ମାଲକାନଗିରି ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଜବତ
ବିଏସ୍ଏଫ ଓ ଡିଭିଏଫ୍ର ମିଳିତ ଅଭିଯାନରେ ଆଇଡି, ଜିଲେଟିନ ଷ୍ଟିକ ଓ. ଡି. ଟୋନେଟର ଉଦ୍ଧାର
ମାଲକାନଗିରି, (କେପିଏନ୍ଏସ୍) : ମାଲକାନଗିରି ଜିଲ୍ଲାର ଓଡିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସୁରକ୍ଷା ବାହିନୀ ଜବତ କରିଛି ।!-->!-->!-->…
Read More...
Read More...