Daily Archives

କାର୍ଯ୍ୟରତ ଡାକ୍ତରଙ୍କ ବିରୋଧରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : କାର୍ଯ୍ୟରତ ଡାକ୍ତରଙ୍କ ବିରୋଧରେ ମୃତ୍ୟୁମୁଖରେ ପଡ଼ିଥିବା ଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି, ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଗଲା ଶିଶୁର ଜୀବନ । ବିଛଣାରେ ପଡ଼ି ଶିଶୁଟି ଛଟପଟ ହେଉଥିଲା, ହେଲେ ଆସିଲେନି ଡାକ୍ତର । ନିରୀହ
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ଖାଉଟି ଅଧିକାର ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳ ୧୦ଟା ସମୟରେ ଜିଲ୍ଲାସ୍ତରୀୟ ବିଶ୍ୱ ଖାଉଟି ଅଧିକାର ଦିବସ ପାଳନ ଅବସରରେ ଉପନିର୍ଦ୍ଦେଶକ ବୈଧମାପ ବିଜ୍ଞାନ ବିଭାଗ, ବଲାଙ୍ଗିର ଆନୁକୂଲ୍ୟରେ ଏବଂ ଆଦିତ୍ୟ ଏଜୁକେସନାଲ ଓ ଚେରିଟେବୁଲ ଟ୍ରଷ୍ଟ ସହଯୋଗରେ “ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ” ବିଷୟକୁ ନେଇ ଏକ
Read More...

ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କଲେ ରକ୍ଷକ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ ଆଜି କଣ୍ଟାବାଞ୍ଜିରୁ ତୁରେକେଲା ଯାଉଥିବା ସମୟରେ ତୁରେକେଲା ନିବାସୀ ଚଏତୁ ପୁଟେଲ(୭୦) ଭାରସାମ୍ୟ ହରାଇ ଲର୍କି ପେଟ୍ରୋଲ ପମ୍ପ ପାଖରେ ବାଇକ୍‌ରୁ ପଡିଯାଇ ଗୁରୁତର ଆହତ ହୋଇଥିଲେ । ଠିକ୍‌ ସମୟରେ ରକ୍ଷକ ତଥା ଶିକ୍ଷକ
Read More...

ଷାଠିଏ ଘର ଡୁମାଲ ସମାଜର ଆଞ୍ଚଳିକ ମହାସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଷାଠିଏ ଘର ଡୁମାଲ ସମାଜର ଆଞ୍ଚଳିକ ମହାସଭା ବ୍ରାହ୍ମଣୀଡୁଙ୍ଗୁରି କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ମହାସଭାରେ ବଲାଙ୍ଗିର ଜିଲ୍ଲା ସଭାପତି ଲମ୍ବୋଦର ମହାକୁର ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବେ ବିଭିନ୍ନ କେନ୍ଦ୍ରରୁ ଆସିଥିବା ସଭାପତି,
Read More...

ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ରାଜ୍ୟ ବ୍ୟାପି ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଡ୍ରାଇଭର ମହାସଂଘର ସଭାପତି ଡୋଳାମଣି ମେହେରଙ୍କ ନେତୃତ୍ୱରେ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚକା ବନ୍ଦ ଡାକରା ଦେବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି । ଜରୁରୀକାଳୀନ ସେବା ଯେପରିକି ସ୍କୁଲ ବସ,
Read More...

କଣ୍ଟାବାଞ୍ଜି ଡ୍ରାଇଭର ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ ଆନ୍ଦୋଳନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଇନ୍ଦିରା ଛକ ଓ ବିଭିନ୍ନ ଛକ ସ୍ଥାନରେ କଣ୍ଟାବାଞ୍ଜି ଡ୍ରାଇଭର ସଂଘ ୧୦ ଦଫା ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି ରଖିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୦
Read More...

ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ

ପାଟଣାଗଡ଼, (ସଦାଶିବ ସରାଫ୍‌) : ଆଜି ସାରା ଓଡ଼ିଶାରେ ପୂର୍ବ ଘୋଷଣା ଅନୁସାରେ ପାଟଣାଗଡ଼-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟପଥ ବଥର୍ଲା ଛକଠାରେ ୧୦ ଦଫା ଦାବୀ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଖବର
Read More...

ସତ୍ୟବାଦୀରେ ଭ୍ରାମ୍ୟମାଣ ଆୟୁଷ ଚିକିତ୍ସା ଶିବିର ଓ ସଚେତନତା ରଥ ଉଦ୍‌ଘାଟିତ

ସାକ୍ଷୀଗୋପାଳ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପେଣ୍ଠପଡ଼ା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିସରରେ ଭ୍ରାମ୍ୟମାଣ ଆୟୁଷ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାର ଆୟୁଷ ନିର୍ଦ୍ଦେଶାଳୟ
Read More...

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଜରିଆରେ ସୁବର୍ଣ୍ଣପୁର ଜିଲ୍ଲାରୁ ୬୫ ଜଣ ବରିଷ୍ଠ ନାଗରିକଙ୍କ ସିରିଡି ଓ ନାସିକ…

ସବୁଜ ପତାକା ପ୍ରଦର୍ଶନ ପୂର୍ବକ ସ୍ୱତନ୍ତ୍ର ବସକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ନାଗରିକ ତୀର୍ଥ ଯାତ୍ରା ଯୋଜନା ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜିଲ୍ଲାର ୬୫ ଜଣ ବରିଷ୍ଠ ତୀର୍ଥ ଯାତ୍ରୀଙ୍କୁ ନେଇ
Read More...

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ଜରିଆରେ ବଲାଙ୍ଗିର ଜିଲ୍ଲାର ୧୭୬ ଜଣ ବରିଷ୍ଠ ନାଗରିକଙ୍କ ସିରିଡି ଓ ନାସିକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୭୬ ଜଣ ବରିଷ୍ଠ ନାଗରିକ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଯୋଜନା ୨୦୨୨-୨୩ ଜରିଆରେ ସିରିଡି ଓ ନାସିକ ତୀର୍ଥ ଯାତ୍ରା ନିମନ୍ତେ ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରୁ ବାହାରି ସମ୍ବଲପୁର
Read More...