csstore

ଟ୍ରେନ୍‌ ବାଥରୁମ୍‌ରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର : ନାନଦେଡ ଟ୍ରେନ୍‌ର ବାଥରୁମ୍‌ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ମୃତଦେହ ଉଦ୍ଧାର ହେବା ପରେ ସମ୍ବଲପୁର ଜିଆରପି ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ସମ୍ୱଲପୁର ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଜଣାପଡ଼ିଛି ଏନେଇ ଖବର ପାଇବା ପରେ ସମ୍ବଲପୁର ଜିଆରପି ଘଟଣା ସ୍ଥଳରେ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଆରମ୍ଭ କରାଯାଇଛି । ତେବେ କେଉଁ ପରିସ୍ଥିତିରେ ବ୍ୟକ୍ତିଙ୍କ ମୃତ୍ୟୁ ହେଲା, ସେନେଇ ଜିଆରପି ପକ୍ଷରୁ ତଦନ୍ତ କରାଯାଉଥିବା ନେଇ ସୂଚନା ମିଳିଛି ।

jayashree
Leave A Reply

Your email address will not be published.