pakka

ସମ୍ବଲପୁରରେ ଡ୍ରାଇଭର ମହାସଂଘ ଆନ୍ଦୋଳନ

bbehera

ସମ୍ବଲପୁର : ଓଡିଶା ଡ୍ରାଇଭର ମହାସଂଘର ଆହ୍ୱାନରେ ଷ୍ଟିଅରିଂ ଛାଡ ଆନ୍ଦୋଳନ ଜିଲ୍ଲାବ୍ୟାପୀ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାର ୯ଟି ବ୍ଲକର ୨୦ଟି ସ୍ଥାନରେ ରାସ୍ତାରୋକ କରି ଧାରଣାରେ ବସିଛନ୍ତି । ଫଳରେ ଯାନ ବାହନ ଚଳାଚଳ ଠପ୍ ହୋଇଯାଇଛି । ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବୁର୍ଲା ଜାତୀୟ ରାଜପଥର ପିସି ବ୍ରିଜ, ସମ୍ବଲପୁରର ଅଇଁଠାପାଲି, ଧନୁପାଲି ସମେତ ମୁମ୍ବାଇ-କୋଲକାତା ଜାତୀୟ ରାଜପଥ, ସମ୍ବଲପୁର-କଟକ, ସମ୍ବଲପୁର-ସୋନପୁର, ସମ୍ବଲପୁର-ଝାରସୁଗୁଡ଼ା ଆଦି ସମସ୍ତ ରୁଟରେ ଗାଡି ମଟର ବନ୍ଦ ରହିଛି । ତେବେ ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍ ଦିଆଯାଇଛି ।

jay balangir
Leave A Reply

Your email address will not be published.

13 + 6 =

error: Content is protected !!