Daily Archives

ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟା

କବିର କବିତାରେ ତାର ଅନ୍ତର୍ଦୃଷ୍ଟି ନିହିତ ବଲାଙ୍ଗିର, (କେପିଏନ୍‌ଏସ୍‌) : କବିତାର ଭାବଜଗତ ସବୁବେଳେ ପାଠକୀୟତାର ଉର୍ଦ୍ଧ୍ବରେ ଥାଏ । କବି ଯାହା ଅନୁଭବ କରେ, ତାହା ଅନ୍ୟମାନେ ଦେଖିପାରନ୍ତି ନାହିଁ । କବିର ଅନ୍ତର୍ଦୃଷ୍ଟି ଥାଏ ବୋଲି ସବୁ ପ୍ରକାର ଭାବଭୂମିରେ ତାର ସୃଷ୍ଟି ସବୁ
Read More...

ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ବୃଦ୍ଧାଶ୍ରମରେ କିରଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ଦୃତଗତିରେ ସହରୀକରଣ ଏବଂ ପରିବାର ଗୁଡିକ ଛୋଟ ଭାଗରେ ବିଭକ୍ତ ହେଉଛି, ସାଧାରଣତଃ ସହରାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳରେ ମଧ୍ୟ ବୃଦ୍ଧବୃଦ୍ଧାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥାଏ । ବୃଦ୍ଧାଶ୍ରମ କେତେକଙ୍କ ପାଇଁ ଆଶୀର୍ବାଦ ହୋଇଥିବା ବେଳେ ଅନ୍ୟ ଲୋକଙ୍କ ପାଇଁ
Read More...

ଛତ୍ରପୁର ପୋଲିସ କନେଷ୍ଟବଳ ଇଣ୍ଟରଭ୍ୟୁକୁ ଆସି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୋଲିସ କନେଷ୍ଟବଳ ଇଣ୍ଟରଭ୍ୟୁକୁ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଶାରୀରିକ ପରୀକ୍ଷା (ଦୌଡ଼ ପ୍ରତିଯୋଗିତା) ଚାଲିଥିବା ବେଳେ ଅଚେତ ହୋଇପଡ଼ିଥିଲେ ଜଣେ ଯୁବକ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା
Read More...

ଲଉଡ଼ିଦରହା ସମବାୟ ସମିତିର ବାର୍ଷିକ ସଭା ଓ ଋଣ ସଚେତନ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦରହା ସ୍ଥିତ ସେବା ସମବାୟ ସମିତି ଆନୁକୂଲ୍ୟରେ ଓ ନାବାର୍ଡ ସହାୟତାରେ ଆଜି ଶନିବାର ଏକ ବ୍ୟାଙ୍କ ଋଣ ସଚେତନ କର୍ମଶାଳା ଜଗଦଳପୁର ଧାନମଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି । ସମିତି ସଭାପତି ମନୋଜ ଭୋଇଙ୍କ ଅଧ୍ୟକ୍ଷତାରେ
Read More...

ପଦ୍ମପୁର ଓକିଲ ସଂଘର ନିର୍ବାଚନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଓକିଲ ସନ୍ତୋଷ କୁମାର ଶତପଥୀ ସଭାପତି ଭାବରେ, ସୁନିଲ୍ କୁମାର ପାଣିଗ୍ରାହୀ ଉପ ସଭାପତି ଭାବରେ ଏବଂ ଚିନ୍ମୟ କୁମାର ପଣ୍ଡା ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ
Read More...

ଖପ୍ରାଖୋଲ ସନ୍ତୋଷିନୀ ଗାରମେଣ୍ଟସ୍‌ ତରଫରୁ ଲଟେରୀ ଉଠାଣ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ୟାଙ୍କ ସମ୍ମୁଖରେ ଥିବା ସନ୍ତୋଷିନୀ ଗାରମେଣ୍ଟସ୍‌ ତରଫରୁ ଶୁକ୍ରବାର ଲଟେରୀ ଉଠାଣ ହୋଇଯାଇଛି । ପ୍ରଥମ ପୁରସ୍କାର ନଂ ୧୦୫୫ (ସୁନା ହାର) ସୁନ୍ଦରସିଂ ଧରୁଆ (ସରମୁହାଣ), ଦ୍ଵିତୀୟ ପୁରସ୍କାର ନଂ ୦୧୪୬ (ଫ୍ରିଜ)ନରେନ୍ଦ୍ର କୁମାର
Read More...

କୋସଲ ରାଜ୍ୟ ସମନ୍ୱୟ ସମିତି କେନ୍ଦ୍ରୀୟ ବୈଠକର ଆହ୍ୱାନ

ସମଗ୍ର କୋଶଳାଂଚଳର ଜନସାଧାରଣ ଏପ୍ରିଲରେ କଳା ଦିବସ ପାଳନ କରନ୍ତୁ - ପ୍ରମୋଦ କୁମାର ମିଶ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : କୋସଲ ରାଜ୍ୟ ସମନ୍ୱୟ ସମିତିର ଏକ ଜରୁରୀ କେନ୍ଦ୍ରୀୟ ସାଧାରଣ ବୈଠକ ବଲାଙ୍ଗିର ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ
Read More...

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭବତୀ କରି ଫେରାର ଥିବା ଅଭିଯୁକ୍ତ ତେଲେଙ୍ଗାନାରୁ ଗିରଫ : ଖପ୍ରାଖୋଲ ପୋଲିସ…

ଖପ୍ରାଖୋଲ, (ଅଶୋକ ବାଗ) : ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭବତୀ କରି ଫେରାର ଥିବା ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରି କୋର୍ଟ ଚାଲାଣ କରିଛି ଖପ୍ରାଖୋଲ ପୋଲିସ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ୨୩ ବର୍ଷ ବୟଷ୍କା ଜଣେ ଯୁବତୀ ତାଙ୍କ ପରିବାର ସହିତ ଇଟାଭାଟିରେ କାମ କରିବାକୁ
Read More...

ମାହେଶ୍ୱରୀ ସଂଗଠନର ୬ଷ୍ଠ ବାର୍ଷିକୋତ୍ସବ ଅନୁଷ୍ଠିତ

ଡ. ରାମଚନ୍ଦାନୀଙ୍କୁ ଲଳିତନାୟକ ସେବାସମ୍ମାନମହିଳା ସଶକ୍ତ ହେଲେ ରାଜ୍ୟ ତଥା ଦେଶ ଆଗେଇବ - ଜାଗିମଙ୍ଗତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଆଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ତାର ୬ଷ୍ଠ ବାର୍ଷିକୋତ୍ସବ ପାଳନ କରିଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ
Read More...

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଗାମୀ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରିବାକୁ ଥିବା ଶିଶୁମାନଙ୍କ ପିତାମାତାଙ୍କର ଏକ
Read More...
error: Content is protected !!