Browsing Tag

malkangiri news

ପୁଅ ସହ ମିଶି ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ

ମାଲକାନଗିରି : ପୁଅ ସହ ମିଶି ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସନ୍ଧିଗୁଡ଼ା ଗାଁରେ । ସୂଚନା ଅନୁସାରେ ମାଆ, ପୁଅ ଓ ସ୍ୱାମୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ ଏହି ସାମାନ୍ୟ ବଚସା ଉଗ୍ରରୂପ ନେଇଥିଲା । ଶେଷରେ
Read More...

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ମାଲକାନଗିରି : ପୁଣି ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେ ହେଲେ ରୋଶନୀ ଓରଫ ଉଙ୍ଗି ମାଡଭି । କୁଖ୍ୟାତ ମହିଳା ମାଓବାଦୀ ଉଙ୍ଗି ମାଡଭି ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏନେଇ ମାଲକାନଗିରି ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Read More...

ତିନୋଟି ଗାଡ଼ିରେ ନିଆଁ ଲଗାଇଲେ ଲାଲ୍‌ ବାହିନୀ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଲଙ୍କା କାଣ୍ଡ । ଜାତୀୟ ରାଜପଥ ଉପରେ ତିନୋଟି ଗାଡିକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ଯାହା ମଧ୍ୟରେ ରହିଛି ଗୋଟିଏ ଯାତ୍ରୀବାହି ବସ ଓ ଦୁଇଟି ଟ୍ରକ । ଖବର ଅନୁଯାୟୀ, ତେଲେଙ୍ଗାନା ରାଜ୍ୟ ପରିବହନ
Read More...

ମାଲକାନଗିରି ସୀମାରେ ମାଓବାଦୀ ଆକ୍ରମଣ

ମାଲକାନଗିରି : ମାଲକାନଗିରି-ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଆକ୍ରମଣ । ମାଓବାଦୀଙ୍କ ଗୁଳିରେ ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ଉଦ୍ଧାର କରି ରାୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା
Read More...

୧୩ ଭିନ୍ନକ୍ଷମଙ୍କ ହେବ କୃତ୍ରିମ ଅଙ୍ଗ ପ୍ରତିରୋପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ୧୩ ଜଣ ଭିନ୍ନକ୍ଷମଙ୍କ ହେବ କୃତ୍ରିମ ଅଙ୍ଗ ପ୍ରତିରୋପଣ । ବୁଧବାର ଏକ ସ୍ୱତନ୍ତ୍ର ବସ୍ ଯୋଗେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଭୁବନେଶ୍ୱର ପଠାଇଛନ୍ତି । ମାଲକାନଗିରି, କାଲିମେଳା, ପଡ଼ିଆ, କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି ବ୍ଲକରୁ ଚିହ୍ନଟ
Read More...

ଅବିବାହିତ ଦିବ୍ୟାଙ୍ଗ (ମୂକ) ଯୁବକଙ୍କୁ ବିବାହିତ ଦର୍ଶାଇ ପରିବାର ନିୟୋଜନ ଅସ୍ତ୍ରୋପଚାର : ଘଟଣାର ତଦନ୍ତ ନିର୍ଦେଶ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆମ୍ବଗୁଡା ଗାଁର ଦିବ୍ୟାଙ୍ଗ (ମୂକ) ଅବିବାହିତ ଯୁବକଙ୍କୁ ପରିବାର ନିୟୋଜନ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଜାତୀୟ ସ୍ବାସ୍ଥ୍ୟ ମିଶନ ଡିପିଏମ ଓ ଆଶା କୋର୍ଡିନେଟର ତଦନ୍ତ କରିବେ । ଏମାନେ ମାଥିଲି ବ୍ଲକ ଆମ୍ବଗୁଡା
Read More...

ମାଲକାନଗିରିରେ ମାଓକ୍ୟାମ୍ପ ଠାବ : ରକେଟ୍‌ ଲଞ୍ଚର ସମେତ ବିସ୍ଫୋରକ ଜବତ

ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ମାଲକାନଗିରି : ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଯବାନମାନେ ସୋମବାର ଦିନ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବୋଡିଲୁଗୁଡ଼ା-ବୃନ୍ଦାମାମ୍‌ଡି ଅଞ୍ଚଳରେ ମାଓ କ୍ୟାମ୍ପ ଠାବ କରିଛନ୍ତି । ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି ଯେ,
Read More...

ମାଲକାନଗିରିରେ ପ୍ରବଳ ବର୍ଷା : ଏମଭି ୯୬ ପୋଲ ଉପରେ ୩ ଫୁଟର ପାଣି

ମାଲକାନଗିରି/କାଲିମେଳା : ମଙ୍ଗଳବାର ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବନ୍ୟା ପରିସ୍ଥିତି ଦେଖା ଦେଇଛି । ପ୍ରବଳ ବର୍ଷା ଯୋଗୁ ୩୨୬ ନମ୍ବର ଜାତୀୟ ରାଜପଥ କାଙ୍ଗୁରକୋଣ୍ଡା, ଏମଭି ୯୬ ପୋଲ ଉପରେ ୩ ଫୁଟର ପାଣି ଚାଲୁଛି । ମୋଟୁ, କାଲିମେଳା, ଆନ୍ଧ୍ର-ଛତିଶଗଡ଼କୁ
Read More...

ସୁରକ୍ଷାକର୍ମୀଙ୍କ ସଫଳତା : ଗୋମ୍ଫାକୋଣ୍ଡା ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବଡ ଧରଣର ମାଓ କ୍ୟାମ୍ପ ଠାବ କରାଯାଇଥିବା ଜଣାପଡିଛି । କାଲିମେଳା ଥାନା ଗୋମ୍ଫାକୋଣ୍ଡା ଜଙ୍ଗଲରୁ ମାଓ ସାମଗ୍ରୀ ଜବତ କଲା ବିଏସ୍‌ଏଫ୍‌ । ଖବର ଅନୁଯାୟୀ, ମାରିଗାଟା ଓ ବଡିଗାଟା ଗାଁ ନିକଟସ୍ଥ ଜଙ୍ଗଲ ଭିତରେ ୧୪୨ ବାଟାଲିଆନର ବିଏସ୍‌ଏଫ୍‌ ଯବାନ
Read More...

କାଲିମେଳା ପୋଲିସ ହାତରେ ତେଲେଙ୍ଗାନା ପୋଲିସ

ମାଲକାନଗିରି : ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ବାନ୍ଧିଛି ପୋଲିସ । କାଲିମେଳା ପୋଲିସ ହାତରେ ତେଲେଙ୍ଗାନା ପୋଲିସ କନେଷ୍ଟବଳ ସମେତ ୭ଜଣଙ୍କୁ ଗିରଫ କରାଯାଇଥିବା ଖବର ମିଳିଛି । ପାଟ୍ରୋଲିଂ ବେଳେ ୧୦୩ କେଜି ଗଞ୍ଜେଇ, ୨ଟି ଦାମୀ କାର ଓ ୩ଟି ଆଇଫୋନ୍, ଇଞଗ କାର୍ଡ ଜବତ କରାଯାଇଥିବା
Read More...