Browsing Tag

malkangiri news

ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ସଫଳତା

ମାଲକାନଗିରି : ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ସଫଳତା । ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ପୋଲିସ ହାତରେ ଧରାପଡିଲେ ୪ ଗଞ୍ଜେଇ ଚାଲାଣକାରୀ । ବାଲିମେଳା ଛକରେ ପୋଲିସ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ଚାରି ଜଣ ଅଜଣା ବ୍ୟକ୍ତି ସେହି ରାସ୍ତା ଦେଇ ଯାଉଥିଲେ ।
Read More...

ମାଲକାନଗିରି କାଲିମେଳା ପୋଲିସକୁ ସଫଳତା

ମାଲକାନଗିରି : ମାଲକାନଗିରି କାଲିମେଳା ପୋଲିସକୁ ମିଳିଛି ଏକ ବଡ ସଫଳତା । କାଲିମେଳା ପୋଲିସ ୭ କ୍ଵିଣ୍ଟାଲ ୭୫ କେ.ଜି. ଗଞ୍ଜେଇ ଜବତ କରିଥିବା ବେଳେ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଗିରଫ ୨ ଅଭିଯୁକ୍ତ ସମ୍ପର୍କରେ ଦୁଇଭାଇ ହୋଇଥିବା ସୂଚନାରେ କୁହାଯାଇଛି । ବେଆଇନ
Read More...

ସୀମାନ୍ତ କାଙ୍କେର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ଜଣେ ଯବାନ ସହିଦ, ୧ ମାଓବାଦୀ…

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ କାଙ୍କେର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । କାଙ୍କେର ଜିଲ୍ଲାର ଛୋଟେ ବେଟିୟା ଥାନା ଅନ୍ତର୍ଗତ ହିନ୍ଦୁଲ ଜଙ୍ଗଲରେ ୪୦ରୁ ୫୦ ଜଣ ମାଓବାଦୀ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ
Read More...

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା କାଡ଼ା ଅଫିସର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତି

ମାଲକାନଗିରି : ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା କାଡ଼ା ଅଫିସର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତି । ଏହାସାଙ୍ଗେ କନିଷ୍ଠ ଯନ୍ତ୍ରୀ ଘର ଏବଂ ଅଫିସରେ ଚାଲିଛି ଚଢାଉ । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଆୟ ବହିର୍ଭୂତ
Read More...

ସତିଗୁଡା ମୁଖ୍ୟ କେନାଲରେ ଭାସୁଛି ଜଣେ ବୃଦ୍ଧଙ୍କ ମୃତଦେହ

ମାଲକାନଗିରି : ମାଲକାନଗିରି ସହର ଦେଇ ଯାଇଥିବା ସତିଗୁଡା ମୁଖ୍ୟ କେନାଲରେ ଜଣେ ବୃଦ୍ଧଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, କିଛି ଲୋକେ ସକାଳେ ଶୌଚ କରିବାକୁ ଯାଇଥିଲେ । ଏହି ସମୟରେ କେନାଲ ଭିତରେ ଏକ ଶବ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଏହାପରେ
Read More...

ପୁଅ ସହ ମିଶି ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ

ମାଲକାନଗିରି : ପୁଅ ସହ ମିଶି ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସନ୍ଧିଗୁଡ଼ା ଗାଁରେ । ସୂଚନା ଅନୁସାରେ ମାଆ, ପୁଅ ଓ ସ୍ୱାମୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ ଏହି ସାମାନ୍ୟ ବଚସା ଉଗ୍ରରୂପ ନେଇଥିଲା । ଶେଷରେ
Read More...

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ମାଲକାନଗିରି : ପୁଣି ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେ ହେଲେ ରୋଶନୀ ଓରଫ ଉଙ୍ଗି ମାଡଭି । କୁଖ୍ୟାତ ମହିଳା ମାଓବାଦୀ ଉଙ୍ଗି ମାଡଭି ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏନେଇ ମାଲକାନଗିରି ଏସ୍‌ପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
Read More...

ତିନୋଟି ଗାଡ଼ିରେ ନିଆଁ ଲଗାଇଲେ ଲାଲ୍‌ ବାହିନୀ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଲଙ୍କା କାଣ୍ଡ । ଜାତୀୟ ରାଜପଥ ଉପରେ ତିନୋଟି ଗାଡିକୁ ନିଆଁ ଲଗାଇ ପୋଡି ଦେଲେ ଲାଲ୍ ବାହିନୀ । ଯାହା ମଧ୍ୟରେ ରହିଛି ଗୋଟିଏ ଯାତ୍ରୀବାହି ବସ ଓ ଦୁଇଟି ଟ୍ରକ । ଖବର ଅନୁଯାୟୀ, ତେଲେଙ୍ଗାନା ରାଜ୍ୟ ପରିବହନ
Read More...

ମାଲକାନଗିରି ସୀମାରେ ମାଓବାଦୀ ଆକ୍ରମଣ

ମାଲକାନଗିରି : ମାଲକାନଗିରି-ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଆକ୍ରମଣ । ମାଓବାଦୀଙ୍କ ଗୁଳିରେ ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ଉଦ୍ଧାର କରି ରାୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା
Read More...

୧୩ ଭିନ୍ନକ୍ଷମଙ୍କ ହେବ କୃତ୍ରିମ ଅଙ୍ଗ ପ୍ରତିରୋପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ୧୩ ଜଣ ଭିନ୍ନକ୍ଷମଙ୍କ ହେବ କୃତ୍ରିମ ଅଙ୍ଗ ପ୍ରତିରୋପଣ । ବୁଧବାର ଏକ ସ୍ୱତନ୍ତ୍ର ବସ୍ ଯୋଗେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଭୁବନେଶ୍ୱର ପଠାଇଛନ୍ତି । ମାଲକାନଗିରି, କାଲିମେଳା, ପଡ଼ିଆ, କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି ବ୍ଲକରୁ ଚିହ୍ନଟ
Read More...