pakka

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ

bbehera

ନୂଆଦିଲ୍ଲୀ : ସଂସଦର ଦ୍ବିତୀୟ ପର୍ୟ୍ୟାୟ ବଜେଟ୍ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବ । ଏହି ଅଧିବେଶନ କାଳରେ ସରକାର ଅର୍ଥ ବିଲ୍‌ ଗୃହୀତ କରାଇବେ । ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲା କହିଛନ୍ତି ଯେ ଅର୍ଥ ବିଧେୟକ ଗୃହୀତ ସହିତ ରେଳବାଇ, ପଞ୍ଚାୟତିରାଜ, ପର୍ୟ୍ୟଟନ, ସଂସ୍କୃତି ଓ ସ୍ବାସ୍ଥ୍ୟ ବିଭାଗକୁ ଅନୁଦାନ ଦାବୀ ଉପରେ ଆଲୋଚନା କରାଯିବ ।

Leave A Reply

Your email address will not be published.

3 × five =