pakka

ପୁଅ ସହ ମିଶି ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ

bbehera

ମାଲକାନଗିରି : ପୁଅ ସହ ମିଶି ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ସନ୍ଧିଗୁଡ଼ା ଗାଁରେ । ସୂଚନା ଅନୁସାରେ ମାଆ, ପୁଅ ଓ ସ୍ୱାମୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ ଏହି ସାମାନ୍ୟ ବଚସା ଉଗ୍ରରୂପ ନେଇଥିଲା । ଶେଷରେ ପୁଅ ସହ ମିଶି ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ଜଣେ ସ୍ୱାମୀ । ତେବେ ସ୍ୱାମୀ ଓ ପୁଅକୁ ମାଲକାନଗିରି ଏସ୍‌ଡିପିଓ ଅଟକ ରଖିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

20 − 7 =