Daily Archives

ସଇଁତଲା ବ୍ଲକରେ ଉନ୍ନୟନ କାର୍ଯ୍ୟ ବାଧା ସାଙ୍ଗକୁ ସମିତି ସଭ୍ୟମାନଙ୍କୁ ଅଣଦେଖା ଓ ମନମୂଖୀ କାର୍ଯ୍ୟକଳାପକୁ ନେଇ…

ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟାଳୟରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ବ୍ଲକ ପ୍ରଶାସନଙ୍କ ମନମୂଖୀ କାର୍ଯ୍ୟକଳାପ ଓ ଅଣଦେଖା ପ୍ରତିବାଦରେ ଆଜି ସଇଁତଲା
Read More...

ଏପ୍ରିଲ ୫ରେ ଜମିବ ଘୋରଡିଆର ପ୍ରସିଦ୍ଧ ଦୟଣାଚୋରୀ ମେଲଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୟଣାଚୋରୀ ପର୍ବ ଅନୁରୁପ ଡେଲାଙ୍ଗ ବ୍ଲକ ତଥା ପୁରୀ ଜିଲ୍ଲାର ସର୍ବବୃହତମ ଗ୍ରାମ ଘୋରଡିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀରାଧାକାନ୍ତ ଦେବ ଓ ଶ୍ରୀଶ୍ରୀ ରାଧାମୋହନ ଦେବଙ୍କ ଐତିହାସିକ ପ୍ରସିଦ୍ଧ ଦୟଣାଚୋରୀ
Read More...

ବଲାଙ୍ଗିର ଟାଉନ ଥାନାରେ ହେବ ୩୧ ଗୋଟି ଦାବୀହୀନ ଗାଡ଼ି ନିଲାମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୦୨୧ ମସିହା ଜୁନ୍‌ ମାସ ୫ ତାରିଖ ପୂର୍ବରୁ ୩୧ ଗୋଟି ଦାବୀହୀନ ମୋଟର ସାଇକେଲ ଓ ଚାରି ଚକିଆ ଜବତ ହୋଇ ବଲାଙ୍ଗିର ଟାଉନ ଥାନାରେ ରହିଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ମୋଟର ସାଇକେଲ୍‌ ଓ ଚାରି ଚକିଆ ଗୁଡ଼ିକର କୌଣସି ଦାବୀଦାର ଆସି ନଥିବାରୁ ଏସ୍‌ଡିଏମ୍‌,
Read More...

ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ପରିଚାଳନାରେ ବୋର୍ଡର ତ୍ରୁଟିକୁ ଏଆଇଡିଏସ୍‌ଓର ଦୃଢ ନିନ୍ଦା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ଯେଉଁ ଭଳି ବ୍ୟାପକ ଭାବେ ତୃଟି ପରିଲକ୍ଷିତ ହୋଇଛି ତାହା ଅତ୍ୟନ୍ତ ନିନ୍ଦନୀୟ । ଯେହେତୁ ମ୍ୟାଟ୍ରିକ ପରୀକ୍ଷା ଛାତ୍ର
Read More...

କଂଟାବାଂଜି ଏଡିଜେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ୍‌ ସହ ୫୦ହଜାର ଟଙ୍କା ଫାଇନ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ସୋମବାର ଦିନ ଶୁଣାଣି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ମୁରିବାହାଲ ଥାନା ଅଧିନସ୍ଥ ଅଣ୍ଡାଲଦରହ ଗାଁର ରମାକାନ୍ତ ଭୋଇ ନାମକ ଜଣେ ବ୍ୟକ୍ତି ତୁରେକେଲା ଥାନା
Read More...

ଭାନପୁରରେ ଡ଼. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଭାନପୁର ଗାଁ ପଞ୍ଚାୟତ ଛକଠାରେ ଭାରତ ରତ୍ନ ଡ଼. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଯୋଗ ଦେଇଥିବା
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ମାସିକ କାର୍ଯ୍ୟକାରିଣୀ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ସଭାପତି ଧନଞ୍ଜୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ସର୍ବ ପ୍ରଥମେ ଓଁକାର ଧ୍ୱନୀ ସହ ଶ୍ରୀମଦ୍‌ ଭଗବତ ଗୀତା ପାଠ ପରେ ସଂପାଦକ ଜୟରାମ ମିଶ୍ର ପୂର୍ବ ଅଧିବେଶନର ବିବରଣୀ ପାଠ
Read More...

ଯୋଗ୍ୟ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଂଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଅନେକ ଯୋଜନାମାନ ପ୍ରଣୟନ କରିଛନ୍ତି । ହେଲେ ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି । ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତର
Read More...

ଝିଟିକି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଫାଇନ ଆଦାୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅନ୍ତର୍ଗତ ଝିଟିକି ଗ୍ରାମରେ ଥିବା ଅସ୍ଥାୟୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟଠାରେ ଅନ୍ୟାୟ କାସ୍ତ ବିରୁଦ୍ଧରେ ଫାଇନ ଆଦାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଇକମାଲ
Read More...

ଝାରବନ୍ଧରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ମିଶନ ଶକ୍ତି ହଲ୍‌ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ୯୨ଜଣ ବ୍ୟକ୍ତି ଅଭିଯୋଗ କରିବା ପାଇଁ ପଞ୍ଜିକୃତ କରିଥିଲେ । ତନ୍ମଧ୍ୟରୁ ୮୪ ଜଣ ଜିଲ୍ଲାପାଳଙ୍କୁ
Read More...