pakka
Daily Archives

ରୁଗୁଡ଼ିପଡ଼ା ନିବାସୀ ରାଜେନ୍ଦ୍ର ସାହାଣୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୁଗୁଡ଼ିପଡ଼ାର ଜଣାଶୁଣା ବ୍ୟକ୍ତି ତଥା କରଣ ସମାଜର ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ସାହାଣୀଙ୍କ ୭୫ବର୍ଷ ବୟସରେ ଆଜି ୧୨.୩୦ ସମୟରେ ତାଙ୍କ ବାସଭବନରେ ପରଲୋକ ହୋଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କ ସମୟରେ ସେ ଜଣେ ଜଣାଶୁଣା ଫୁଟବଲ୍ ଖେଳାଳି ଥିଲେ ।
Read More...

ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିରର ସଂଖ୍ୟାନୁପାତିକ ସଂରକ୍ଷଣ ଓ ଓବିସି ଜନଗଣନା ପାଇଁ ପ୍ରେସ୍‌ ବାର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଭିନ୍ନ ଖବର କାଗଜରେ ପ୍ରକାଶିତ ସମ୍ବାଦରୁ ଜଣାଯାଏ ଯେ, ଓଡିଶା ରାଜ୍ୟ ସରକାର ଓବିସି ପଛୁଆବର୍ଗର ଜନଗଣନା କରିବାକୁ ଯାଉଛନ୍ତି । ସରକାରଙ୍କ ଏହି ପଦକ୍ଷେପକୁ ରାଜ୍ୟ ଓବିସି ମଞ୍ଚ ସ୍ୱାଗତ କରିଛି ଓ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛି ବୋଲି ଜିଲ୍ଲା ଓବିସି
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଉଦ୍‌ଘାଟିତ

୧୮୦ ଜଣ ପଞ୍ଜିକରଣ, ୪୬ ଜଣ ଅପରେସନ ଓ ୪୧ଙ୍କୁ ଚଷମା ପ୍ରଦାନ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ପୁରୁଣା ଏମ୍‌. ଇ. ସ୍କୁଲ ପରିସରରେ ସଇଁତଲା ଯୁବ ସ୍ୱେଚ୍ଛାସେବୀ ଓ ଟିଟିଲାଗଡ଼ ଏସ.ସି.ଡ଼ି.ର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଉଦ୍‌ଘାଟିତ
Read More...

ମୂର୍ଚ୍ଛନା ପରିବାରର ହୋଲି ମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସଂଗୀତ ଅନୁଷ୍ଠାନ ମୂର୍ଚ୍ଛନା ପରିବାର ତରଫରୁ ସେକ୍ଟର ୨୦ସ୍ଥିତ କଳିଙ୍ଗ କଳା ପରିଷଦଠାରେ ହୋଲି ମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ, ସାଧାରଣ ସଂପାଦକ ଶ୍ୟାମସୁନ୍ଦର
Read More...

ମୈତ୍ରେୟୀ ଲେଖିକା ସଂଗଠନର ଅଷ୍ଟାଦଶ ମାସିକ ଆସର ଆଭାସୀ ମଞ୍ଚରେ ଅନୁଷ୍ଠିତ

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଂଗଠନର ଅଷ୍ଟାଦଶ ମାସିକ ଆସର ଗତକାଲି ଆଭାସୀ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଷୟ ବସ୍ତୁ ଥିଲା "ସନେଟ୍ ଏକ ଅନନ୍ୟ କାବ୍ୟ ବିଭବ" । ଆସରର ମୁଖ୍ୟଅତିଥି ରୂପେ ସନେଟ୍ ଲେଖିବାରେ ଧୂରୀଣ ଇଂ ବିଷ୍ଣୁ ସାହୁ ଯୋଗଦେଇ ଓଡ଼ିଶାର ସନେଟ୍ ଇତିହାସ ଉପରେ
Read More...

ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ଶାସ୍ତ୍ରୀୟ ଭାଷା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତି ଉତ୍କଳ ସଂଘ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୂଲ୍ୟରେ ଡଃ ନଗେନ କୁମାର ଦାସଙ୍କ ଆବାହକତ୍ୱରେ, ରଶ୍ମି ରଞ୍ଜନ ବୋଇତାଇଙ୍କ ସଭାପତିତ୍ୱରେ ଶାସ୍ତ୍ରୀୟ ଭାଷା ଦିବସ ପଗତି ଉତ୍କଳ ସଂଘ ସଭାଗୃହରେ ପାଳିତ ହୋଇଯାଇଛି । ଓଡ଼ିଆ ଭାଷା ବିକାଶ ମଞ୍ଚର
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଲପଡା ନାଗରିକ କମିଟିର ବୈଠକ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ ମାଲପଡାର ରାସ୍ତାଗୁଡିକ ବହୁ ଦିନରୁ ମରାମତି ହେଉନଥିବାରୁ ଖାଲଖମାରେ ଭର୍ତ୍ତି
Read More...

କଂଟାବାଂଜି ମୁସ୍କାନ ଇଂଟରନେସ୍‌ନାଲ ସ୍କୁଲରେ ଖୋଲିବ ଓଡିଶାର ପ୍ରଥମ ଗ୍ରାମାଂଚଳ ସ୍ପେସ୍‌ ଲ୍ୟାବ : ଖବରଦାତା…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ମୁସ୍କାନ ଇଂଟରନେସ୍‌ନାଲ ସ୍କୁଲରେ ଓଡିଶାର ପ୍ରଥମ ଗ୍ରାମାଂଚଳ ସ୍ପେସ ଲ୍ୟାବ୍‌ ଖୋଲିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ସୋମବାର ଦିନ ଇଂଟରନେସ୍‌ନାଲ ସ୍କୁଲର ସଭାଗୃହରେ ଏକ ଖବରଦାତା ସମ୍ମିଳନୀରେ
Read More...

ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଗଠିତ : ମହାସଂଘ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ରବି ରଥ

କଟକ : ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଆସୁଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ କ୍ରମାଗତ ଭାବେ ସରକାରୀ ଅବହେଳାର ଶିକାର ହୋଇ ଆସୁଥିବାରୁ ଏହାର ପ୍ରତିକାର ପାଇଁ ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସମ୍ପାଦକମାନଙ୍କ ଏକ ରାଜ୍ୟସ୍ତରୀୟ ସଂଗଠନ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ
Read More...

ଆଜିଠୁ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ

ଭୁବନେଶ୍ୱର : ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ୨୦୨୩ ସୋମବାରଠାରୁ ୟୁନିଟ୍‌ -୧ ଆଦିବାସୀ ପଡ଼ିଆଠାରେ ଆରମ୍ଭ ହେବ । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଅନୁସୂଚିଜ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ
Read More...