Daily Archives

ବାଲେଶ୍ୱର ଠାରେ ପିଆଇବି ପକ୍ଷରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଅନୁଷ୍ଠିତ

● ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର● ବାର୍ତ୍ତାଳାପ କର୍ମଶାଳା ଗଣମାଧ୍ୟମ ସହିତ ସମ୍ପର୍କ ଓ ସମନ୍ୱୟ ସ୍ଥାପନର ଏକ ମାଧ୍ୟମ : ପିଆଇବି ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ବାଲେଶ୍ୱର, (ପିଆଇବି) : ଭାରତ ସରକାରଙ୍କ
Read More...

ବିରଳ ବଜ୍ରକାପ୍ତା ଉଦ୍ଧାର କଲା ଖପ୍ରାଖୋଲ ବନବିଭାଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଖୁରୀପାଣି ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ଏକ ବଜ୍ରକାପ୍ତା ଖପ୍ରାଖୋଲ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଖୁରୀପାଣି ଗ୍ରାମର ବେନାର ସିଂ ବରିହା
Read More...

ଓଡ଼ିଶାରେ ୧୦୦% ବିଦ୍ୟୁତିକରଣ ସମ୍ପୂର୍ଣ୍ଣ କଲା ଭାରତୀୟ ରେଳବାଇ

• ଓଡ଼ିଶାର ସମସ୍ତ ବ୍ରଡ୍‌ ଗେଜ୍‌ ନେଟୱର୍କ (୨,୮୨୨ କିଲୋମିଟର)ରେ ହେଲା ୧୦୦ ପ୍ରତିଶତ ବିଦ୍ୟୁତିକରଣ• ବିଦ୍ୟୁତିକରଣ ଦ୍ୱାରା ଲାଇନ୍‌ ହଲ୍‌ ଖର୍ଚ୍ଚ ଅଢ଼େଇ ଗୁଣା ହ୍ରାସ ପାଇବ ଭୁବନେଶ୍ୱର, (ପିଆଇବି) : ୨୦୩୦ ସୁଦ୍ଧା ନେଟ୍‌ ଜିରୋ କାର୍ବନ ଏମିଟର ବା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ
Read More...

ମାଗଣା ଚକ୍ଷୁ ଅପରେସନ ପରେ ରୋଗୀଙ୍କୁ ପରୀକ୍ଷା କରି ଡ୍ରପ ପ୍ରଦାନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ପୁରୁଣା ଏମ୍‌. ଇ. ସ୍କୁଲ ପରିସରରେ ସଇଁତଲା ଯୁବ ସ୍ୱେଚ୍ଛାସେବୀ ଓ ଟିଟିଲାଗଡ଼ ଏସ୍‌. ସି. ଡ଼ି.ର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟଅତିଥି ଭାବରେ ପୂର୍ବତନ
Read More...

‘ଜ୍ୱିଗାଟୋ’ ଚଳଚ୍ଚିତ୍ର ଉପରୁ ପ୍ରମୋଦ କର ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି ।
Read More...

ତୁରେକେଲା ବ୍ଲକ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଦାବୀପତ୍ର ପ୍ରଦାନ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନ୍‌ସନ୍‌ ଯୋଜନା ଅନ୍ତର୍ଭୁକ୍ତ) ପକ୍ଷରୁ ଏକ ଦାବୀପତ୍ର ଗୋଷ୍ଠୀ ଶିକ୍ଷା ଅଧକାରୀଙ୍କୁ ପ୍ରଦାନ କରାଯାଇଛି । ବର୍ତ୍ତମାନ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ଯେଉଁ
Read More...

ଝାରବନ୍ଧ ପାଲଟିଛି କି ନକଲିଙ୍କ ଗଡ଼ ? ଜାଲ ସମ୍ପାଦକ ପରେ ଏବେ ନକଲି ସରପଞ୍ଚ ଆର୍ବିଭାବ : ମାମଲା ଥାନାରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଅଞ୍ଚଳରେ ଜାଲ ସଂପାଦକଙ୍କ ମାଟ୍ରିକ ଫେଲ ବିଏ ପାସର କଳାକାରନାମାର ଚର୍ଚ୍ଚା ଥମି ନଥିବା ବେଳେ ଆଉ ଏକ ନକଲି କାରବାର ମାମଲା ଥାନାରେ ପହଞ୍ଚିଛି । ସରପଞ୍ଚ ସିଲ ମୋହର, ଲେଟର ପେଡ, ଦସ୍ତଖତକୁ ଜାଲ କରି ବିଭିନ୍ନ
Read More...

ସରୋଜିନୀ ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଲପଡା ନିବାସୀ ସରୋଜିନୀ ମିଶ୍ରଙ୍କ ୯୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା, ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଆଶୁତୋଷ ମିଶ୍ର, ଅରୁଣ ମିଶ୍ର, ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସହିତ ନାତି ନାତୁଣୀ
Read More...

ଆଗଲପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ପବତ୍ର ଚୈତ୍ର ଶୁକ୍ଲ ପ୍ରତିପଦା, ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଆଗଲପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ସରୁ ଗ୍ରାମର ହିନ୍ଦୁ ଜାଗରଣ ମନ୍ଚର ଜିଲ୍ଲା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକ ଦୀପ ପ୍ରଜ୍ୱଳନ କରି
Read More...

ବି.ଏସ୍.କେ.ୱାଇର କ୍ଷେତ୍ରସ୍ତରୀୟ କାର୍ଯ୍ୟାୟନ ସମୀକ୍ଷା

ନିୟମିତ ତାଲିମ ଓ ଅନୁପ୍ରେରଣା ଶିବିର ଆୟୋଜନ ପାଇଁ ନିର୍ଦ୍ଦେଶ‘ମୋ ସରକାର’ ବ୍ୟବସ୍ଥା ମାଧ୍ୟମରେ ସଂଗ୍ରହ ହେଉଥିବା ଲୋକମତ ଉପରେ ଗୁରୁତ୍ୱ ଆରୋପବର୍ତ୍ତମାନ ସୁଦ୍ଧା ଅନୁବନ୍ଧିତ ହସ୍ପିଟାଲ୍ ସଂଖ୍ୟା ୬୨୬କୁ ବୃଦ୍ଧି ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ)ର
Read More...