Daily Archives

ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ

ଜିଲ୍ଲାରେ 'ଶୂନ୍ୟ ମୃତ୍ୟୁ' ଉପରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର : ଅଦ୍ୟ ଅପରାହ୍ନ ୩.୦୦ ଘଣ୍ଟିକା ସମୟରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହର ସଫଳ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।
Read More...

ବେଦୀକୁ ଯିବା ପୂର୍ବରୁ ଉଠିଲା କୋକେଇ : କାନ୍ଦବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଉ ମାତ୍ର ଦିନ କେଇଟା ପରେ ପଡିଥାନ୍ତା ହାତଗଣ୍ଠି । ଆସନ୍ତା ୯ରେ ବିବାହ ପାଇଁ ନିମନ୍ତ୍ରଣ ବଣ୍ଟା ସରିଥିଲା । ବନ୍ଧୁ ବାନ୍ଧବଙ୍କୁ ଗୁଆ ଏବଂ ଡକାଡ଼କି ମଧ୍ୟ ସରିଛି । ବ୍ରହ୍ମପୁରରୁ ମାଉସୀ ଘରକୁ ନିମନ୍ତ୍ରଣ ଦେଇ ଲୁଗାପଟା କିଣାକିଣି କରି ଘରକୁ ଫେରିବା
Read More...

ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ସାମ୍ବାଦିକ ସମ୍ମିଳନୀ

ଜିଲ୍ଲାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଉତ୍ସବ ଆୟୋଜନର ମୂଳଲକ୍ଷ୍ୟ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ଶିଳ୍ପ କେନ୍ଦ୍ର ସୁବର୍ଣ୍ଣପୁର ତରଫରୁ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ଡିଆରଡିଏ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ
Read More...

ବିଧବାଙ୍କ ସହିତ ଚୋରା ପୀରତି ମହଙ୍ଗା ପଡିଲା ଯୁବକଙ୍କୁ, ଥାନାରେ ସ୍ତ୍ରୀ ଭାବେ କଲେ ଗ୍ରହଣ

ଲୋଇସିଂହା, (କେପିଏନ୍‌ଏସ୍‌) : ଚୋରଘର ସବୁଦିନ ଅନ୍ଧାର ନ ଥାଏ । ବିଧବା ମହିଳାଙ୍କ ସହିତ ଚାଲିଥିବା ପରକୀୟା ପ୍ରୀତି ଧରା ପଡିବା ପରେ ଥାନାରେ ଉଭୟ ପ୍ରେମୀ ଯୁଗଳ ଲିଖିତ ରାଜିନାମାରେ ବିବାହ କରିବାକୁ ରାଜି ହୋଇଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ଥାନା ଅଧିନ
Read More...

ଜନଜାତି ପ୍ରତିଭାପ୍ରାପ୍ତମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ୨୦୨୨-୨୩ ବର୍ଷରେ ବଲାଙ୍ଗିର ଜିଲ୍ଲାର ଧମୟନ୍ତୀ କୁମୁରା ସଂପାଦିକା ଆଦିବାସୀ ବିକାଶ ସମନ୍ୱୟ ସମିତି ସାମାଜିକ ସେବା ଓ ଯୋଗ ଏବଂ ସୁଦାମ ବିଶି ସଂପାଦକ ଦୁଲଦୁଲି କଳାପରିଷଦ ଲୋକ ଗୀତ ଓ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବାରୁ
Read More...

ସଙ୍ଗିତା ମାଝୀଙ୍କୁ ପ୍ରତିଭା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାର ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ତରଫରୁ ସଙ୍ଗିତା ମାଝୀଙ୍କୁ ଚିତ୍ରକଳାରେ ବିଶେଷ ଅବଦାନ ପାଇଁ ‘ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି । ଆଦିବାସୀ ପ୍ରଦର୍ଶନି ପଡ଼ିଆ, ଇଉନିଟ୍‌-୧, ଭୁବନେଶ୍ୱରଠାରେ ଆୟୋଜିତ ଆଦିବାସୀ ମେଳା-୨୦୨୩
Read More...

ବଡ଼ମାଳ ଗୋଲାବାରୁଦ କାରଖାନାରେ ଚିତାବାଘ ଆତଙ୍କ : ଲୋକେ ଭୟଭୀତ, ଭିଡିଓ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ଗୋଲାବାରୁଦ କାରଖାନାର ଉଆଇପଏଣ୍ଟ ନିକଟରେ ଆଜି ୩ଟି ଚିତାବାଘ ବୁଲୁ ଥିବା ସୂଚନା ସଂକ୍ରାନ୍ତୀୟ ଏକ ଭିଡିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ବଡ଼ମାଲ ଗୋଲାବାରୁଦ କାରଖାନାର ଉଆଇପଏଣ୍ଟ ରାସ୍ତା ଦେଇ
Read More...

କୁଧରେନପାଲି ବିଦ୍ୟାଳୟକୁ ସୋହେଲା ବ୍ଲକ ସିଆର୍‌ସିସିମାନଙ୍କ ପରିଭ୍ରମଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କୁଧରେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆଜି ସୋହେଲା ବ୍ଲକର ପାଞ୍ଚ ଜଣ ସିଆର୍‌ସିସି ପରିଭ୍ରମଣ କରିଥିବା ଜଣାପଡିଛି । ସିଆର୍‌ସିସିମାନେ ହେଲେ କେଦାର ନାଥ ସାହୁ, କନଗାଁ କ୍ଳଷ୍ଟର, ନରେଶ ଚନ୍ଦ୍ର ସାହୁ,
Read More...

ନକଲି ଔଷଧର ଉତ୍ତର ପ୍ରଦେଶ ଲିଙ୍କ୍ ଉପରେ କାର୍ଯ୍ୟାନୁଷ୍ଠାନ : ବଡ଼ଧରଣର ରାକେଟର ପର୍ଦ୍ଦାଫାଶ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ନକଲି ଔଷଧ କାରବାର ବିରୁଦ୍ଧରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଉତ୍ତର ପ୍ରଦେଶ ଲିଙ୍କ୍ ସଙ୍କେତ ଉପରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଓଡ଼ିଶା ସରକାର ଉତ୍ତର ପ୍ରଦେଶ ସରକାରଙ୍କୁ ଦେଇଥିବା ସୂଚନା ଓ ତଥ୍ୟ ଭିତ୍ତିରେ ଉତ୍ତର ପ୍ରଦେଶ
Read More...

କନ୍ଧପାଲିପଡାରେ ଶ୍ରୀ ଶ୍ରୀ ମାଣିକେଶ୍ୱରୀ କୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ୨୪ ପ୍ରହର ନାମ ସଂକୀର୍ତ୍ତନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କନ୍ଧପାଲିପଡାରେ ଶ୍ରୀ ଶ୍ରୀ ମାଣିକେଶ୍ୱରୀ କୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ୨୪ ପ୍ରହର ନାମ ସଂକୀର୍ତ୍ତନ ଯଜ୍ଞାନୁଷ୍ଠାନ ଆରମ୍ଭ ହୋଇଯାଇଛି । ଗତକାଲି ମହାସମାରୋହରେ ଏଥିପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପୂର୍ବାହ୍ନ ୧୦ଟା ୪୦ରେ
Read More...