ହଳଦୀଗୁଣ୍ଡ ପ୍ରୋସେସିଂ ୟୁନିଟ୍‌ ଉଦ୍‌ଘାଟିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ୍‌ର ଏସ୍‌ଏଚ୍‌ଜି ମହିଳା ଗୋଷ୍ଠୀକୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ନେଇ ସମଲେଇଚୁଆଁ ପଞ୍ଚାୟତର ଜୟ ମା’ଦୁର୍ଗା ଏସ୍‌ଏଚ୍‌ଜି ଓ ବନ୍ଧପାଲି ଗ୍ରାମ ପଞ୍ଚାୟତ ସିଆଲବାହାଲି ଠାରେ ଦୀପ ହଳଦୀଗୁଣ୍ଡ ପ୍ରୋସେସିଂ ୟୁନିଟ୍‌ ଉଦ୍‌ଘାଟିତ ହୋଇଯାଇଛି । ସମଲେଇଚୁଆଁରେ ପ୍ରବୀର ସାହୁ ଉଦ୍‌ଘାଟନ କରିଥିବା ବେଳେ ସିଆଲବାହାଲିରେ ସରପଞ୍ଚ କ୍ଷୀରୋଦ୍ର ବୁଡେକ ଉଦ୍‌ଘାଟନ କରିଥିଲେ । ଏଥିରେ ଆଇପିଓ ଅଭିଜିତ ତ୍ରିପାଠୀ, କୃଷି ବିକାଶ ଏଗ୍ରୋର ଭରଦ୍ୱାଜ ଦୀପ ଓ ସଂସ୍ଥାର ବ୍ୟବସ୍ଥାପକ ବାଇରୀ ରେଡି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three + 19 =