Daily Archives

ପଦ୍ମପୁର ଜେନିଥ ଲାୟନ୍ସ ଗୁରୁକୁଳ ଅଧ୍ୟକ୍ଷଙ୍କୁ ଡିଲିଟ୍ ଉପାଧି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ୨ ଦଶନ୍ଧି ଧରି ଆଦିବାସୀ ଅଧ୍ୟୁଷିତ ଓଡିଶା ତଥା ଛତିଶଗଡରେ ଶିକ୍ଷାର ପ୍ରଚାର, ପ୍ରସାର ତଥା ପ୍ରୋତ୍ସାହନ, ଏକ ନ୍ୟାୟପୂର୍ଣ୍ଣ ସମାନ ସମାଜ ଗଠନରେ ବ୍ରତୀ, ଶିକ୍ଷାକୁ ସମାଜର ପ୍ରତ୍ୟେକ ଶ୍ରେଣୀକୁ ପହଞ୍ଚାଇବାର ପ୍ରୟାସ କରିଥିବାରୁ ୟୁନିଭର୍ସିଟି ଅଫ୍
Read More...

ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ଟ୍ରାଇସାଇକେଲ ଓ ବସ୍ତ୍ର ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁନ୍ତଲା ବ୍ଲକ ବଡମାଲ ସ୍ଥିତ ସାଇବାବା କୁଷ୍ଠାଶ୍ରମଠାରେ ପଶ୍ଚିମ ଓଡିଶା ମହିଳା ସଂଗଠନ ତରଫରୁ ୭ ଜଣଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ବଲାଙ୍ଗିର ସ୍ଥିତ ନିରତାରର ନିର୍ଦ୍ଦେଶକ ସୂର୍ଯ୍ୟମଣି ପ୍ରସାଦ, ଅର୍ଥୋଟିଷ୍ଟ ସୁରେନ୍ଦ୍ର କୁମାର ଭୋଇଙ୍କ
Read More...

କପିଲାଭଟା ହାଇସ୍କୁଲଠାରେ ବଙ୍ଗୋମୁଣ୍ଡା ବ୍ଲକ ଓଷ୍ଟା ଶିକ୍ଷକ ସଂଘର ବୈଠକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ବଙ୍ଗୋମୁଣ୍ଡା ବ୍ଲକ ଓଷ୍ଟା ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରିବାକୁ ଥିବା ଶିଶୁଙ୍କ ପିତାମାତାଙ୍କର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ବୁବେଲରେ ୭୬ତମ ଦୋଳ ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁବେଲ ଗ୍ରାମରେ ଚଳିତ ବର୍ଷର ଦୋଳ ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି ଅବସରରେ କଂସ ଦରବାରର ସୁନାମଧନ୍ୟ କଳାକାର ଅନିଲ କୁମାର ନାଏକ ଓ ତାଙ୍କ ଦଳଙ୍କ ଦ୍ୱାରା ଆୟୋଜିତ ହୋଇଛି । ପ୍ରଥମ ଦିନରେ ମହାରାଜା
Read More...

ଡୁମ୍ବେରବାହାଲ ସ୍କୁଲର ବାର୍ଷିକୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଡୁମ୍ବେରବାହାଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହୃଷିକେଶ ବାଗ ଏହି ଉତ୍ସବରେ ସଭାପତିତ୍ୱ କରି ବିବରଣୀ ପାଠ କରିବା ସହ ସ୍କୁଲର
Read More...

ମା’ ବାପା ଛେଉଣ୍ଡ ତିନି ଅନାଥ ଶିଶୁଙ୍କୁ ଏବେ ସାହାରା ଦେବ କିଏ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ବାପାଙ୍କ ଦେହାନ୍ତ ପରେ ଏବେ ସଂପୂର୍ଣ୍ଣ ବେସାହାରା ହୋଇ ପଡ଼ିଛନ୍ତି ତିନି ଜଣ ଅନାଥ ଶିଶୁ । ଆଖାସଖା କେହି ନାହିଁ । ଜମି ଭୂମି କିଛି ନାହିଁ । ଆଦିବାସୀ ସଂପ୍ରଦାୟର ଏହି ତିନି ଶିଶୁ ଏବେ ଚାହିଁ ବସିଛନ୍ତି, କିଏ ଦେବ ତାଙ୍କୁ ସାହାରା ! ଏଭଳି ଏକ କରୁଣ
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନାରେ ଆଇସକ୍ରିମ ପାର୍ଲର ଓ ଏଗ୍ରିମଲର ଲୋକାର୍ପଣ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ମିଶନ ଶକ୍ତି ବିଭାଗ ତରଫରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖଙ୍କ ଆତ୍ମନିର୍ଭର ଲକ୍ଷ୍ୟରେ ବିଶେଷ ବ୍ୟବସ୍ଥା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଏକ ଜିଲ୍ଲା ଏକ ଉତ୍ପାଦ ଭିତ୍ତିରେ ସୁବର୍ଣ୍ଣପୁର ଜିଲ୍ଲାରେ ଆମ୍ବ ଚାଷ ଓ ଆମ୍ବ ଉତ୍ପାଦନକୁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି । ଚଳିତ
Read More...

ମୁଖ୍ୟମନ୍ତ୍ରୀଙ୍କ ବରଗଡ ଜିଲ୍ଲା ଗସ୍ତକୁ ବିରୋଧ : ୨୦୧୬ ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାବାସୀଙ୍କୁ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତକୁ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏକ ପ୍ରେସବାର୍ତ୍ତାରେ ବିରୋଧ କରିଛନ୍ତି । ଶ୍ରୀ ପୁରୋହିତ କରିଛନ୍ତି ଯେ, ୨୦୧୬ ମସିହାରେ
Read More...

ବଣିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ପାଟଣାଗଡ, (ସଦାଶିବ ସରାଫ୍‌) : ପାଟଣାଗଡ଼ ବଣିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସଂଘର ନୂତନ କର୍ମକର୍ତ୍ତା ଆସନ୍ତା ୨୩/୨୪ ବର୍ଷ ପାଇଁ ପୂର୍ବରୁ ହୋଟେଲ ଶାରଦାରେ ମନୋନୀତ କରାଯାଇଥିଲା । ତେଣୁ ଆଜି ନୂତନ କର୍ମକର୍ତ୍ତାଙ୍କ ଶପଥ ସମାରୋହ ପାଟଣାଗଡ଼
Read More...