pakka

ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ କରିବା ନିମନ୍ତେ ମମତା ଦିବସ ପାଳନ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସହରାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଦୃଢ କରିବା ନିମନ୍ତେ ସମସ୍ତ ଜିଲ୍ଲା ସଦରମହକୁମା ଏବଂ ନିମ୍ନ ପ୍ରଦତ୍ତ ସହର ଗୁଡିକରେ ଥିବା ଅଙ୍ଗନବାଡି କେନ୍ଦ୍ର କିମ୍ବା ଏହାର ନିକଟସ୍ଥ ସ୍ଥାନରେ ମମତା ଦିବସ ପାଳନ କରାଯାଉଛି । ଗର୍ଭବତୀ ମହିଳା, ମା’ ଓ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ବିଭିନ୍ନ ସେବା ଓ ପରାମର୍ଶ ପ୍ରଦାନ କରାଯାଉଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

five × 3 =

error: Content is protected !!