pakka

ମାଲକାନଗିରି କାଲିମେଳା ପୋଲିସକୁ ସଫଳତା

bbehera

ମାଲକାନଗିରି : ମାଲକାନଗିରି କାଲିମେଳା ପୋଲିସକୁ ମିଳିଛି ଏକ ବଡ ସଫଳତା । କାଲିମେଳା ପୋଲିସ ୭ କ୍ଵିଣ୍ଟାଲ ୭୫ କେ.ଜି. ଗଞ୍ଜେଇ ଜବତ କରିଥିବା ବେଳେ ଏହି ମାମଲାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଗିରଫ ୨ ଅଭିଯୁକ୍ତ ସମ୍ପର୍କରେ ଦୁଇଭାଇ ହୋଇଥିବା ସୂଚନାରେ କୁହାଯାଇଛି । ବେଆଇନ ଭାବେ ଜିଲ୍ଲା ବାହାରକୁ ଏତେ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ବେଳେ କାଲିମେଳା ପୋଲିସ ମାଡ ବସିଥିବା ସୂଚନାରୁ ଜଣାପଡିଛି ।

jay balangir
Leave A Reply

Your email address will not be published.

eleven − 7 =