shyamal
Daily Archives

ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ସ୍ଥିତ ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ଚଳିତ ଅଗଷ୍ଟ ୨୧, ୨୨ ଓ ୨୩ତାରିଖ ତିନି ଦିନ ଧରି ଉଭୟ ବାଳକ ଓ ବାଳିକା ବିଭାଗର ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା
Read More...

ଆଇ. ଆର୍‌. ଇ. ଏଲ୍. ସିକ୍ୟୁରିଟି ଗାର୍ଡ଼ମାନଙ୍କ ସପରିବାର ସହ ଆନ୍ଦୋଳନ ଅବ୍ୟାହତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ମାଟିଖାଲ ଠାରେ ଅବସ୍ଥାପିତ ଆଇ. ଆର୍‌. ଇ. ଏଲ୍. (ଇଣ୍ଡିଆ) ପ୍ରତିଷ୍ଠାନରେ ନିୟୋଜିତ ଦୀର୍ଘ ୧୫ବର୍ଷ ଧରି କାର୍ଯ୍ୟ କରି ଆସିବା ପରେ ଆଜି ଉକ୍ତ ପ୍ରତିଷ୍ଠାନ କାର୍ଯ୍ୟରେ ଛଟେଇ କରିଥିବା ନେଇ ଏକ ଉଦ୍‌ବେଗର ବିଷୟ ହୋଇଛି ।
Read More...

ସୁବର୍ଣ୍ଣପୁରରେ ସୂଚନା ଦେଲେ ଆଇଜି ହିମାଂଶୁ ଲାଲ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚୁଲିମାଲରେ ପୋଲିସ କନେଷ୍ଟବଳଙ୍କ ବନ୍ଧୁକରୁ ଗୁଳି ଫୁଟି ୨ ମୃତ ଘଟଣାରେ ଅତ୍ୟଧିକ ମଦ୍ୟପାନ କରି ନିଜେ ଗୁଳି ଫୁଟାଇ ଥିଲେ ମୃତକ । ପ୍ରଥମେ ଶେଷଦେବଙ୍କୁ ବାଜିଥିଲା ଗୁଳି ଓ ପରେ ପିଏସ୍‌ଓ ମନୋଜ ନିଜକୁ ନିଜେ ଗୁଳି
Read More...

ରାମଗୋପାଲ ହିନ୍ଦୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ବିତର୍କ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାମଗୋପାଳ ହିନ୍ଦୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ହିନ୍ଦୀ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଜିଲ୍ଲା ସଭାପତି ସନ୍ତୋଷ କୁମାର ଅଗ୍ରୱାଲ (ମୋଦୀ)ଙ୍କ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତାରେ ଛାତ୍ରମାନେ ହିନ୍ଦୀ ଭାଷା ମାଧ୍ୟମରେ
Read More...

ଗୁଡିଘାଟ ପଞ୍ଚାୟତ ଅଞ୍ଚଳ ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇଦେବା ପାଇଁ ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଦାବିପତ୍ର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଅଞ୍ଚଳର ଜନସାଧାରଣ ଗୁଡିଘାଟରେ ଏକ ଆମ୍ବୁଲାନ୍ସ ସେବା ଯୋଗାଇଦେବା ପାଇଁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ମୁତାବକ ଗୁଡିଘାଟ ପଞ୍ଚାୟତ
Read More...

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଧାୟକ ଦୁର୍ଗା ତନ୍ତୀଙ୍କ ଅସନ୍ତୋଷ ପ୍ରକାଶ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତ କିଛିଦିନ ହେବ ସହରର ବିଭିନ୍ନ ଥାନା ଅଞ୍ଚଳରେ ଚୋରି, ଡକାୟତି, ହତ୍ୟା ଓ ଅପହରଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଚାଲିଛି । କେବଳ ସେତିକି ନୁହେଁ ଇସ୍ପାତ ସହରରେ ସହରାଞ୍ଚଳରେ ଥିବା ବିଭିନ୍ନ ଥାନା ଅଞ୍ଚଳରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦର
Read More...

ଟିଟିଲାଗଡ଼ ଡିଏନ ରିସର୍ଟ ଠାରେ ଶନିବାର ଓ ରବିବାର ୨ ଦିନ ଧରି ଅନୁଷ୍ଠିତ ହେବ ମାଗଣା ବୃହତ୍ ବିଶେଷ ସ୍ୱାସ୍ଥ୍ୟ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ଅଗଷ୍ଟ ୧୦-୧୧ ତାରିଖ ଦୁଇଦିନ ବ୍ୟାପୀ ଏକ ମାଗଣା ବୃହତ୍ ବିଶେଷ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ କରାଯିବା ନେଇ ଆୟୋଜକ କମିଟି ପକ୍ଷରୁ ସ୍ଥାନୀୟ ଡିଏନ୍ ରିସର୍ଟ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସାମ୍ୱାଦିକ
Read More...

ଦିଲ୍ଲୀ ପ୍ରବାସ କାଳେ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ନବନିର୍ବାଚିତ ବିଧାୟକ ଦୁର୍ଗା ଚରଣ ତନ୍ତୀ ଦିଲ୍ଲୀ ଯାତ୍ରା କରିବା ପରିପ୍ରେକ୍ଷୀରେ ସେ ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସେଲ ଅଧ୍ୟକ୍ଷ
Read More...

ଭେଉଁରିଆ ଛକ ରାସ୍ତାର ଦୂରାବସ୍ଥା କହିଲେ ନସରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ସହର ଅଂଚଳର ବାଣିଜ୍ୟ ପେଣ୍ଡସ୍ଥଳୀ ତଥା ପ୍ରମୁଖ ଶିକ୍ଷାକେନ୍ଦ୍ର ହୋଇଥିବା ଯୋଗୁଁ ପ୍ରତିଦିନ ଏହି ସହରକୁ ହଜାର ହଜାର ଲୋକ, ଛାତ୍ରଛାତ୍ରୀ, ବ୍ୟବସାୟୀ, ଯାନବାହାନରେ ଯିବା ଆସିବା କରିଥାନ୍ତି । ଏହି ସହରର ଭେଉଁରିଆ ଛକରୁ ଲଖମରା ଓ
Read More...

ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୬ ସ୍ଥିତ ବିଦ୍ୟାନଗରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଉତ୍କଳଗୁରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ
Read More...