Daily Archives

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ

ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ ଜରପଡ଼ା ଥାନା ଅଧୀନ ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏଥିରେ ତୁବେ ପଞ୍ଚାୟତର ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ତୁବେ ପଞ୍ଚାୟତ ଅଧୀନ କୁଲେଇ ଗ୍ରାମର
Read More...

ବିବାହ ଉତ୍ସବରେ ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସୀମା ଗ୍ରାମ ପଞ୍ଚାୟତର ମାଲିପାଲି ଗ୍ରାମରେ ନରୋତ୍ତମ ଭୋଇ ଓ ତୃପ୍ତୀମୟୀ ଭୋଇଙ୍କ ବିବାହ ଉତ୍ସବ ଅବସରରେ ନିଷ୍ଠା ପରିବାର ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନିଜ ବିବାହ ଉତ୍ସବରେ ରକ୍ତଦାନ ଶିବିର
Read More...

ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା : ବସନ୍ତପୁର ଦଳ ଚାମ୍ପିୟାନ, ପୁରୀ ରନର୍ସ ଅପ୍

ସାକ୍ଷୀଗୋପାଳ, (ଦିଲ୍ଲୀପ କୁମାର ଧାଉଡିଆ) : ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ସେବାୟତ ସଂଘ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ବର୍ଷମାନଙ୍କ ଭଳି ଏହି ପାରମ୍ପରିକ ପ୍ରତିଯୋଗିତାରେ ପୁରୀ ଏବଂ ଆଖପାଖ ଜିଲ୍ଲାର ୩୨ଟି ଦଳ ଭାଗ ନେଇ
Read More...

ଘର ହିଁ ବିଦ୍ୟାଳୟର ଚତୁର୍ଥ ପର୍ଯ୍ୟାୟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗର ଆସନ୍ତା ଶିକ୍ଷା ବର୍ଷ ପାଇଁ ନାମ ଲେଖାଇବା ନିମନ୍ତେ ଇଚ୍ଛୁକ ଶିଶୁଙ୍କ ପିତା ମାତାଙ୍କୁ ନେଇ ଘର ହିଁ ବିଦ୍ୟାଳୟ ପ୍ରକଳ୍ପର ଚତୁର୍ଥ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମୀର
Read More...

ସଇଁତଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ସଭାପତି ଭାବେ ମାନଭଞ୍ଜନ ଓ ସମ୍ପାଦକ ଭାବେ ଜପେଶ୍ୱର ନିର୍ଦ୍ଵନ୍ଦରେ ନିର୍ବାଚିତ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଆଇନଜୀବୀ ମାନଭଞ୍ଜନ ପାଣିଗ୍ରାହୀ ସଭାପତି ଭାବରେ
Read More...

ଜମି ମାଫିଆ ଟିମନ୍‌ର ହୋଟେଲ୍‌ ପ୍ରିୟା ଉପରେ ଝପ୍‌ଟି ପଡ଼ିଛି ବଲାଙ୍ଗିର ପୁଲିସ୍‌ର ବହୁ ଚର୍ଚ୍ଚିତ ବୁଲ୍‌ଡୋଜର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ମାଫିଆ ଟିମନ୍‌ର ପ୍ରିୟା ହୋଟେଲ୍‌ ଉପରେ ଆଜି ଅପରାହ୍ନରେ ଝପ୍‌ଟି ପଡ଼ିଛି ବଲାଙ୍ଗିର ପୁଲିସ୍‌ର ବହୁ ଚର୍ଚ୍ଚିତ ବୁଲ୍‌ଡୋଜର୍‌ । ବଲାଙ୍ଗିର-ପାଟଣାଗଡ଼ ରାସ୍ତାର ପଥରଚେପା ଠାରେ ରହିଥିବା ଏକ ବିରାଟ ହୋଟେଲ୍‌କୁ ଧୂଳିସାତ୍‌ କରାଯାଇଥିବା ଦେଖିବାକୁ
Read More...

ବନମାଲରେ ପହଞ୍ଚିଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌

ବଲାଙ୍ଗିର, (କେପିଏନ୍‌ଏସ) : ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସାମାଜିକ କର୍ମୀ ଅରୁଣ ଖୁଆସ ଓ ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା. ସନ୍ଧ୍ୟାରାଣୀ ପଣ୍ଡା ଓ ଲିନା ବାବୁ ବେଲପଡା ବ୍ଲକର ବନମାଲ ଗାଁକୁ ଯାଇ ତେଲେଙ୍ଗାନାର ପେଦାପଲ୍ଲୀ ଜିଲ୍ଲାକୁ
Read More...

ମ.ରାମପୁରର ପ୍ରସିଦ୍ଧ ରାମଲୀଳା

ଅପ୍ରେଲ ୭ରୁ ୧୧ ଯାଏଁ ହେବ ସଂପୂର୍ଣ୍ଣ ରାମାୟଣ ମ.ରାମପୁର, (ହେମନ୍ତ ସାହୁ) : ରାମଲୀଳା ସମୟ ଆସିଲେ ସମସ୍ତେ ଉତ୍କଣ୍ଠିତ ହୋଇ ଚାହିଁ ରହିଥାନ୍ତି ମ.ରାମପୁରର ପ୍ରସିଦ୍ଧ ରାମଲୀଳା କେବେ ଆରମ୍ଭ ହେବ ଜାଣିବାକୁ । ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ପ୍ରାନ୍ତୀୟ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଓଡିଶା ପଶ୍ଚିମ ପ୍ରାନ୍ତର କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିର ପ୍ରାନ୍ତୀୟ ସଭାପତି ଶଶିଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଗତକାଲି ଓ ଆଜି ଦୁଇ ଦିନ ଧରି ସ୍ଥାନୀୟ କଦମପଡା ସରସ୍ୱତୀ ଶିଶୁ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଟିଟିଲାଗଡ ଜଗନ୍ନାଥ ମନ୍ଦିରରେ ବ୍ରାହ୍ମଣ ସମାଜର ସାମ୍ୱାଦିକ ସମ୍ମିଳନୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆସନ୍ତା ଏପ୍ରିଲ ମାସ ୯ ଓ ୧୦ ତାରିଖ ଦୁଇ ଦିନ ଧରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ଦ୍ଵାରା ସାମୁହିକ ବ୍ରତୋପନୟନ ହେବ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରାହ୍ମଣ ସମାଜର ସଭାପତି ବିଶ୍ୱରାମ ଠାକୁର,
Read More...