Daily Archives

ରାଉରକେଲା ଆଇନ ମହାବିଦ୍ୟାଳୟକୁ ବି ଗ୍ରେଡ୍ ମାନ୍ୟତା, ଛୁଟୁଛି ଶୁଭେଚ୍ଛାର ସୁଅ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ରାଉରକେଲା ଆଇନ ମହାବିଦ୍ୟାଳୟ ନାକ୍ ଟିମ୍ ଦ୍ବାରା ମୂଲ୍ୟାୟନ ହୋଇ 'ବି' ଗ୍ରେଡର ମାନ୍ୟତା ହାସଲ କରିଛି । ଏହା ଓଡିଶାର ଏକମାତ୍ର ଆଇନ ମହାବିଦ୍ୟାଳୟ ଯେ, ମଧୁସୂଦନ ଆଇନ ବିଶ୍ବ ବିଦ୍ୟାଳୟ ଅଧିନରେ ଥିବା ଏକ ମାତ୍ର ଆଇନ
Read More...

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ୧ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅବକାରୀ ଗୁଇନ୍ଦା ବିଭାଗ ସୋମବାର ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଥିବା ସୂଚନା ମିଳିଛି । ଗଞ୍ଜେଇ ଚାଲାଣକାରୀ ଯୁବକଙ୍କୁ ମାମଲା ନମ୍ବର ୧୦୨୬/୨୨-୨୩ ରେ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ବିହାର ପାଟଣାର ଧର୍ମେନ୍ଦ୍ର ପ୍ରଧାନ(୩୨)
Read More...

ଓଲଟିଲା ଯାତ୍ରୀବାହୀ ବସ୍ : ୩ ଗୁରୁତର, ଅଳ୍ପକେ ବର୍ତ୍ତିଲେ ଚାଳକ

ନାକଟିଦେଉଳ : ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ଗୋଧିଢିପ କିସିଣ୍ଡା ରାସ୍ତାର ବଳମ ଶିଶୁ ମନ୍ଦିର ନିକଟସ୍ଥ ବୁଲାଣିଠାରେ ସୋମବାର ସକାଳ ଭୋର ସାଢେ ୫ଟା ବେଳେ ଏକ ଯାତ୍ରୀବାହୀ ବସ୍ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବସ୍ ଓଲଟି ପଡିବାରୁ ବସରେ ଥିବା ୩ ଜଣ ଯାତ୍ରୀଙ୍କ ସମେତ
Read More...

୧୫ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବ ପଡ଼ିବ । ଏହାର ପ୍ରଭାବରେ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୫ ତାରିଖରେ କିଛି ସ୍ଥାନରେ ବର୍ଷା ହେବା ସମ୍ଭାବନା ଥିବାବେଳେ ୧୬ ଓ ୧୭ ତାରିଖରେ ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି
Read More...

ନିମ୍ନ ମାନର କାମ ଯୋଗୁଁ ଭୁଶୁଡ଼ିଲା ପମ୍ପ ଘର : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡ଼ଭା ପଂଚାୟତର ହରିଡାଟାଲ ଗାଁରେ ବସୁଧା ଯୋଜନାରେ ନିର୍ମାଣାଧୀନ ପାଣି ଟାଙ୍କିର ପମ୍ପ ଘର ଭୁଶୁଡ଼ି ପଡ଼ିଥିବା ଜଣାପଡିଛି । ବିନା ସୂଚନା ଫଳକରେ ଅତି ନିମ୍ନମାନର କାମ କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ
Read More...

ଠାକୁରଦିଆ ଗ୍ରାମରେ ଦେବତା ବିବାହ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତ୍ୟେକ ଗ୍ରାମର ସୁଖ ସମୃଦ୍ଧି ତଥା ଉଜ୍ୱଳ ଭବିଷ୍ୟତ ପାଇଁ ପୂର୍ବ ପୁରୁଷାନୁକ୍ରମେ ଆରାଧ୍ୟ ଗ୍ରାମ ଦେବତାଙ୍କୁ ପୂଜାର୍ଚ୍ଚନା କରି ଚଳିତ ବର୍ଷ ଦେବତା ବିବାହ ଉତ୍ସବ ପାଳନ କରିଛନ୍ତି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଠାକୁରଦିଆ ଗ୍ରାମବାସୀ । ଆଜିକୁ
Read More...

ଉଲୁଣ୍ଡା ବ୍ଲକରେ ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୩୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦାୟିତ୍ଵରେ ଥିବା ଅତିରିକ୍ତ ଜିଲ୍ଲାପାଳ
Read More...

ପାଠପଢ଼ା ବୟସରେ ବାଙ୍ଗାଲୁରୁରେ ଯାଇ ବନ୍ଧା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅମଠି ଗ୍ରାମରେ ଏକ ଅଭାବନୀୟ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ସେହି ଗ୍ରାମର ନୀରାବାଇ ଝରିଆ(୪୦) ଓ ସ୍ୱାମୀ ଧନମାଳୀ ଝରିଆ ସେମାନଙ୍କ ୨ଟି ସନ୍ତାନଙ୍କୁ ଉଦ୍ଧାର କରିବା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ
Read More...

ଜାଲ ସଂପାଦକକୁ ଗିରଫ କଲା ଜଗଦଲପୁର ପୋଲିସ : ଖଟିଖିଆ ସଂଗଠନର ଥାନା ଘେରାଉ ସ୍ଥଗିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ପ୍ରାଥମିକ କୃଷି ସମବାୟ ସମିତି (ପିଏସିଏସ୍‌)ର ଜାଲ ସଂପାଦକ ରାକେଶ ସାହୁଙ୍କ ଆଗୁଆ ଜାମିନକୁ ମାନ୍ୟବର ହାଇକୋର୍ଟ ତିନି ମାସ ପୂର୍ବରୁ ଖାରଜ କରିଛନ୍ତି । ହେଲେ ପୋଲିସ ଓ ଅପରାଧୀ ମଧ୍ୟରେ ମଧୁ
Read More...

ଆନ୍ତଃରାଜ୍ୟ ବେଆଇନ କଫ୍‌ ସିରଫ୍‌ ର‍୍ୟାକେଟ୍‌କୁ କାବୁକଲା ବଲାଙ୍ଗିର ପୁଲିସ : ୩୩ ଗିରଫ, ପାଖାପାଖି ୧୩ ହଜାର କଫ୍‌…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଲିସର ଏଟେନ୍‌ସନ୍‌ ଏବେ ଅପରାଧୀ ଜଗତରେ ବଢେ଼ଇ ଦେଇଛି ଟେନ୍‌ସନ୍‌ । ଜିରୋ ଟଲୋରେନ୍ସ ନୀତିରେ ମାଡ଼ି ଚାଲିଛି ବଲାଙ୍ଗିର ପୁଲିସ । ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ଆପଣେଇଛି କ୍ଲିନ୍‌ କ୍ରିମିନାଲ୍‌ ମିଶନ୍‌ । ଅପରାଧଖୋର୍‌ ଅପରାଧୀଙ୍କୁ
Read More...