Daily Archives

ନିଆଁ ଭୟରେ ଅଭୟାରଣ୍ୟ ଛାଡି ଜନବସତି ମୁହାଁ ହାତୀ

ନୀଳଗିରି : କିଛିଦିନ ଧରି କୁଳଡିହା ଅଭୟାରଣ୍ୟରେ ନିଆଁ ଲାଗିଥିବାରୁ ଏବେ ବନ୍ୟଜନ୍ତୁ ଗାଁ ମୁହାଁ ହୋଇଛନ୍ତି । ଶନିବାର ରାତିରେ ଏକ ଦନ୍ତା ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଜନବସତି ଆଡକୁ ଆସିଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଥିଲେ । ପରେ ହାତୀଟିକୁ ଅଞ୍ଚଳବାସୀ ଘଉଡାଇବା ପରେ ରବିବାର
Read More...

ସୋଆ ପ୍ରତିଷ୍ଠାତାଙ୍କୁ ‘ଶ୍ରୀଗୁଣ୍ଡିଚା ମହୋତ୍ସବ’ ପୁସ୍ତକ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୋଆ ପ୍ରତିଷ୍ଠାତା ତଥା ସୁମା ରିଏଲ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପ୍ରଫେସର ଡଃ ମନୋଜ ରଞ୍ଜନ ନାୟକଙ୍କୁ ବରିଷ୍ଠ ଗବେଷକ ଡ. ଭାସ୍କର ମିଶ୍ର 'ଗୁଣ୍ଡିଚା ମହୋତ୍ସବ' ଗ୍ରନ୍ଥ ପ୍ରଦାନ କରିଛନ୍ତି । ଏହି ଗ୍ରନ୍ଥ ସୋଆ କାର୍ଯ୍ୟାଳୟ
Read More...

ସାଇକେଲ ଚାଳକଙ୍କ ଉପରେ ଚଢ଼ିଗଲା ଟ୍ରକ୍ : ପ୍ରତିବାଦରେ ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ

ପାଲଲହଡ଼ା : ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକର କାଇଁସିରିପାଲି ଛକଠାରେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଆଜି ସକାଳ ୮.୩୦ ସମୟରେ ପାଲଲହଡ଼ା ବାଇପାସ୍ ଛକଠାରୁ ଜଣେ ବ୍ୟକ୍ତି ସାଇକେଲ ଯୋଗେ କାଇଁସିରିପାଲିଠାରେ ଥିବା ନିଜ ଦୋକାନକୁ ଆସୁଥିଲେ । ଏହି ସମୟରେ ୪୯ ଏବଂ ୧୪୯ ନଂ ଜାତୀୟ ରାଜପଥକୁ
Read More...

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ଦ୍ବିତୀୟ ପର୍ୟ୍ୟାୟ ବଜେଟ୍ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ । ଏହି ଅଧିବେଶନ କାଳରେ ସରକାର ଅର୍ଥ ବିଲ୍‌ ଗୃହୀତ କରାଇବେ । ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲା କହିଛନ୍ତି ଯେ ଅର୍ଥ ବିଧେୟକ ଗୃହୀତ ସହିତ ରେଳବାଇ, ପଞ୍ଚାୟତିରାଜ, ପର୍ୟ୍ୟଟନ,
Read More...

ଓଲଟିପଡିଲା ଇନ୍ଦ୍ରାଣୀ ବସ୍‌, ଏକାଧିକ ଯାତ୍ରୀ ଗୁରୁତର

ବେତନଟୀ : ୧୮ନଂ ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ଓଭରବ୍ରିଜ ନିକଟରେ ରାଇରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଇନ୍ଦ୍ରାଣୀ ନାମକ ଘରୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗସ୍ତ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ବସ୍ ଚକ ଫାଟିବା କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ତେବେ
Read More...

ରୋଷେଇ କରୁଥିବା ବେଳେ ପୋଡି ହୋଇ ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଲେଜ ଛକ ଅନ୍ତର୍ଗତ ମିଶନ କମ୍ପାଉଣ୍ଡରେ ଜଣେ ମହିଳା ରୋଷେଇ କରୁଥିବା ସମୟରେ ନିଆଁରେ ପୋଡି ହୋଇ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଭୀମ ସୁନାଙ୍କ ସ୍ତ୍ରୀ ଭାନୁ ସୁନା । ସୂଚନା ଅନୁସାରେ ସେ ଆଜି
Read More...

ଓସ୍କାର ୨୦୨୩ : ‘RRR’ର ‘ନାଟୁ ନାଟୁ’କୁ ମିଳିଲା ବେଷ୍ଟ ଅରିଜିନାଲ୍‌ ସଙ୍ଗ୍‌ ଆୱାର୍ଡ

ନୂଆଦିଲ୍ଲୀ : ୯୫ତମ ଏକାଡେମୀ ପୁରସ୍କାରରେ ଏଥର ଓସ୍କାର ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 'RRR' ଚଳଚ୍ଚିତ୍ରର 'ନାଟୁ ନାଟୁ' ଗୀତ ଓସ୍କାର ୨୦୨୩ରେ 'ବେଷ୍ଟ ଅରିଜିନାଲ ସଙ୍ଗ୍‌ କାଟାଗୋରୀରେ ସମ୍ମାନିତ ହୋଇଛି । ଏଥିସହିତ ଓସ୍କାରରେ ଭାରତ ଦ୍ୱିତୀୟ ପୁରସ୍କାର ହାସଲ କରିଛି । ପ୍ରଥମ
Read More...

ଜଳିଗଲା ଚଳନ୍ତା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍

ଢେଙ୍କାନାଳ, (କେପିଏନ୍‌ଏସ୍‌) : ହୁ ହୁ ହୋଇ ଜଳିଗଲା ଟ୍ରଲର । ୫୫ ନଂ ଜାତୀୟ ରାଜପଥର ମୋଟଙ୍ଗା ଥାନା ଅନ୍ତର୍ଗତ ଗୁନଦେଇ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫଳରେ ପ୍ରାୟ ୧ ଘଣ୍ଟା ଧରି ଠପ୍ ହୋଇଛି ଗାଡ଼ି ଚଳାଚଳ । ସର୍ଟସର୍କିଟ୍ ଯୋଗୁଁ ଟ୍ରଲରଟି ଜଳି ଯାଇଥିବା ସନ୍ଦେହ
Read More...

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କଲା ରାଜ୍ୟ ପୂର୍ବତନ ସୈନିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛି ରାଜ୍ୟ ପୂର୍ବତନ ସୈନିକ ସଂଘ । କେନ୍ଦ୍ର ସରକାରଙ୍କ ପୂର୍ବତନ ସୈନିକମାନଙ୍କ ପ୍ରତି ବୈମାତୃକ ମନୋଭାବ ଓ ଅଧିକାରୀମାନଙ୍କ କୋହଳ ମନୋଭାବ ପ୍ରତିବାଦରେ ଭୁବନେଶ୍ୱରରେ ଗତକାଲି ଓଡିଶାର ସମସ୍ତ ଜିଲ୍ଲାରୁ
Read More...

ହଳଦୀଗୁଣ୍ଡ ପ୍ରୋସେସିଂ ୟୁନିଟ୍‌ ଉଦ୍‌ଘାଟିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ୍‌ର ଏସ୍‌ଏଚ୍‌ଜି ମହିଳା ଗୋଷ୍ଠୀକୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ସମଲେଇଚୁଆଁ ପଞ୍ଚାୟତର ଜୟ ମା’ଦୁର୍ଗା ଏସ୍‌ଏଚ୍‌ଜି ଓ ବନ୍ଧପାଲି ଗ୍ରାମ ପଞ୍ଚାୟତ ସିଆଲବାହାଲି ଠାରେ ଦୀପ ହଳଦୀଗୁଣ୍ଡ ପ୍ରୋସେସିଂ ୟୁନିଟ୍‌ ଉଦ୍‌ଘାଟିତ
Read More...
error: Content is protected !!