Browsing Tag

malkangiri news

ଦୁଗ୍ଧ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ : ଜବତ କଲା ଅବକାରୀ ବିଭାଗ

ମାଲକାନଗିରି : ଦୁଗ୍ଧ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ଜବତ କଲା ଅବକାରୀ ପୋଲିସ । ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମ ନିକଟରେ ଅବକାରୀ ବିଭାଗର କର୍ମଚାରୀମାନେ ଏନେଇ ଗୁଇନ୍ଦା ସୂଚନା ପାଇଥିଲେ । ଗାଡ଼ି ଯାଞ୍ଚ କରୁଥିବା
Read More...

ବିଦ୍ୟୁତ୍ ଆଘାତରେ ୨ ନାବାଳକଙ୍କ ମୃତ୍ୟୁ

ମାଲକାନଗିରି : ଚଢ଼େଇ ଧରିବାକୁ ଯାଇ ବିଦ୍ୟୁତ୍ ଆଘାତରେ ୨ ନାବାଳକ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍ ଅନ୍ତର୍ଗତ ଉଣ୍ଡରୁକୋଣ୍ଡା ଗ୍ରାମରେ । ସୂଚନା ଅନୁଯାୟୀ କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡରୁକୋଣ୍ଡା ଗ୍ରାମର ୨ ନାବାଳକ ସାଙ୍ଗ
Read More...

ଦୀର୍ଘ ୧୨ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ପୂର୍ବତନ ଜିଲ୍ଲାପାଳ ଆର. ଭିନିଲ କ୍ରିଷ୍ଣା

ମାଲକାନଗିରି : ଏକଦା ମାଓଗଡ଼ ଭାବେ ପରିଚିତ ଚିତ୍ରକୋଣ୍ଡା ବ୍ଲକସ୍ଥ ବିଛିନ୍ନାଞ୍ଚଳ ଯାହା ଏବେ ସ୍ୱାଭିମାନ ଅଞ୍ଚଳ ହୋଇଛି । ସେ ଅଞ୍ଚଳକୁ ଦୀର୍ଘ ୧୨ ବର୍ଷ ପରେ ୫ଟି ସଚିବ ଭି.କେ ପଣ୍ଡିଆନଙ୍କ ସହିତ ମାଲକାନଗିରିର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନର କ୍ରୀଡା ସଚିବ ଓ ସ୍ୱତନ୍ତ୍ର ସଚିବ ଆର
Read More...

ଗାଡ଼ି ଜାଳି ଦେଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାରେ ଗୋଟିଏ ଟ୍ରକ ଏବଂ ପୋକ୍ଲିନକୁ ମାଓବାଦୀମାନେ ପୋଡ଼ି ଦେଇଥିବା ଜଣାପଡିଛି । କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ଛତିଶଗଡ଼ ଗସ୍ତକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଥିବା ନେଇ ଚର୍ଚ୍ଚା ହେଉଛି ।
Read More...

ଟିପ୍ପର ଧକ୍କାରେ ୬ ମଇଁଷି ମୃତ

ମାଲକାନଗିରି : ମାଲକାନଗିରି ମୋଟୁ ୩୨୬ ନଂ ଜାତୀୟ ରାଜପଥ ଉପରେ ଟିପ୍ପର ଗାଡ଼ି ଧକ୍କାରେ ୬ ମଇଁଷି ମୃତ୍ୟୁ ଘଟିଛି । ଏଥି ସହ ୨ ମଇଁଷି ଗୁରୁତର ଆହତ ହୋଇଛି । ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ସୋରିଷମାଳା ଗ୍ରାମ ନିକଟ ରାଜରାସ୍ତା ଉପରେ ଟିପ୍ପର ଧକ୍କାରେ ମଇଁଷି ପଡିଥିବା
Read More...

ଓଡ଼ିଶା ପୋଲିସକୁ ସଫଳତା : ଓଡ଼ିଶା-ଆନ୍ଧ୍ର ସୀମାରୁ ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି : ଓଡ଼ିଶା ପୋଲିସକୁ ବଡ଼ ସଫଳତା । ମାଲକାନଗିରି ଜିଲ୍ଲା ସୀମା ଆନ୍ଧ୍ରପ୍ରଦେଶର କୁସୁମପୁଟ ଅଞ୍ଚଳରୁ ସର୍ଚ୍ଚ ଅପରେସନ ସମୟରେ ବିପୁଳ ମାଓ ସାମଗ୍ରୀ ଓ ବିସ୍ପୋରକ ଜବତ ହୋଇଛି । ଏ ନେଇ ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମାଲକାନଗିରି ପୋଲିସ ପକ୍ଷରୁ
Read More...

ବର୍ଷାରେ କାନ୍ଥ ପଡ଼ି ଶିଶୁକନ୍ୟା ମୃତ

ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମେଟାଗୁଡା ଗ୍ରାମରେ କାନ୍ଥ ପଡ଼ି ଚାରିମାସର ଶିଶୁ କନ୍ୟାର ମୃତ୍ୟୁ ଘଟିବା ସହିତ ବାପା ଓ ମା' ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମର ଆଇତା ମାଡକାମୀ ଏବଂ
Read More...

ଆହତ ହରିଣକୁ ଉଦ୍ଧାର କରି ଚିକିତ୍ସା କଲା ବନବିଭାଗ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥିତ ସାଲିମ, ମହୁପଦର ଆଦି ଜଙ୍ଗଲରେ କେନ୍ଦୁ, ମହୁଲ, ଟୋଲ ମଞ୍ଜି ସଂଗ୍ରହ ପାଇଁ ଓ ପୋଡ଼ୁ ଚାଷ ପାଇଁ କିଛି ଲୋକ ନିଆଁ ଲଗାଇ ଦେଇଥିଲେ । ସେହି ନିଆଁ ପ୍ରକୋପ ସହି ନପାରି ଗୋଟିଏ ହରିଣ ନିକଟସ୍ଥ କେନ୍ଦୁଗୁଡା ଗ୍ରାମକୁ ପଶିଆସିଥିଲା । ହଠାତ
Read More...

ମାଲକାନଗିରି ଓକିଲ ସଂଘ ନିର୍ବାଚନ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସମସ୍ତ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଓକିଲ ସଂଘର ୫ଟି ପଦ ନିର୍ବାଚନ ପାଇଁ ୧୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହର ପରେ ୫ଟି ଯାକ ପଦବୀରେ ଜଣେ ଲେଖା ପ୍ରାର୍ଥୀ ଥିବାରୁ ସମସ୍ତ ପଦବୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ସୋମବାର ଦିନ ଏହା ବିଧିବଦ୍ଧ ଭାବେ
Read More...

ଗଞ୍ଜେଇ ଜବତ, ୧ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଓର୍କେଲ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇ ଚୋରା ଚାଲାଣ ପାଇଁ ରଖାଯାଇଥିବା ୩୨୦କେଜି ଗଞ୍ଜେଇ ଜବତ କରାଯିବା ସହିତ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଓର୍କେଲ ଥାନା ସ୍ଥିତ ଧାଉଡ଼ାଗୁଡା ଗ୍ରାମର ଜଣେ ବ୍ୟକ୍ତି
Read More...