Daily Archives

ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଚତୁର୍ଥ ସଂଧ୍ୟା : ପୁସ୍ତକ ପଠନର ଭାବ ଲୋକଙ୍କୁ ଜୀବନାନ୍ବେଷୀ କରୁ

ବଲାଙ୍ଗିର, (କେପିଏନ୍‌ଏସ୍) : ଆଧୁନିକ ଯୁଗରେ ପଠନ ଅଭ୍ୟାସ କମିଯାଉଛି। ଫଳରେ ଲୋକଙ୍କ ଭିତରେ ଜୀବନ ଅନ୍ବେଷଣ ଭାବ ନାହିଁ। ଲୋକେ ଏକ ଗତାନୁଗତିକ ଧାରାରେ ବଂଚୁଛନ୍ତି। ପୁସ୍ତକ ପଠନର ଅଭ୍ୟାସ ବଢିଲେ ଜୀବନବୋଧ ବଢିବ। ନିରାଶା ଭାବ ଆଉ ଲୋକଙ୍କ ଭିତରେ ଆସିବ ନାହିଁ ବୋଲି କହିଛନ୍ତି ଗୁରୁଶ୍ରୀ
Read More...

ଶ୍ରୀରାମ ନବମୀ ପାଳନ ନେଇ ପୋଲିସ ଏବଂ ପୂଜା କମିଟିର ଶାନ୍ତି ବୈଠକ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ଆସନ୍ତା ୩୦ ମାର୍ଚ୍ଚ ଦିନ ହେବାକୁ ଥିବା ଶ୍ରୀରାମ ନବମୀ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ନେଇ ସ୍ଥାନୀୟ ପୋଲିସ ଏବଂ ପୂଜା କମିଟି ମଧ୍ୟରେ ଏକ ବୈଠକ ସୋମବାର ସଂଧ୍ୟାରେ ଅଭ୍ୟର୍ଥନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି ।
Read More...

ତୈଳିକ ବୈଶ୍ୟ ସମାଜର ବାର୍ଷିକ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ଠାରେ ପାଇକମାଲ ବ୍ଲକ ତୈଳିକ ବୈଶ୍ୟ ସମାଜର ଦ୍ୱିତୀୟ ବାର୍ଷିକ ମହୋତ୍ସବ ଯୁବ ଆଇନଜୀବୀ ରାଜ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମହାସମୁନ୍ଦ ସାଂସଦ
Read More...

ବିୟୁଜେର ସପ୍ତମ ବାର୍ଷିକ ଉତ୍ସବ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇ ଉପଖଣ୍ଡ ଟେନସା କ୍ଲବ ସ୍ଥିତ ସମ୍ବିଳନୀ କକ୍ଷରେ ବଣାଇ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାିଛି । ଏହି କାର୍ଯ୍ୟକ୍ରମକୁ ବି.ୟୁ.ଜେର ସଭାପତି ହେମଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୫୦ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୧୧ ଗୋଟି ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ
Read More...

କବିଶ୍ରୀ ନବକିଶୋର ବେହେରା ଏବଂ ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲାଙ୍କୁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବେଳାଭୂମି ସମ୍ମାନ

ପୁରୀ, (କେପିଏନ୍‌ଏସ୍‌) : ସାହିତ୍ୟ କ୍ଷେତ୍ରରେ ଅନନ୍ୟ ସୃଷ୍ଟି ପାଇଁ କବିଶ୍ରୀ ନବକିଶୋର ବେହେରା ଏବଂ ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲାଙ୍କୁ 'ବେଳାଭୂମି ସାହିତ୍ୟ ସଂସଦ' ଅସ୍ତରଙ୍ଗ, ପୁରୀ ୨୦୨୩ ବର୍ଷ ପାଇଁ ରାଜ୍ୟସ୍ତରୀୟ ଶ୍ରେଷ୍ଠ ବେଳାଭୂମି ସମ୍ମାନ ପ୍ରଦାନ କରାଯାଇଛି । ଏକ ବର୍ଣ୍ଣାଢ଼୍ୟ
Read More...

ବଲାଙ୍ଗିର କଂଗ୍ରେସର ସଂକଳ୍ପ ସତ୍ୟାଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କ୍ରମବଦ୍ଧିଷ୍ଣୁ ଆକ୍ରୋସ ରାଜନୀତି ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ନେତୃତ୍ୱରେ ଗାନ୍ଧୀନଗରପଡା ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ
Read More...

ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଜୁରିଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାର୍ଚ୍ଚ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହ। ବ୍ଲକ ଅନ୍ତର୍ଗତ କନ୍ଦାଜୁରି ଗ୍ରାମ ପଞ୍ଚାୟତଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ବାଲ୍ୟବିବାହ ନିରାକରଣ ସମ୍ୱନ୍ଧୀୟ ସଚେତନତା ରଥ ପରିକ୍ରମା

ବାଲ୍ୟ ବିବାହକୁ ନାବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ଆଗଲପୁର, (ବିମଳେନ୍ଦୁ ସାହୁ) : ସିଡବ୍ଲୁଏସ୍‌ ଓ ବଲାଙ୍ଗିର ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ମିଳିତ ଆନୁକୂଲ୍ୟରେ ଆଗଲପୁର ବ୍ଲକର ଭରସୁଜା ଓ ନୁନିଆଁପାଲି ପଂଚାୟତରେ ବାଲ୍ୟବିବାହ ନିରାକରଣ
Read More...

ଫର୍ଜି ସାର୍ଟିଫିକେଟ୍‌ ମାମଲାକୁ ନେଇ ବଲାଙ୍ଗିର ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଲିସର କ୍ଲିନ୍‌ କ୍ରିମିନାଲ୍‌ ମିଶନ୍‌ ଜୋର୍‌ ଧରିଥିବା ବେଳେ ଫର୍ଜି ସାର୍ଟିଫିକେଟ୍‌ ମାମଲା ପୁଲିସ୍‌ ପନ୍‌ଝାକୁ ଆସିଛି । ଆଜି ଏସ୍‌ଡିପିଓ ତୋଫାନ ବାଗ, ବଲାଙ୍ଗିର ଟାଉନ୍‌ ଥାନା ଆଇଆଇସି ବିଶ୍ୱଜିତ ମନବୋଧ, ସଦର ଆଇଆଇସି ଶ୍ରୀକାନ୍ତ ସାହୁଙ୍କ
Read More...