Browsing Tag

malkangiri news

ସୋ’ରୁମରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ମାଲକାନଗିରି : ମାଲକାନଗିରି ଜୟପୁର ୩୨୬ ନମ୍ୱର ଜାତୀୟ ପଥ ମାଥିଲି ମେଡିକାଲ ନିକଟରେ ଥିବା ପଟ୍ଟନାୟକ ଏଣ୍ଟେର ପ୍ରିସେସ ନାମକ ସୋ'ରୁମରେ ଶୁକ୍ରବାର ରାତିରେ ବିଦ୍ୟୁତ ସଟ ସର୍କିଟରୁ ନିଆଁ ଲାଗି ଯାଇଥିଲା । ଏସମ୍ପର୍କରେ ଖବର ପାଇ ମାଥିଲି, ଗୁମ୍ମା ଓ ଖଇରପୁଟର ୩ଟି ସ୍ଥାନରୁ ଦମକଳ ପହଞ୍ଚି
Read More...

ପରିବହନ ମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି : ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଟୁକୁନି ସାହ ଓ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ମାଲକାନଗିରି ଗସ୍ତକରି ନିର୍ମାଣଧୀନ ଏୟାରଷ୍ଟ୍ରିପ କାର୍ୟ୍ୟ ତ୍ୱରାନ୍ୱିତ ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ବିଶାଲ ସିଂ ଏୟାରଷ୍ଟ୍ରିପ କାର୍ୟ୍ୟର ଅଗ୍ରଗତି ବିଷୟରେ ସମସ୍ତ ସୂଚନା ପ୍ରଦାନ
Read More...

କୁନ୍ଦେର ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ୩ ଯବାନ ସହିଦ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିବା ବେଳେ ମାଓବାଦୀ ଗୁଳିରେ ୩ ଯବାନ ସହିଦ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଶନିବାର ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ବିଭାଗକୁ
Read More...

ତେଲେଙ୍ଗାନା ରାଜ୍ୟ ଯୁବ ବିନିମୟ କାର୍ଯ୍ୟକ୍ରମକୁ ଗଲେ ମାଲକାନଗିରି ଜିଲ୍ଲାରୁ ୨୦ ଯୁବକ ଯୁବତୀ

ମାଲକାନଗିରି : ତେଲେଙ୍ଗାନା ରାଜ୍ୟ ହାଇଦ୍ରାବାଦ ଠାରେ ଆୟୋଜିତ ଯୁବ ମହୋତ୍ସବରେ ଯୋଗ ଦେବା ପାଇଁ ମାଲକାନଗିରି ଜିଲ୍ଲାର ୨୦ ଜଣ ଆଦିବାସୀ ଯୁବକ ଯୁବତୀଙ୍କୁ ବିଏସ୍‌ଏଫ୍‌ ପକ୍ଷରୁ ପଠାଯାଇଛି । ମାଲକାନଗିରି ଠାରେ ଆୟୋଜିତ ଏକ ସମାରୋହରେ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଆଇ ଏଚ ଖାନ ମୁଖ୍ୟ ଅତିଥି
Read More...

ଦୁର୍ଗମ ବଣ୍ଡା ଘାଟି ବାଉଁଶପଡା ଗ୍ରାମରେ ଜଙ୍ଗଲ ବନ୍ୟଜନ୍ତୁ ସୁରକ୍ଷା ନେଇ ସଚେତନତା ସଭା

ମାଲକାନଗିରି : ମାଲକାନଗିରି ଜିଲ୍ଲା ମୁଦୁଲିପଡା ପଞ୍ଚାୟତ ଦୁର୍ଗମ ବଣ୍ଡାଘାଟି ବାଉଁଶପଡା ଗ୍ରାମରେ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ମାଥିଲି ବନାଞ୍ଚଳ ବିଭାଗ ପକ୍ଷରୁ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ବଣ୍ଡା ଘାଟିରେ ପୋଡୁ
Read More...

ଜଙ୍ଗଲ ଓ ରାଜସ୍ୱ ବିଭାଗର ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ନେଇ ଡିଜିଟାଲ ପ୍ରଶିକ୍ଷଣ ଶିବିର

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଥିବା ରାଜସ୍ୱ ବିଭାଗ ଓ ବନ ବିଭାଗର ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ନେଇ ଡିଜିଟାଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ବନ ବିଭାଗ ସମ୍ମିଳନୀ କକ୍ଷରେ ବନଖଣ୍ଡୀୟ ଅଧିକାରୀ ପ୍ରତାପ କୋତାପଲିଙ୍କ ଅଧ୍ୟକ୍ଷତାରେ
Read More...

ଉଠାଜଳସେଚନ ପ୍ରକଳ୍ପ ଉଦ୍‌ଘାଟିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସ୍ଥିତ ଆମ୍ବାଗୁଡା ପଞ୍ଚାୟତର ଚାଷୀଙ୍କ ଜମିରେ ଜଳସେଚନର ସୁବିଧା ପାଇଁ ସାଂସଦଙ୍କ ଦ୍ଵାରା ଉଠାଜଳସେଚନ ପ୍ରକଳ୍ପ ଲୋକର୍ପିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ପଞ୍ଚାୟତ ସଦର ଗ୍ରାମରେ ରାଜ୍ୟ ସରକାରଙ୍କ
Read More...

କୁମ୍ଵିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରି ନିଷ୍କ୍ରିୟ କଲା ସୁରକ୍ଷା ବାହିନୀ

ମାଲକାନଗିରି : କୁମ୍ଵିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରି ନିଷ୍କ୍ରିୟ କଲା ସୁରକ୍ଷା ବାହିନୀ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲା ଆବାପାଲି ରାସ୍ତାରୁ ତିନି କିଲୋଗ୍ରାମ ଓଜନର ଲ୍ୟାଣ୍ଡମାଇନ୍ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସୀତାପୁର କ୍ୟାମ୍ପରେ
Read More...

ଶିବରାତ୍ରି ପାଳନ ପାଇଁ ମଲିକେଶ୍ଵର ମନ୍ଦିର ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ

ମାଲକାନଗିରି : ଆସନ୍ତା ୧୮ ତାରିଖରେ ହେବାକୁ ଯାଉଥିବା ମହାଶିବରାତ୍ରି ଉତ୍ସବ କିପରି ଶାନ୍ତିଶୃଙ୍ଖଳାର ସହିତ ପାଳନ ହେବ ସେ ନେଇ ମାଲ୍ୟବନ୍ତ ପର୍ବତ ଶିଖରରେ ଥିବା ମଲିକେଶ୍ଵର ମନ୍ଦିର ପରିଦର୍ଶନ କରି ସ୍ଥିତି ପରଖିଛନ୍ତି ଜିଲ୍ଲାପାଳ ବିଶାଳ ସିଂ । ଓଡ଼ିଶାର ଦ୍ଵତୀୟ କପିଳାସ ମନ୍ଦିର ଭାବେ
Read More...

୭୯ କିଲୋ ଗଞ୍ଜେଇ ସହ ଅଟୋ ଜବତ, ଜଣେ ଗିରଫ

ମାଲକାନଗିରି : ଏକ ଅଟୋରେ ସ୍ୱତନ୍ତ୍ର ଚ୍ୟାମ୍ବର କରି ଅଭିନବ ଉପାୟରେ ଚିତ୍ରକୋଣ୍ଡାରୁ ତେଲାଙ୍ଗନାକୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ଅବକାରୀ ବିଭାଗ ଅଟୋ ସହିତ ୭୯ କିଲୋ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଗିରଫ
Read More...