋଡି ଠାରୁ ରାୟଗଡ଼ା ଆସୁଥିବା ସମୟରେ ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ସୂଚନା ଅନୁସାରେ, ଦାମନଯୋଡି ସ୍ଥିତ ନାଲକୋ କାରଖାନାକୁ ଏକ ଖାଲି ମାଲବାହୀ ଟ୍ରେନ ଯାଉଥିବା ବେଳେ କେଉଟଗୁଡା
Read More...

ଅଜଣା ଗାଡି ଧକ୍କାରେ ଦୁଇ ସମୁଦି ମୃତ

ଘଟଗାଁ : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପଣ୍ଡାପଡା ଥାନା ବାଉଟିଆ ନାଳ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ସମୁଦିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ହରିଚନ୍ଦନପୁର ବ୍ଲକ ଖୁଦପସି ଗ୍ରାମର ଲାଲମୋହନ ରାଉତ ଏବଂ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ପାଟମୁଣ୍ଡା ଗ୍ରାମର
Read More...

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମେଣ୍ଢାପୋଡି ନୀତି

ପୁରୀ : ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ପୂର୍ବଦିନ ଅର୍ଥାତ ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳବେଦୀକୁ ବିଜେ କରିବେ । ସେଠାରେ ଗଜପତିଙ୍କ
Read More...

ଦେଶୀ ମଦ ଜବତ, ୩ ଗିରଫ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳ ବ୍ଲକ ଜେନାପୁର ଥାନା ଅଞ୍ଚଳରୁ ବ୍ୟାପକ ଦେଶୀ ମଦ କାରବାର ହେଉଥିବା ବେଳେ ଏନେଇ ଖବର ପାଇବା ପରେ ଯାଜପୁର ଅବକାରୀ ବିଭାଗ ଓ ଜେନାପୁର ପୋଲିସ ପକ୍ଷରୁ ଚଢାଉ କରି ୮୦୦ ଲିଟର ମଦ ଜବତ କରାଯିବା ସହିତ ପ୍ରାୟ ୧୮୦୦ରୁ ଉର୍ଦ୍ଧ୍ଵ ଦେଶୀ ମଦ ପୋଚ ନଷ୍ଟ
Read More...

ବାଲୁକା କଳାରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନ ଏହି ବାଲୁକା କଳାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅବିକଳ
Read More...

କିସରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଅବସରରେ କିସ୍‍ ପରିସରରେ ସ୍ଥାପିତ ସ୍ୱର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରତିମୂର୍ତ୍ତିକୁ ଅନାବରଣ କରି ସ୍ୱର୍ଗତ ବିଜୁବାବୁଙ୍କ ପ୍ରତି
Read More...

୨୬ରେ ଭଦ୍ରକ ଆସିବେ ଅମିତ ଶାହ

ଭୁବନେଶ୍ୱର : ଓଡିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମାର୍ଚ୍ଚ ୨୬ ତାରିଖରେ ଭଦ୍ରକ ସମାବେଶରେ ଯୋଗ ଦେବେ ଅମିତ ଶାହ । ଏନେଇ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରେ ସମାବେଶ
Read More...

ବିଜୁବାବୁଙ୍କ ଜୟନ୍ତୀ ଦିବସ ଅବସରରେ ଛତ୍ରପୁର ସହରରେ ସାଇକେଲ ରାଲି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରରେ ପ୍ରଭାତ ଫେରି ସ୍ୱରୂପ ଛତ୍ରପୁର ଲୱେର ବସ୍‌ଷ୍ଟାଣ୍ଡରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ଭାବେ ମାଲ୍ୟାର୍ପଣ କରିବା
Read More...

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଓ ଡାକୋଟା ବିମାନ ନିର୍ମିତ କରି ଚର୍ଚ୍ଚାରେ ଛତ୍ରପୁର ସରକାରୀ ଆଇଟିଆଇ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜୁବାବୁଙ୍କ ସ୍ମୃତିର ରୂପରେଖକୁ ପ୍ରତିପାଦନ କରିବା ପୂର୍ବକ ତାଙ୍କ ପ୍ରତିମୂର୍ତ୍ତି ଓ ବିଜୁବାବୁଙ୍କ ଅତିପ୍ରିୟ ବ୍ୟବହାରିକ ଡାକୋଟା ବିମାନର ଏକ ମଡେଲ ନିର୍ମାଣ କରାଯାଇ ପବିତ୍ର ପଞ୍ଚାୟତରାଜ ଦିବସ ଅବା କଳିଙ୍ଗର ବରପୁତ୍ର ବିଜୁ ପଟ୍ଟନାୟକଙ୍କ
Read More...

ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବହୁ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଶିବକୁମାର ରିଡିଙ୍ଗରୁମ୍ ପରିସରରେ ଅନୁଷ୍ଠିତ ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ଦିବସ ଓ ସାରସ୍ୱତ ସମାରୋହରେ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ବହୁ ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ
Read More...
error: Content is protected !!