p purohi

କଇଁଛ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ : ୪ ଗିରଫ

dr. purohit

ମାଲକାନଗିରି : ସାର ଗାଡ଼ିରେ କଇଁଛ ଚାଲାଣ ହେଉଥିବା ବେଳେ ଜବତ କଲା ମାଲକାନଗିରି ବନବିଭାଗ । ଆନ୍ଧ୍ରପ୍ରଦେଶରୁ ମୋଟୁ ସୀମାନ୍ତ ଦେଇ ଏହି ସବୁ କଇଁଛ ମାଲକାନଗିରି ଚାଲାଣ ହେଉଥିବା ବେଳେ ମୋଟୁ ବନ ଅଧିକାରୀ ୫ ଶହ କଇଁଛ ଜବତ କରିଛି । କଇଁଛ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ବନ କର୍ମଚାରୀ ମାନେ ଓଡ଼ିଶା ଆନ୍ଧ୍ର ସୀମାନ୍ତରେ ପାଟ୍ରୋଲିଂ କରୁଥିବା ବେଳେ ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌ ଦ୍ରୁତ ଗତିରେ ଆନ୍ଧ୍ରପ୍ରଦେଶ ଆଡୁ ଆସୁଥିବା ଦେଖି ଭ୍ୟାନ୍‌ ଦୁଇଟିକୁ ଅଟକାଇ ତଲାସି କରିବାରୁ ଗାଡି ଭିତରେ ଏକ କଣ୍ଟେନରରେ ପାଖାପାଖି ୫ ଶହ ଜୀଅନ୍ତା କଇଁଛ ଦେଖିବାକୁ ମିଳିଥିଲା । ଏହି ଘଟଣାରେ ମୋଟୁ ବନବିଭାଗ ୪ ଜଣଙ୍କୁ ଗିରଫ କରିଛି ।

nrusinghnath
Leave A Reply

Your email address will not be published.