Browsing Tag

sambalpur news

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ସମ୍ବଲପୁର : ଅଜଣା ଗାଡ଼ି ଧକ୍କାରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ଘଟିଛି । ମୃତ କନଷ୍ଟେବଳ ଜଣକ ହେଉଛନ୍ତି ଯୁଯୁମୁରା ଅଞ୍ଚଳର ବେଣୁଧର ଗନିଖ(୨୨) । ସୂଚନା ଅନୁଯାୟୀ, ସୋମବାର ରାତିରେ ବେଣୁଧର ତାଙ୍କ ବାଇକ୍‌ରେ ଘରକୁ ଫେରୁଥିବାବେଳେ କୌଣସି ଏକ ଗାଡ଼ି ତାଙ୍କୁ ରେଙ୍ଗାଲି ନିକଟରେ ଧକ୍କା
Read More...

ମହାନଦୀରେ ବୁଡ଼ି ଜଣେ ଯୁବକ ମୃତ

ସମ୍ବଲପୁର : ମହାନଦୀରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ଠେଲକୋପଡ଼ାର ସଚିନ ନାଏକ(୪୦) । ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସଚିନ ମଙ୍ଗଳବାର ଦିନ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ । ତେବେ ବାଲିବନ୍ଧା ଘାଟରେ ସେ ବୁଡ଼ି ଯାଇଥିଲେ । ସୂଚନା ପାଇ ଅଗ୍ନିଶମ
Read More...

ଜଣ୍ଡିସ ବଳୟରେ ସମ୍ବଲପୁର : ଏବେ ସୁଦ୍ଧା ୮୨ ଚିହ୍ନଟ

ସମ୍ବଲପୁର: ସମ୍ବଲପୁର ମହାନଗରରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଏବେ ସୁଦ୍ଧା ୮୨ ଆକାନ୍ତ ହେଲେଣି ଚିହ୍ନଟ । ୧୦ ବର୍ଷ ପୂର୍ବେ ମଧ୍ୟ ଜଣ୍ଡିସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ସମୟରେ ପିଏଚ୍‌ଡି ପାଣି ସନ୍ଦେହ ଘେରକୁ ଆସିଥିଲା । ଏବେ ମଧ୍ୟ ପିଏଚ୍‌ଡି ପାଣିକୁ ନେଇ ଆଶଙ୍କା
Read More...

୨୧ରେ ସମ୍ବଲପୁର ଆସୁଛନ୍ତି ଅମିତ ଶାହ

ସମ୍ବଲପୁର : ଆସନ୍ତା ୨୧ ତାରିଖରେ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ସମ୍ବଲପୁର ପିଏଚ୍‌ଡ଼ି ପଡ଼ିଆରେ ହେବାକୁ ଥିବା ବିଶାଳ ଜନ ସମାବେଶରେ ଯୋଗ ଦେବେ ଶ୍ରୀ ଶାହ ।
Read More...

ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ୱଲପୁର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ଆସିବେ । ପୂର୍ବରୁ ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିବାବେଳେ ଶୁକ୍ରବାର ସମ୍ବଲପୁର ଓ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ଦଳୀୟ
Read More...

ଧନକଉଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପରିଦର୍ଶନ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ପିଲା ମାନେ ଗ୍ରୀଷ୍ମାବକାଶରେ କରିବା ପାଇଁ ଦିଆଯାଇଥିବା ଗୃହ କାର୍ଯ୍ୟ କରୁଛନ୍ତି କି ନାହିଁ ତାହାକୁ ପ୍ରତିଦିନ ନିଜେ ତଦାରଖ କରୁଛନ୍ତି ଧନକାଉଡ଼ା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବଶ୍ରୀ ଭୋଇ । ସେହି ଶୃଙ୍ଖଳାକୁ ବଜାୟ ରଖି ଗତକାଲି ସେ
Read More...

ଧନକଉଡ଼ା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ନିଆରା ପଦକ୍ଷେପ

ସମ୍ବଲପୁର, (ନିରୋଜ କୁମାର ପାଣୀ) : ତା ୦୮.୦୫.୨୦୨୪ ପିଲା ମାନଙ୍କ ପାଇଁ ଗ୍ରୀଷ୍ମାବକାଶ ହୋଇଛି । ସରକାରଙ୍କ ନିର୍ଦ୍ଦେଶନୁଯାୟୀ ଏହି ଅବକାଶରେ ପ୍ରତ୍ୟେକ ପିଲା କିଛି ଗୃହକାର୍ଯ୍ୟ କରିବେ । ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ପିଲାଙ୍କୁ ଗୃହକାର୍ଯ୍ୟ ପ୍ରଦାନ କରାଯାଇଛି । ଏବେ ପିଲାମାନେ
Read More...

ପଶ୍ଚିମ ଓଡ଼ିଶାର ସୁଯୋଗ୍ୟ ସନ୍ତାନ ବିଶିଷ୍ଟ କବି : ଐତିହାସିକ ତଥା ବରିଷ୍ଠ ପ୍ରଶାସକ ଶଶାଙ୍କ ଶେଖର ପଣ୍ଡା ବିଜେପିରେ…

ସମ୍ବଲପୁର, (କେପିଏନ୍‌ଏସ୍‌) : କଳାହାଣ୍ଡି ଜିଲ୍ଲାର ଗୌରବ ମୋହନଗିରି ନିକଟବର୍ତ୍ତୀ ଲାତେର ଗ୍ରାମ ନିବାସୀ ଅବସରପ୍ରାପ୍ତ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ(ବୈଷୟିକ) ତଥା ଅତିରିକ୍ତ ଶାସନ ସଚିବ ଶଶାଙ୍କ ଶେଖର ପଣ୍ଡା ସମ୍ବଲପୁର ଠାରେ କେନ୍ଦ୍ରମନ୍ତ୍ରୀ
Read More...

ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦେଢ଼ଶୁର

ସମ୍ବଲପୁର : ପାରିବାରିକ କଳହର ଉଗ୍ର ରୂପ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦଲକିବାହାଲ ଗାଁରେ । ଦେଢ଼ଶୁର ଲୋଚନ ପିଙ୍ଗ ସାନଭାଇର ଘରେ ପଶି ନିଜର ଭାଇବୋହୂ ଓ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି
Read More...

ଟ୍ରେନ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ସମ୍ବଲପୁର : ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜଣକ ଅତାବିରା ଅଞ୍ଚଳର ଶ୍ରୀନୁ ବୋଲି ସମ୍ବଲପୁର ଜିଆର୍‌ପି ପୁଲିସ ପକ୍ଷରୁ କୁହାଯାଇଛି । ରବିବାର ସକାଳେ ବରଗଡ଼ ରେଳଷ୍ଟେସନ୍‌ ନିକଟରେ କୌଣସି ଏକ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା । ସୂଚନା
Read More...