Browsing Tag

malkangiri news

ମାଲକାନଗିରି ସୀମାରେ ମାଓବାଦୀ ଆକ୍ରମଣ

ମାଲକାନଗିରି : ମାଲକାନଗିରି-ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଆକ୍ରମଣ । ମାଓବାଦୀଙ୍କ ଗୁଳିରେ ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନଙ୍କୁ ଉଦ୍ଧାର କରି ରାୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା
Read More...

୧୩ ଭିନ୍ନକ୍ଷମଙ୍କ ହେବ କୃତ୍ରିମ ଅଙ୍ଗ ପ୍ରତିରୋପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ୧୩ ଜଣ ଭିନ୍ନକ୍ଷମଙ୍କ ହେବ କୃତ୍ରିମ ଅଙ୍ଗ ପ୍ରତିରୋପଣ । ବୁଧବାର ଏକ ସ୍ୱତନ୍ତ୍ର ବସ୍ ଯୋଗେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଭୁବନେଶ୍ୱର ପଠାଇଛନ୍ତି । ମାଲକାନଗିରି, କାଲିମେଳା, ପଡ଼ିଆ, କୋରକୁଣ୍ଡା, ଚିତ୍ରକୋଣ୍ଡା, ଖଇରପୁଟ, ମାଥିଲି ବ୍ଲକରୁ ଚିହ୍ନଟ
Read More...

ଅବିବାହିତ ଦିବ୍ୟାଙ୍ଗ (ମୂକ) ଯୁବକଙ୍କୁ ବିବାହିତ ଦର୍ଶାଇ ପରିବାର ନିୟୋଜନ ଅସ୍ତ୍ରୋପଚାର : ଘଟଣାର ତଦନ୍ତ ନିର୍ଦେଶ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଆମ୍ବଗୁଡା ଗାଁର ଦିବ୍ୟାଙ୍ଗ (ମୂକ) ଅବିବାହିତ ଯୁବକଙ୍କୁ ପରିବାର ନିୟୋଜନ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଜାତୀୟ ସ୍ବାସ୍ଥ୍ୟ ମିଶନ ଡିପିଏମ ଓ ଆଶା କୋର୍ଡିନେଟର ତଦନ୍ତ କରିବେ । ଏମାନେ ମାଥିଲି ବ୍ଲକ ଆମ୍ବଗୁଡା
Read More...

ମାଲକାନଗିରିରେ ମାଓକ୍ୟାମ୍ପ ଠାବ : ରକେଟ୍‌ ଲଞ୍ଚର ସମେତ ବିସ୍ଫୋରକ ଜବତ

ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ମାଲକାନଗିରି : ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଯବାନମାନେ ସୋମବାର ଦିନ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବୋଡିଲୁଗୁଡ଼ା-ବୃନ୍ଦାମାମ୍‌ଡି ଅଞ୍ଚଳରେ ମାଓ କ୍ୟାମ୍ପ ଠାବ କରିଛନ୍ତି । ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି ଯେ,
Read More...

ମାଲକାନଗିରିରେ ପ୍ରବଳ ବର୍ଷା : ଏମଭି ୯୬ ପୋଲ ଉପରେ ୩ ଫୁଟର ପାଣି

ମାଲକାନଗିରି/କାଲିମେଳା : ମଙ୍ଗଳବାର ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବନ୍ୟା ପରିସ୍ଥିତି ଦେଖା ଦେଇଛି । ପ୍ରବଳ ବର୍ଷା ଯୋଗୁ ୩୨୬ ନମ୍ବର ଜାତୀୟ ରାଜପଥ କାଙ୍ଗୁରକୋଣ୍ଡା, ଏମଭି ୯୬ ପୋଲ ଉପରେ ୩ ଫୁଟର ପାଣି ଚାଲୁଛି । ମୋଟୁ, କାଲିମେଳା, ଆନ୍ଧ୍ର-ଛତିଶଗଡ଼କୁ
Read More...

ସୁରକ୍ଷାକର୍ମୀଙ୍କ ସଫଳତା : ଗୋମ୍ଫାକୋଣ୍ଡା ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବଡ ଧରଣର ମାଓ କ୍ୟାମ୍ପ ଠାବ କରାଯାଇଥିବା ଜଣାପଡିଛି । କାଲିମେଳା ଥାନା ଗୋମ୍ଫାକୋଣ୍ଡା ଜଙ୍ଗଲରୁ ମାଓ ସାମଗ୍ରୀ ଜବତ କଲା ବିଏସ୍‌ଏଫ୍‌ । ଖବର ଅନୁଯାୟୀ, ମାରିଗାଟା ଓ ବଡିଗାଟା ଗାଁ ନିକଟସ୍ଥ ଜଙ୍ଗଲ ଭିତରେ ୧୪୨ ବାଟାଲିଆନର ବିଏସ୍‌ଏଫ୍‌ ଯବାନ
Read More...

କାଲିମେଳା ପୋଲିସ ହାତରେ ତେଲେଙ୍ଗାନା ପୋଲିସ

ମାଲକାନଗିରି : ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସକୁ ବାନ୍ଧିଛି ପୋଲିସ । କାଲିମେଳା ପୋଲିସ ହାତରେ ତେଲେଙ୍ଗାନା ପୋଲିସ କନେଷ୍ଟବଳ ସମେତ ୭ଜଣଙ୍କୁ ଗିରଫ କରାଯାଇଥିବା ଖବର ମିଳିଛି । ପାଟ୍ରୋଲିଂ ବେଳେ ୧୦୩ କେଜି ଗଞ୍ଜେଇ, ୨ଟି ଦାମୀ କାର ଓ ୩ଟି ଆଇଫୋନ୍, ଇଞଗ କାର୍ଡ ଜବତ କରାଯାଇଥିବା
Read More...

କୁମ୍ବିଂ ବେଳେ ସୁରକ୍ଷାକର୍ମୀଙ୍କ ସଫଳତା : ବିପୁଳ ପରିମାଣର ବିସ୍ଫୋରକ ଜବତ

ମାଲକାନଗିରି : କୁମ୍ବିଂ ଅପରେସନ ବେଳେ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିବା ଜଣାପଡିଛି । ମାଲକାନଗିରି ତେଲେଙ୍ଗାନା ସୀମାନ୍ତ ଭଦ୍ରାରି କୋତ୍ତାଗୁଡେମ ଅଞ୍ଚଳରୁ ମାଓ ସାମଗ୍ରୀ ଚାଲଣ ବେଳେ ଧରିଲା ପୋଲିସ । ସୂଚନା ଅନୁଯାୟୀ, ଡୁମୁଗୁଡେମ ଥାନା ମୁଲକାନାପାଲି ଜଙ୍ଗଲରେ ସିଆରପିଏଫ ଓ
Read More...

ସୀମାନ୍ତରେ ଗୁଳିବିନିମୟ : ଯବାନ ଗୁଳିରେ ମାଓବାଦୀ ଦମ୍ପତି ନିହତ

ମାଲକାନଗିରି : ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲା ଅନ୍ତର୍ଗତ ଦନ୍ତେଶପୁରମ ଜଙ୍ଗଲରେ ସୋମବାର ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିୟମ ହୋଇଥିବା ଜଣାପଡିଛି । ଯବାନମାନଙ୍କ ଗୁଳିରେ ହାର୍ଡକୋର ମାଓବାଦୀ ଦମ୍ପତି ନିହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ମାଓବାଦୀ ହେଲେ ୮ ଲକ୍ଷ
Read More...

ସ୍ୱାଭିମାନ ଅଞ୍ଚଳରେ ଓଲଟିଲା ଟ୍ରାକ୍ଟର : ୩ ମୃତ, ୧୦ ଆହତ

ମାଲକାନଗିରି : ଦଶାହ କାର୍ଯ୍ୟ ସାରି ଫେରୁଥିବା ବେଳେ ଓଲଟିଲା ଟ୍ରାକ୍ଟର । ୧୦ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଭାବାନୀୟ ଘଟଣା ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ଥିତ ସ୍ୱାଭିମାନ ଅଞ୍ଚଳ ବଡ଼ପୁଟ ଘାଟିରେ ଘଟିଛି । ଘଟଣାସ୍ଥଳରେ ପୋଲିସ
Read More...