pakka

ବିଶ୍ୱ କଳା ମୋତିଆ ସପ୍ତାହ ପାଳନ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାର୍ଚ୍ଚ ମାସ ୧୨ରୁ ୧୮ ତାରିଖ ପର୍ୟ୍ୟନ୍ତ ବିଶ୍ବ କଳା ମୋତିଆ (ଗ୍ଲକମା) ସପ୍ତାହ ପାଳନ କରାଯାଉଅଛି। କଳାମୋତିଆ ରୋଗର କାରଣ ଗୁଡ଼ିକ ଜାଣିବା ସହ ଉପଯୁକ୍ତ ସମୟରେ ଚକ୍ଷୁ ପରୀକ୍ଷା କରି ଚକ୍ଷୁର ଯତ୍ନ ନିଅନ୍ତୁ । ଅଧିକ ଜାଣିବା ପାଇଁ ନିକଟସ୍ଥ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରାମର୍ଶ କରନ୍ତୁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

twelve − 11 =

error: Content is protected !!