pakka

ମାଲକାନଗିରି ଓକିଲ ସଂଘ ନିର୍ବାଚନ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସମସ୍ତ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ

bbehera

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓକିଲ ସଂଘର ୫ଟି ପଦ ନିର୍ବାଚନ ପାଇଁ ୧୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହର ପରେ ୫ଟି ଯାକ ପଦବୀରେ ଜଣେ ଲେଖା ପ୍ରାର୍ଥୀ ଥିବାରୁ ସମସ୍ତ ପଦବୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସୋମବାର ଦିନ ଏହା ବିଧିବଦ୍ଧ ଭାବେ ଘୋଷଣା ହେବ ବୋଲି ଓକିଲ ସଂଘର ନିର୍ବାଚନ ଅଧିକାରୀ ବିଜୟକୁମାର ମହାନ୍ତି ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

seventeen − sixteen =

error: Content is protected !!