Browsing Tag

malkangiri news

ଗଛରେ ପିଟି ହୋଇ ୫୦ ଫୁଟ୍‌ ଉପରକୁ ଉଡିଲା କାର୍‌ : ଜଣେ ମୃତ

ମାଲକାନଗିରି : ମାଥିଲି ଥାନା ଅଂଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କାର୍‌ ଚାଳକଙ୍କ ମୃତ୍ୟୁ ହୋଇଛି । ଘଟଣା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମ୍‌ଭ-୧୧ର ତାପଶ କୁମାର ମିତ୍ର ନାମକ ବ୍ୟକ୍ତି ମାଥିଲି ବ୍ଲକର ପାଙ୍ଗାମ ଗ୍ରାମର । କୌଣସି କାମରେ ସେ ନିଜର ଜ୍ୱାଇଁର କାର୍‌…
Read More...

କଟୁରୀରେ ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ୱାମୀ

ମାଲକାନଗିରି : ପାରିବାରିକ କଳହ ଉଗ୍ରରୂପ ନେବାରୁ କଟୁରୀରେ ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ କୋଇକୋଣ୍ଡା ଗ୍ରାମରେ । ଗ୍ରାମର ସାଲବାମ ନାଗା ପାରିବାରିକ କାରଣରୁ ସ୍ତ୍ରୀ ସାଲବାମ ନାଗିଙ୍କୁ ହତ୍ୟା କରିଛି…
Read More...

ବଜ୍ରାଘାତରେ ୨୦ ଗାଈଗୋରୁ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତକାଲି ବଳମ୍ବିତ ରାତିରେ ବଡ଼ ଧରଣର ଅଘଟଣ ଘଟିଛି । ଜିଲ୍ଲାର ତଣ୍ଡିକି ପଞ୍ଚାୟତ ଚିଡିପାଲି ଗାଁରେ ବଜ୍ରାଘାତରେ ୨୦ ଗାଈଗୋରୁଙ୍କ ଜୀବନ ଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
Read More...

ଲ୍ୟାଣ୍ଡମାଇନ ବିସ୍ଫୋରଣ : ୨ ଯବାନ ଆହତ

ମାଲକାନଗିରି : ଛତିଶଗଡ଼ ନାରାୟଣପୁର ଠାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟି୨ ଯବାନ ଆହତ ହୋଇଥିବା ସୂଚନା ମିଳିଛି । କୋହକାମେଟା ଥାନା ଅନ୍ତର୍ଗତ କୁତୁଲ ଗାଁ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଳଜଣାପଡ଼ିଛି । ଏଥିରେ ଆଇଟିବିପିର ୨ ଯବାନ ଆହତ ହୋଇଥିବାର ସୂଚନା ରହିଛି । ଆହତମାନଙ୍କୁ ନାରାୟଣପୁର…
Read More...

ବଦ୍ଦେପାରା ଜଙ୍ଗଲରେ ଗୁଳିବିନିମୟ : କୁଖ୍ୟାତ ମାଓନେତ୍ରୀ ସମେତ ୨ ନକ୍ସଲ ନିହତ

ମାଲକାନଗିରି : ମାଲକାନିଗିର ସୀମାନ୍ତ ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର୍‌ ଜାରି ରହିଛି । ମଦ୍ଦେଡ୍ ଥାନା ବଦ୍ଦେପାରା ଜଙ୍ଗଲରେ ଏନ୍‌କାଉଣ୍ଟର୍‌ ସମୟରେ କୁଖ୍ୟାତ ମାଓନେତ୍ରୀ ସମେତ ୨ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ଜଙ୍ଗଲରୁ କୁଖ୍ୟାତ ମାଓନେତ୍ରୀ ମନିଲାଙ୍କ…
Read More...

ପୁଲିସ ଏନ୍‌କାଉଣ୍ଟରରେ ୨ ନକ୍ସଲ ନିପାତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏବେ ଅଶାନ୍ତ ହୋଇପଡ଼ିଛି । ଲଗାତାର ଛତିଶଗଡ଼ ପୁଲିସକୁ ନକ୍ସଲ ଦମନରେ ସଫଳତା ମିଳୁଛି । ଆଜି ନକ୍ସଲ ବନ୍ଦ ପାଳନ କରୁଥିବା ବେଳେ ଅନ୍ୟପଟେ ପୁଲିସ ଏନ୍‌କାଉଣ୍ଟରରେ ୨ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର…
Read More...

ସୀମାରେ ପୁଣି ଗୁଳିବିନିମୟ

ମାଲକାନଗିରି : ସୀମାରେ ପୁଣି ଗୁଳିବିନିମୟ । ସୀମାନ୍ତ ଛତିଶଗଡ଼ର ନାରାୟଣପୁର, ବିଜାପୁର ଏବଂ ଦନ୍ତେୱାଡା ସୀମାରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଚାଲିଛି । ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ଜଣେ ନିକ୍ସଲ ନିପାତ ହୋଇଥିବା ଜଣାପଡ଼ିଛି । ଅନ୍ୟ ୨ ଜଣ ନକ୍ସଲ ଆହତ ହୋଇଥିବା ଖବର ମିଳିଛି…
Read More...

ଛତିଶଗଡ଼ ପୁଲିସକୁ ପୁଣି ସଫଳତା

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୁଲିସକୁ ମିଳିଛି ପୁଣି ସଫଳତା । ପୁଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି ଥିବା ସୂଚନା ରହିଛି । ସୁକମା ଏସ୍‌ପି କିରଣ ଚୌହାନଙ୍କ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଓ ଡିଆର୍‌ଜି ଯବାନ ଟେଟରାଇ ଟୋଲନଇ…
Read More...

କାଳ ବୈଶାଖୀର ତାଣ୍ଡବ : ଶତାଧିକ ଘର ଭାଙ୍ଗି ନଷ୍ଟ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ । ଜିଲ୍ଲାର ମାଥିଲି ବ୍ଲକରେ ସବୁଠାରୁ ବେଶି କ୍ଷୟକ୍ଷତି କରିଛି କାଳ ବୈଶାଖୀ । ଗତକାଲି ସଂଧ୍ୟାରୁ ହିଁ କ୍ଷୀପ୍ର ଗତିରେ ପବନ ବହିବା ସହ ବିଜୁଳି ଘଡଘଡି ଓ ବର୍ଷା ହୋଇଥିଲା । ମାଥିଲି ବ୍ଲକର କୁଟନିପାଲୀ ପଞ୍ଚାୟତରେ ସବୁଠାରୁ…
Read More...

ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା : ୧୬ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସକୁ ମିଳିଛି ବଡ଼ ସଫଳତା । ବିଜାପୁର ପୁଲିସ ନିକଟରେ ୧୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ୧୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଏମାନଙ୍କ…
Read More...