pakka

କୂଅ ଭିତରୁ ୨ ଯମଜ ଶିଶୁ ଉଦ୍ଧାର ଘଟଣା

bbehera

ଅନୁଗୁଳ : ନିଜ ଯମଜ ଶିଶୁଙ୍କୁ କୂଅରେ ପକାଇଲା ମାଆ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ବସଲାମୁଣ୍ଡା ଢ଼ିପ ସାହିରେ । ଶିଶୁଙ୍କୁ ନିଜେ କୂଅରେ ପକାଇଥିବା ମାନିଛନ୍ତି ମାଆ । ତେବେ ଶିଶୁଙ୍କ ମାଆଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ପୋଲିସ । ତେବେ କାହିଁକି କୂଅରେ ଶିଶୁଙ୍କୁ ଫୋପାଡ଼ି ଥିଲେ ତାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.

four × 5 =