Daily Archives

ସମ୍ବଲପୁରରେ ଡ୍ରାଇଭର ମହାସଂଘ ଆନ୍ଦୋଳନ

ସମ୍ବଲପୁର : ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନରେ ଷ୍ଟିଅରିଂ ଛାଡ ଆନ୍ଦୋଳନ ଜିଲ୍ଲାବ୍ୟାପୀ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାର ୯ଟି ବ୍ଲକର ୨୦ଟି ସ୍ଥାନରେ ରାସ୍ତାରୋକ କରି ଧାରଣାରେ ବସିଛନ୍ତି । ଫଳରେ ଯାନ ବାହନ ଚଳାଚଳ ଠପ୍ ହୋଇଯାଇଛି । ସମ୍ବଲପୁର ମହାନଗର ନିଗମ
Read More...

ବଙ୍ଗୋମୁଣ୍ଡା ବ୍ଲକର ଗାଁ ସାଥୀ ତାଲିମ ଶିବିର ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଭାଗୃହଠାରେ ଆଜି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉପରେ ଗାଁ ସାଥୀମାନଙ୍କୁ ନେଇ ତାଲିମ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏପିଓ ଲକ୍ଷ୍ମଣ ବୁଡେକଙ୍କ
Read More...

ଅଭିନେତା ସମୀର ଖକ୍କରଙ୍କ ପରଲୋକ

ମୁମ୍ବାଇ : ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖକ୍କରଙ୍କ ପରଲୋକ ହୋଇଛି । ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସମୀର ଖକ୍କରଙ୍କ ଭାଇ ଗଣେଶ ଖକ୍କର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସମୀରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ଏବଂ ଗତ କିଛି ଦିନ
Read More...

ବସ୍‌କୁ ପଛପଟୁ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ୍‌ : ୧ ମୃତ, ୫ ଯାତ୍ରୀ ଆହତ

ପାଲଲହଡା : ଅନୁଗୁଳ ଜିଲ୍ଲା ଡିମିରିଆ ଛକ ନିକଟରେ ବସ୍‌କୁ ପଛପଟୁ ଧକ୍କା ଦେଇଛି ଟ୍ରକ୍‌ । ଫଳରେ ଘଟଣାସ୍ଥଳରେ ବସ୍‌ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ବସ୍‌ ଯାତ୍ରୀ ଆହତ ହୋଇଛଥିବା ଜଣାପଡିଛି । ସୂଚନା ଅନୁସାରେ ବୁଧବାର ଭୋର୍‌ ୩ଟା ସମୟରେ ବାଲେଶ୍ୱରରୁ ବରଗଡ ଯାଉଥିବା ଶ୍ରୀରାମଜୀ
Read More...

ଜାତୀୟ ମହିଳା ହ୍ୟାଣ୍ଡବଲରେ ଭାଗନେବ ଓଡ଼ିଶା ମହିଳା ଦଳ

ଭୁବନେଶ୍ୱର : ବାରାଣାସୀଠାରେ ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୫୧ତମ ଜାତୀୟ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ହେବ । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଓଡ଼ିଶା ମହିଳା ଦଳ ମଙ୍ଗଳବାର ବାରାଣାସୀ ଯାତ୍ରା କରିଛନ୍ତି । ସ୍ୱର୍ଣ୍ଣଲତା ପ୍ରଧାନ, ସ୍ମୃତିରେଖା ରାଉତରାୟ, କଲ୍ୟାଣୀ ଦାସ, କସ୍ତୁରୀ
Read More...

ରାସ୍ତା ତଳକୁ ଓଲଟିଲା ମାଲ ବୋଝେଇ ଟ୍ରକ : ୨ ଆହତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ୫୭ନଂ ଜାତୀୟ ରାଜପଥ କଖାରୁଫାଳଠାରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଝାରସୁଗୁଡାରୁ ଲୁହା ପଥର ବୋଝେଇ ଟ୍ରକ୍ ପାରାଦ୍ୱୀପ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି
Read More...

ଗ୍ରାମାଞ୍ଚଳରେ ଖରାଦିନିଆ ଜଳ ସଙ୍କଟ ଦୂର କରିବା ନିମନ୍ତେ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖରାଦିନିଆ ଜଳ ସଙ୍କଟ ଦୂର କରିବା ନିମନ୍ତେ ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ଜଳ ଯୋଗାଣ ଉତ୍ସ ଯାଂଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ଆବଶ୍ୟକ ସ୍ଥଳେ ଟ୍ୟାଙ୍କର୍ ଯୋଗେ ଜଳ ଯୋଗାଣ
Read More...

ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ କରିବା ନିମନ୍ତେ ମମତା ଦିବସ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସହରାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ କରିବା ନିମନ୍ତେ ସମସ୍ତ ଜିଲ୍ଲା ସଦରମହକୁମା ଏବଂ ନିମ୍ନ ପ୍ରଦତ୍ତ ସହର ଗୁଡିକରେ ଥିବା ଅଙ୍ଗନବାଡି କେନ୍ଦ୍ର କିମ୍ବା ଏହାର ନିକଟସ୍ଥ ସ୍ଥାନରେ ମମତା ଦିବସ ପାଳନ କରାଯାଉଛି । ଗର୍ଭବତୀ ମହିଳା, ମା' ଓ ଶିଶୁଙ୍କ
Read More...

ଖରା ଦିନିଆ ଜଳ ସମସ୍ୟା ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖରା ଦିନିଆ ଜଳ ସମସ୍ୟା ସମାଧାନ ନିମନ୍ତେ ରାଜ୍ୟର ସମସ୍ତ ୧୧୫ଟି ସହରାଞ୍ଚଳରେ ପାନୀୟଜଳ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଜଳକ୍ଲିଷ୍ଟ ଅଞ୍ଚଳରେ ପ୍ରାୟ ୩ ହଜାର ପି.ଭି.ସି ଟ୍ୟାଙ୍କ ବସାଯାଇ ୨୨୫ଟି ଟ୍ୟାଙ୍କର ମାଧ୍ୟମରେ ନିୟମିତ ଭାବେ ଜଳ ଯୋଗାଣ କରାଯିବ ।
Read More...

ବିଶ୍ୱ କଳା ମୋତିଆ ସପ୍ତାହ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାର୍ଚ୍ଚ ମାସ ୧୨ରୁ ୧୮ ତାରିଖ ପର୍ୟ୍ୟନ୍ତ ବିଶ୍ବ କଳା ମୋତିଆ (ଗ୍ଲକମା) ସପ୍ତାହ ପାଳନ କରାଯାଉଅଛି। କଳାମୋତିଆ ରୋଗର କାରଣ ଗୁଡ଼ିକ ଜାଣିବା ସହ ଉପଯୁକ୍ତ ସମୟରେ ଚକ୍ଷୁ ପରୀକ୍ଷା କରି ଚକ୍ଷୁର ଯତ୍ନ ନିଅନ୍ତୁ । ଅଧିକ ଜାଣିବା ପାଇଁ ନିକଟସ୍ଥ ସରକାରୀ
Read More...