ଭାଲୁ ଆକ୍ରମଣରେ ଜଣେ ଗୁରୁତର
ଆଠମଲ୍ଲିକ : ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର ଟକବା ଗ୍ରାମର ଅମୁଲ୍ୟ ପୃଷ୍ଟିଙ୍କୁ ଏକ ଭାଲୁ ଆକ୍ରମଣ କରିଛି । ସୂଚନାନୁଯାୟୀ, ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର ଟକବା ଗ୍ରାମର ଅମୁଲ୍ୟ ପୃଷ୍ଟି ଆଜି ତାଙ୍କ ବାଡ଼ି ପଛ!-->…
Read More...
Read More...