Daily Archives

ସଚେତନ ନାଗରିକ ମଞ୍ଚର ନବମ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର ଆସନ୍ତା ୧୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକ ମଞ୍ଚ, ରାଉରକେଲାର ନବମ ବାର୍ଷିକୋତ୍ସବରେ ଆସନ୍ତା ମାର୍ଚ୍ଚ ୧୬ ତାରିଖ ଦିନ ପୂର୍ବାହ୍ନ ୧୦ ଘଟିକା ସମୟରେ ସେକ୍ଟର ୧୯ ସିଭିକ ସେଣ୍ଟର୍ ଠାରେ 'ଆମ ଜିଲ୍ଲାର ବିକାଶରେ ବାଧକ : ସମସ୍ୟା ଓ ସମାଧାନ' ସମ୍ପର୍କରେ ଏକ ଆଲୋଚନାଚକ୍ର ଆୟୋଜନ ହେବ ।
Read More...

ରାଉରକେଲା ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ରାଉରକେଲା ମହାବିଦ୍ୟାଳୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସହଯୋଗରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଓ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସଚେତନତା
Read More...

୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଭଇଁଷା ମଣ୍ଡଳର କର୍ମକର୍ତ୍ତା ନିର୍ବାଚନ

ପାଟଣାଗଡ, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ଭଇଁଷା ମଣ୍ଡଳର ମକରଧ୍ୱଜ ଅଘରିଆ ଧର୍ମଶାଳା ଭଇଁଷା ଗୁଡିଠାରେ ଅଘରିଆ ସମାଜର ମଣ୍ଡଳସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଭଇଁଷା ଗୁଡି, ରାମଚନ୍ଦ୍ରପୁର ଗୁଡି, ବାରପୁଡୁଗିଆ ଗୁଡି ଓ ଦମାଇପାଲି ଗୁଡିକୁ ନେଇ ଭଇଁଷା ମଣ୍ଡଳ ଗଠିତ । ସମସ୍ତ
Read More...

ବାଇକକୁ ଧକ୍କା ଦେଲା ପିକଅପ ଭ୍ୟାନ : ଚାଲିଗଲା ୩ ଜୀବନ

ଅନୁଗୁଳ : ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥରେ ଏକ ବାଇକକୁ ପରିବା ବୋଝେଇ ପିକଅପ ଭ୍ୟାନ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ କୁଳେଇ ଗାଁର ସିପୁ ପ୍ରଧାନ, ସୁନୀଲ ସାହୁ ଓ ମାନସ ବେହେରା । କୁଳେଇ ଗାଁର କିଛି ଯୁବକ ମୋଟର ସାଇକେଲରେ ଜରପଡା ଆଡକୁ
Read More...

ଗଛକୁ ପିଟିଲା ବାଇକ : ୩ ଗୁରୁତର

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଡଙ୍ଗାପାଳ ଛକ ପୁର୍ବରୁ ଏକ ଶାଳ ଗଛରେ ବାଇକ ପିଟି ହୋଇ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ୩ ଜଣ ହେଲେ କଙ୍କଡାହାଡ ଥାନା ଡଙ୍ଗାପାଳ ଗ୍ରାମର କିର୍ତିରାଜ ପାତ୍ର, ଜୟପାଲ ମୁଣ୍ଡା ଓ ଡିହଯୋଡି ସାହିର କୃପାସିନ୍ଧୁ ପାତ୍ର । ଏକ ବାଇକ ଯୋଗେ ୩ ଜଣ
Read More...

ଭାଷା, ସଂସ୍କୃତିର ଅଧ୍ୟୟନ ପାଇଁ ପଦଯାତ୍ରା : ଉତ୍ତରପ୍ରଦେଶରୁ ବାହାରି କଳାହାଣ୍ଡିରେ ପହଞ୍ଚିଲେ ଯୁବକ

କୋକସରା : ଉତ୍ତରପ୍ରଦେଶର ଯୁବକ ରୋଭିଂ ସନୋଜଙ୍କ ନିଆରା ଉଦ୍ୟମ । ଦେଶର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଲୋକଙ୍କ ପରମ୍ପରା, ସଂସ୍କୃତି, ଭାଷା ଅଧ୍ୟୟନ କରିବାକୁ ଉତ୍ତରପ୍ରଦେଶ ଗୋରେଖପୁର କୁଶୀନାଗରରୁ ଅକ୍ଟୋବର ୨୧ରୁ ପଦଯାତ୍ରାରେ ବାହାରିଥିଲେ । ନାଗାଲାଣ୍ଡ, ଆସାମ, ବିହାର, ଝାଡ଼ଖଣ୍ଡ
Read More...

ଜଳିଗଲା ୧୨ ପରିବାରର ୨୦ ବଖରା

ଭଞ୍ଜନଗର/ସୋରଡ଼ା : ରବିବାର ପୃଥକ୍ ଅଗ୍ନିକାଣ୍ଡରେ ୧୨ ପରିବାରର ୨୦ ବଖରା ସଂପୂର୍ଣ୍ଣ ଜଳି ଯାଇଛି । ଏହି ଉପଖଣ୍ଡର ସୋରଡା ତହସିଲ ଅନ୍ତର୍ଗତ ବ୍ରାହ୍ମଣ ଦେଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ୧୦ ପରିବାରର ୧୬ ବଖରା ଘର ପୋଡି ଯାଇଛି । ଭଞ୍ଜନଗର ତହସିଲ ଅନ୍ତର୍ଗତ ହରିଗବ ପଞ୍ଚାୟତର ଶାନ୍ତି
Read More...

ଗାଈକୁ ଧକ୍କା ଦେଇ ୨ ବାଇକ୍ ଆରୋହୀ ମୃତ

ବୋରିଗୁମ୍ମା : ବୋରିଗୁମ୍ମା ପର୍ଲି ନିକଟରେ ଗାଈକୁ ଧକ୍କା ଦେଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ୨ ଜଣ ହେଲେ ପ୍ରଫୁଲ୍ଲ ରନ୍ଧାରୀ (୨୨) ଓ ପଙ୍କଜ ଅମନାତ୍ୟା (୨୪) । ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ସମୟରେ ପର୍ଲି ଅଞ୍ଚଳର ପ୍ରଫୁଲ୍ଲ ରନ୍ଧାରୀ ଓ ପଙ୍କଜ ଅମନାତ୍ୟା ଏକ ବାଇକ
Read More...

ମାଲକାନଗିରି ଓକିଲ ସଂଘ ନିର୍ବାଚନ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସମସ୍ତ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓକିଲ ସଂଘର ୫ଟି ପଦ ନିର୍ବାଚନ ପାଇଁ ୧୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହର ପରେ ୫ଟି ଯାକ ପଦବୀରେ ଜଣେ ଲେଖା ପ୍ରାର୍ଥୀ ଥିବାରୁ ସମସ୍ତ ପଦବୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସୋମବାର ଦିନ ଏହା ବିଧିବଦ୍ଧ ଭାବେ
Read More...

ଓସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୯୫ତମ ଓସ୍କାର ପୁରସ୍କାରରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ଭାବେ 'ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ' ସମ୍ମାନଜନକ ଓସ୍କାର ପୁରସ୍କାର ଜିତିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି 'ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Read More...