Daily Archives

ପୁସ୍ତକ ପଢିବା ଏକ ସାଂସ୍କୃତିକ ପରମ୍ପରାର ପରିଚୟ

ବଲାଙ୍ଗିର ଜିଲ୍ଲା ସ୍ତରୀୟ ପୁସ୍ତକ ମେଳା ଉଦଯାପିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ବହି ସାଇତି ରଖିବା, ବହି ପଢିବା ଏକ ସାଂସ୍କୃତିକ ପରମ୍ପରାର ପରିଚୟ । ସମୁନ୍ନତ ମଣିଷ ସଭ୍ୟତାର ବିକଶିତ ସ୍ବରୂପ ଏହି ଅଭ୍ୟାସ ଉପରେ ନିର୍ଭର କରିଥାଏ । ଏଣୁ ଆଗାମୀ ପିଢୀକୁ ସୁସ୍ଥ ସାମାଜିକ ଚେତନା ସହ
Read More...

ବାଲିଗୁଡାରେ ଚାଇଲ୍ଡ ଲାଇନର ସମ୍ମିଳନୀ : ସମଗ୍ର କନ୍ଧମାଳ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଜିଲ୍ଲା କରିବା ପାଇଁ ଆହ୍ଵାନ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଶିଶୁମାନଙ୍କୁ ସାହଯ୍ୟ, ସହଯୋଗ ଓ ସୁରକ୍ଷା ପ୍ରଦାନ ପାଇଁ ଅହରହ କାର୍ଯ୍ୟ କରି ଆସୁଥିବା ଚାଇଲ୍ଡ ଲାଇନ ପକ୍ଷରୁ ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ସଭାଗୃହଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
Read More...

ବାଲିଗୁଡାରେ ଶ୍ରୀରାମ ନବମୀ ପାଳିତ : କୁନି କୁନି କଳାକାରମାନଙ୍କୁ ନେଇ ଶୋଭାଯାତ୍ରା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ବିଭିନ୍ନ ମନ୍ଦିରରେ ବହୁ ଆଡମ୍ବର ସହକାରେ ଶ୍ରୀରାମ ନବମୀ ପାଳନ ହୋଇଯାଇଛି । ଚୈତ୍ର ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ପ୍ରତ୍ୟେକ ମନ୍ଦିରରେ ପୂଜକ ସକାଳୁ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମ ଯଜ୍ଞ
Read More...

କଣ୍ଟାବାଞ୍ଜି ସହରରେ ଜୋର୍‌ସୋର୍ ଭାବେ ଶ୍ରୀରାମ ନବମୀ ଉତ୍ସବ ପାଳିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ବିଭିନ୍ନ ଛକରେ ଶ୍ରୀରାମ ନବମୀ ଉତ୍ସବ ଜୋର୍‌ସୋରରେ ପାଳନ କରାଯାଇଛି । କଣ୍ଟାବାଞ୍ଜି ସହରର ଶ୍ରୀରାମ ମନ୍ଦିରଠାରୁ ନେଇ ବଙ୍ଗୋମୁଣ୍ଡା ଯିବା ରାସ୍ତା ଦେଇ ଆମପଡାଠାରୁ ଜେଏମ୍‌ଜେରୁ ଓଭର୍ ବ୍ରିଜ ଥାନା ଛକରୁ
Read More...

ଟିଟିଲାଗଡ଼ ସହର ରାମ ନବମୀ ପାଇଁ ଚଳଚଞ୍ଚଳ : ପ୍ରହରୀ ନାମଯଜ୍ଞରେ କମ୍ପୁଛି ମନ୍ଦିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସାରା ଦେଶବ୍ୟାପି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିନ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ସହର ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ସର୍ଗିଗୁଡ଼ା ସ୍ଥିତ ପ୍ରଭୁ ଶ୍ରୀରାମ ମନ୍ଦିର ପରିସରରେ ୧୭ତମ ଶ୍ରୀରାମ ନବମୀ ମହୋତ୍ସବ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ପଦ୍ମପୁର ବିଜୁ ଏକ୍ସପ୍ରେସ ୱେ'ର ରଞ୍ଜିତପୁର ଛକ ନିକଟରେ ବୁଧବାର ମଧ୍ୟ ରାତ୍ରରେ ଦୁଇ ଗୋଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ ଚାଳକଙ୍କର ମୃତ୍ୟୁ ହୋଇଯାଇଥଲା । ପାଇକମାଳ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇଙ୍କ ଦ୍ୱାରା ମିଳିଥିବା
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଅଧ୍ୟକ୍ଷତାରେ ଗୋପାଳଜୀ ମନ୍ଦିରରୁ ଶ୍ରୀରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ମୂର୍ତ୍ତିକୁ ଅଣାଯାଇ ଏକ ସୁସଜ୍ଜିତ ରଥରେ
Read More...

ଶ୍ରୀରାମ ନବମୀରେ କୋସଲି ହନୁମାନ ଚାଳିଶା ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦିବା ୧୧ ଘଣ୍ଟା ସମୟରେ ଶ୍ରୀରାମ ନବମୀ ଅବସରରେ ମହନୀ କ୍ରିଏସନ ଓ ନିରୁ ମିଡିଆ ପ୍ରକାଶିତ କୋସଲି ହନୁମାନ ଚାଳିଶା ବଲାଙ୍ଗିର ଡେଲି ମାର୍କେଟ ସ୍ଥିତ ଶ୍ରୀରାମ ମନ୍ଦିରଠାରେ ଉନ୍ମୋଚିତ ହୋଇଯାଇଛି । ଶ୍ରୀରାମ ନବମୀ ଅବସରରେ ଡେଲି ମାର୍କେଟ ସ୍ଥିତ ଶ୍ରୀରାମ
Read More...

ରାମ ନବମୀରେ ଗବଗାଁ ଯୁବକମାନଙ୍କ ଦ୍ୱାରା ମା’ ବାସନ୍ତୀଙ୍କୁ ପୂଜା ଅର୍ଚ୍ଚନା

ଭୋଗରାଇ, (ଶିବନାରାୟଣ ପାତ୍ର ) : ଗବଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସେହି ଗ୍ରାମର ପବିତ୍ର ରାମ ନବମୀ ପୂଜାରେ ଗ୍ରାମର ବାସନ୍ତୀ ମାତା ପୂଜା କମିଟିର ଯୁବକମାନେ ସଭାପତି ଦେବମୋହନ ଦତ୍ତ, ଉପସଭାପତି ଜୟକୃଷ୍ଣ ଦେ, ସଂପାଦକ ମନୋଜ କୁମାର ଗିରି, କୋଷାଧ୍ୟକ୍ଷ କାଳିକିଙ୍କର ଦେ, ସମାଜସେବୀ
Read More...

ଆତ୍ମନିର୍ଭର ଭାରତ : ଭାରତୀୟ ନୌସେନା ପାଇଁ ୧୭୦୦ କୋଟି ଟଙ୍କା ମୂଲ୍ୟର ୧୩ ଲିଙ୍କ୍ସ

ୟୁ୨ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥା ପାଇଁ ବିଇଏଲ୍ ସହିତ ଚୁକ୍ତି ସ୍ୱାକ୍ଷର କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ ଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରଣାଳୟ, ମାର୍ଚ୍ଚ ୩୦, ୨୦୨୩ ରେ ଭାରତୀୟ ନୌସେନା ପାଇଁ ୧୩ ଟି ଲିଙ୍କ୍ସ - ୟୁ୨ ଅଗ୍ନି ନିୟନ୍ତ୍ରଣ ବ୍ୟବସ୍ଥାକୁ ଆହରଣ କରିବା ପାଇଁ
Read More...