Daily Archives

ରାଜ୍ୟର ଜଙ୍ଗଲ ଗୁଡିକରେ ଅଗ୍ନିକାଣ୍ଡକୁ ରୋକିବା ନିମନ୍ତେ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଜଙ୍ଗଲ ଗୁଡିକରେ ଅଗ୍ନିକାଣ୍ଡକୁ ରୋକିବା ନିମନ୍ତେ ଥିବା ବ୍ୟବସ୍ଥାର ସୁଦୃଢ଼ିକରଣ କରାଯାଉଛି । ଏଥି ନିମନ୍ତେ ପ୍ରଶାସନିକ ଓ ଗୋଷ୍ଠୀ ସହଯୋଗିତାକୁ ଆହୁରି ବ୍ୟାପକ କରାଯିବ । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏକ
Read More...

ଜିଦ୍‌ରେ ଅଟଳ ଓଡ଼ିଶା ଡ୍ରାଇଭର ସଂଘ

ଭୁବନେଶ୍ୱର : ଜିଦ୍‌ରେ ଅଟଳ ଅଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ । ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ କରୁଛନ୍ତି ଜୋରଦାର । ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା । ଉଚିତ ଦରମା, ଚାକିରି ସୁରକ୍ଷା, ଡ୍ରାଇଭରଙ୍କ ପାଇଁ ବୀମା, ପେନ୍‌ସନ୍ ଆଦି ୧୦ ଦଫା
Read More...

ବାଣାୟତ ଖଣ୍ଡାୟତ ସମାଜର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଓଡିଶା ବାଣାୟତ ଓଡିଆ ସମାଜର ଆସନ୍ତା ୨୬ ତାରିଖରେ ହେବାକୁ ଥିବା ବାର୍ଷିକୋତ୍ସବ ଓ ଅନୁଷ୍ଠାନର ନିର୍ବାଚନ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୩ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ବାବାନାଥ ପରିଡାଙ୍କ
Read More...

ଜାତୀୟ ରାଜପଥ କଡରେ ଡ୍ରାଇଭର ସଙ୍ଘ ସଦସ୍ୟଙ୍କ ଧାରଣା

ନିମବାହାଳି : ୫୫ ନମ୍ବର ଜାତୀୟ ରାଜପଥ ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ମୋଟଙ୍ଗା ବାଇପାସ୍ ଛକରେ ଜାତୀୟ ରାଜପଥ କଡରେ ଧାରଣା ଦେଲେ ଡ୍ରାଇଭର ସଙ୍ଘ । ବିଭିନ୍ନ ଦାବୀ ନେଇ ଡ୍ରାଇଭର ମାନେ ଷ୍ଟିୟରିଙ୍ଗ ଛାଡ଼ କରିବା ସହିତ ଜାତୀୟ ରାଜପଥ କଡରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା
Read More...

ଗଡ ଖୋର୍ଦ୍ଧା ଛକଠାରେ ଓଡ଼ିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଆନ୍ଦୋଳନ

ଖୋର୍ଦ୍ଧା : ଓଡ଼ିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ୧୦ ଦଫା ଦାବୀ ନେଇ ୧୬ ନମ୍ବର ଜାତୀୟ ରାଜପଥର ଗଡ ଖୋର୍ଦ୍ଧା ଛକଠାରେ ଧାରଣା ଓ ଆନ୍ଦୋଳନ ଜାରି ରହିଛି । ସଙ୍ଘର ସଭ୍ୟମାନେ ମାଲ ପରିବହନ ଗାଡ଼ିକୁ ଅଟକାଇଥିବା ଦେଖାଯାଇଛି । ଜରୁରୀ ଯାନବାହନ ଓ ଅନ୍ୟ ଗାଡ଼ି ଗୁଡିକ ଚକାଚଳ ସ୍ଵାଭାବିକ ରହିଛି ।
Read More...

ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ବରଗଡ଼, (ନିରୋଜ କୁମାର ପାଣୀ) : ଆସନ୍ତା ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ୧୨ ୱାର୍ଡ ବିଶିଷ୍ଟ ଅତାବିରା ଏନ୍‌ଏସି ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ଅବସରରେ ବିଜେଡି ଶକ୍ତି ପ୍ରଦର୍ଶନ
Read More...

ସିକ୍ୟୁରିଟି ଗାର୍ଡଙ୍କ ମହାନତା : ପାଇଥିବା ପର୍ସ ଫେରାଇଲେ ରୋଗୀଙ୍କ ପରିଜନଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କାର୍ଯ୍ୟରତ ସୁରକ୍ଷା କର୍ମୀ ରାକେଶ ନାୟକ ପାଇଥିବା ଜଣେ ରୋଗୀଙ୍କ ଟଙ୍କା ଭର୍ତ୍ତି ପର୍ସ ଫେରାଇ ମହାନତାର ପରିଚୟ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ରାକେଶ ଅସ୍ଥି ଶଲ୍ୟ ୱାର୍ଡରେ କାର୍ଯ୍ୟରତ ଥିବା
Read More...

ସିଡବ୍ଲୁଏସ୍‌ ପକ୍ଷରୁ ମହିଳାଙ୍କ ଆନୁଷ୍ଠାନିକ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : କମ୍ୟୁନିଟି ୱେଲଫେୟାର ସୋସାଇଟି (ସିଡବ୍ଲୁଏସ୍‌) ପକ୍ଷରୁ ମହିଳାଙ୍କ ଆନୁଷ୍ଠାନିକ ସଭା ସେକ୍ଟର ୧୫ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ସିଷ୍ଟର କୁସୁମ ଓ ରୀନାରାଣୀ ଲେଙ୍କାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ପ୍ରମିଳା
Read More...

ଜମା ଟଙ୍କା ଫେରସ୍ତ କରିବାକୁ ସାହାରା ଇଣ୍ଡିଆ ଜମାକାରୀଙ୍କ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ୪ ଲକ୍ଷ ଜମାକାରୀଙ୍କ ୨୫ ଶହ କୋଟି ଟଙ୍କା ସାହାରା ଇଣ୍ଡିଆରେ ଜମା ଅର୍ଥ ଗଚ୍ଛିତ ଥିବା କୁହାଯାଇଛି । ଜମାକାରୀଙ୍କ ଜମା ଟଙ୍କା ସୁଧ-ମୂଳ ସହିତ ଫେରସ୍ତ କରିବାକୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ
Read More...

ବେଆଇନ ପଥର ଖାଦାନରେ ଚଢ଼ାଉ, ଜରିମାନା ଆଦାୟ

ଖୁଣ୍ଟା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଚାଲିଥିବା ବେଆଇନ ପଥର ଖାଦାନରେ ମଙ୍ଗଳବାର ଖୁଣ୍ଟା ରାଜସ୍ବ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି । ଖୁଣ୍ଟା ଥାନା ଅନ୍ତର୍ଗତ ସପନଚୁଆ ପଞ୍ଚାୟତ ଅଧିନସ୍ଥ ତଥା ଶିମିଳିପାଳ ସଂଲଗ୍ନ
Read More...
error: Content is protected !!