Daily Archives

ଜାଲ ସାର୍ଟିଫିକେଟ ପ୍ରସ୍ତୁତିରେ ସହଯୋଗୀ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ପ୍ରାଥମିକ କୃଷି ସମବାୟ ସମିତିରେ ନକଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଖାଇ ସମ୍ପାଦକ ପଦବୀ ହାତେଇଥିବା ରାକେଶ ସାହୁ ଓ ଜାଲ୍ ସାର୍ଟିଫିକେଟ୍ ଯୋଗାଇଥିବା ଲକ୍ଷ୍ମଣ ପଟେଲକୁ ପୋଲିସ୍ ଗିରଫ୍ କରି
Read More...

ଆଧ୍ୟାତ୍ମିକ କବିତା ଆସର

ଡେଲାଙ୍ଗ/ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ହରିରାଜପୁରର ପ୍ରସିଦ୍ଧ ସୋମନାଥଙ୍କର ମେଲଣ ପଡିଆର ସୂଚନା କେନ୍ଦ୍ର ମଂଚରେ ଅନୁଷ୍ଠିତ ହୋଇଯାଇଛି ମନୋରମ ଆଧ୍ୟାତ୍ମିକ କବିତା ଆସର । ନିମାଇଁ ସାହିତ୍ୟ ସଂସଦର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ଆବାହନରେ ବିଭିନ୍ନ ଜାଗାରୁ ଅନେକ କବି ଲେଖକ
Read More...

ପ୍ରଯୋଜନା ଭିତ୍ତକ ନାଟ୍ୟ କର୍ମଶାଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ସହଯୋଗରେ ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ଉଦ୍‌ଘାଟିତ ହୋଇଯାଇଛି । ଆଖପାଖ ଅଂଚଳର କୋଡିଏ ଜଣ
Read More...

ବେଆଇନ ବାଲି ଚାଲାଣ ବେଳେ ୪ ଗୋଟି ଟ୍ରାକ୍ଟରକୁ ଜବତ କଲା ପ୍ରଶାସନ

ଟିଟିଲାଗଡ଼, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ତହସିଲ ଅଧୀନରେ ଥିବା ନାରେନ ଉନ୍ଦେର ନଦୀ ବାଲିଘାଟରୁ ବୁଧବାର ବେଆଇନ ଭାବରେ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ପ୍ରଶାସନର ତଦନ୍ତ ଆରମ୍ଭ ହୋଇଥିଲା । ଯାହାକୁ ନେଇ ପ୍ରଶାସନ ୪ ଗୋଟି ଟ୍ରାକ୍ଟରକୁ ଜବତ କରି
Read More...

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ ଯୋଗୁଁ ୪୦ ଜଣ ତୀର୍ଥଯାତ୍ରୀ ଫସି ରହିଥିଲେ : ଥାନା ଅଧିକାରୀଙ୍କ ହସ୍ତକ୍ଷେପ ପରେ…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସାରା ରାଜ୍ୟରେ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡ଼ାକରା ଦେଇଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ଏ ନେଇ ବାଲିଗୁଡ଼ାଠାରେ ଡ୍ରାଇଭରମାନେ ଏକତ୍ରିତ ହୋଇ ଗାନ୍ଧୀ ଛକଠାରେ ଧାରଣା ଦେଇଛନ୍ତି ।
Read More...

ଟିଟିଲାଗଡ ରେଳଷ୍ଟେସନରୁ ଗଞ୍ଜେଇ ଜବତ : ଜଣେ ଗିରଫ

ଟିଟିଲାଗଡ଼, (ପ୍ରମୋଦ ସେଲମା) : ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ରେଳ ଜଙ୍କସନ ଭାବରେ ପରିଚିତ ଟିଟିଲାଗଡ ରେଳ ଷ୍ଟେସନରୁ ଦେଶର ଅନ୍ୟ ରାଜ୍ୟ ସହ ସିଧାସଳଖ ନିୟମିତ ଟ୍ରେନ ଚଳାଚଳର ସୁବିଧା ଉପଲବ୍ଧ ଥିବା ବେଳେ ଏହାର ଫାଇଦା ନେଇ ରେଳ ଯୋଗେ ବେଆଇନ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଅସାଧୁ
Read More...

ସିଆଇଟିୟୁ ନେତୃତ୍ୱରେ ପରିବହନ ଶ୍ରମିକଙ୍କ ରାଜ୍ୟବ୍ୟାପି ପ୍ରତିବାଦ, ବିକ୍ଷୋଭ ଓ ଧାରଣା : ରାଉରକେଲା ପରିବହନ ଶ୍ରମିକ…

ରାଉରକେଲା, (ସସ୍ମିତା ପ୍ରଧାନ) : ଅଲ୍‌ ଇଣ୍ଡିଆ ଟ୍ରାନ୍ସପୋର୍ଟ ୱାକର୍ସ ଫେଡେରେସନ୍ (ସିଆଇଟିୟୁ) ଡାକରାରେ ପରିବହନ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବୀରେ ଦେଶବ୍ୟାପି ମାର୍ଚ୍ଚ ୧୩ରୁ ୨୦ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପି ପ୍ରତିବାଦ, ଧାରଣ ଓ ବିକ୍ଷୋଭ କାର୍ଯ୍ୟକ୍ରମ ସଂଗଠିତ
Read More...

ବାଲିଗୁଡା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଡ୍ରାଇଭର ଏକତା ମହାମଞ୍ଚ ଆନୁକୂଲ୍ୟରେ ବୁଧବାର ମାର୍ଚ୍ଚ ୧୫ ତାରିଖରୁ ୧୦ଦଫା ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ସହ ଧର୍ମଘଟ ଆରମ୍ଭ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଏହାର ପ୍ରଭାବ
Read More...

ଉପଭୋକ୍ତା ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି : ଶ୍ରୀ ପ୍ରସାଦ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଞ୍ଜୁମର ଫ୍ରଣ୍ଟ ତରଫରୁ କୋଏଲନଗର ଖାଉଟି ସୁରକ୍ଷା ଭବନଠାରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳନ କରାଯାଇଛି । ଫ୍ରଣ୍ଟର ସଭାପତି ସୁଧୀର ସୁନ୍ଦରରାୟଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ମିହିର ରାୟଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଜିଲ୍ଲା
Read More...

ବଲାଙ୍ଗିର ସମ୍ବଲପୁର ୨୬ନଂ ଜାତୀୟ ରାଜପଥ ରୁଗୁଡିଖାଲ ଛକରେ ଡ୍ରାଇଭର ସଂଘ ପକ୍ଷରୁ ଧାରଣା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ସମ୍ବଲପୁର ବଲାଙ୍ଗିର ୨୬ନଂ ଜାତୀୟ ରାଜପଥ ରୁଗୁଡିଖାଲ ଛକରେ ଡ୍ରାଇଭର ସଂଘ ସଦସ୍ୟ ଧାରଣାରେ ବସିଛନ୍ତି । ବିଭିନ୍ନ ଦାବୀ ନେଇ ଡ୍ରାଇଭରମାନେ ଷ୍ଟିୟରିଂଗ ଛାଡ କରିବା ସହ ଜାତୀୟ ରାଜପଥ କଡରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଛନ୍ତି । ଘଟଣାସ୍ଥଳରେ
Read More...