Daily Archives

ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏନ୍‌ଜା ପ୍ରତି ସଚେତନତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏନ୍‌ଜା ଭୁତାଣୁ ଜନିତ ଫ୍ଲୁ ରୋଗ ଅଟେ । ଏଥିପାଇଁ ଅଯଥା ଭୟଭୀତ ହୁଅନ୍ତୁ ନାହିଁ କି ଗୁଜବ ଶୁଣନ୍ତୁ ନାହିଁ । ଲକ୍ଷଣ ଥିବା ବ୍ୟକ୍ତି ମାସ୍କ ପିନ୍ଧନ୍ତୁ, କାଶିବା ଛିଙ୍କିବା ସମୟରେ ମାସ୍କ ପିନ୍ଧି ନଥିଲେ ମୁହଁରେ ରୁମାଲ ଦିଅନ୍ତୁ ।
Read More...

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୁର୍ଘଟଣାରେ ପଡିଥିବା କୌଣସି ବ୍ୟକ୍ତିଙ୍କୁ ଜରୁରୀକାଳୀନ ଚିକିତ୍ସା ପ୍ରଦାନ ନିମନ୍ତେ କୌଣସି ଘରୋଇ ଡାକ୍ତରଖାନା ମନା କରିପାରିବେ ନାହିଁ । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କଲେ ଆପଣଙ୍କୁ କୌଣସି ଆଇନଗତ ଅସୁବିଧାର ସାମ୍‌ନା କରିବାକୁ ପଡିବ ନାହିଁ ।
Read More...

କଣ୍ଟାବାଞ୍ଜି ରେଞ୍ଜ୍‌ ପକ୍ଷରୁ ଚଢାଉ : ବିପୁଳ ପରିମାଣର କାଠଗଣ୍ଡି ଜବତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ରେଞ୍ଜ୍‌ର କର୍ମଚାରୀମାନେ ଢ଼ୋଲମାନ୍ଦଲ ବିଭାଗର ରାଜୁ ଆରଏଫରେ ଗତ ୧୧ ତାରିଖ ଦିନ ଏକ ସଫଳ ଚଢ଼ାଉ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୪୮.୧୩ ସି.ଏଫ.ଟି ମାପର ୧୪ଟି କେନ୍ଦୁ ଗଣ୍ଡି, ଗୋଟିଏ କରତ, ଗୋଟିଏ ବାଇକ୍ ଏବଂ ୩ଟି ଟାଙ୍ଗିଆ
Read More...

ଭକ୍ତ ଦାସିଆ ସ୍ମୃତି କମିଟିର ସାଧାରଣ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲ ନିକଟସ୍ଥ ବାଲିଗାଁଠାରେ ଭକ୍ତ ଦାସିଆ ସ୍ମୃତି କମିଟିର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠାନର ସଭାପତି ଡ. ପ୍ରତିଭା ମହାରଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର କାର୍ଯ୍ୟକାରୀ
Read More...

୫ଟି ସଚିବ ଭିକେ ପାଣ୍ଡିଆନ୍‌ଙ୍କ ଦୁଇ ଦିନିଆ ସୁନ୍ଦରଗଡ ଗସ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ସଚିବ ଭିକେ ପାଣ୍ଡିଆନ୍‌ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା ପାଇଁ ସୁନ୍ଦରଗଡ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି । ଶ୍ରୀ ପାଣ୍ଡିଆନ୍ ଆଜି ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ, ବଣାଇଁ,
Read More...

ଶ୍ରୀରାମ ନବମୀ ପାଳନ ନେଇ ମହୋତ୍ସବ କମିଟିର ଖବରଦାତା ସମ୍ମିଳନୀ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ମାର୍ଚ୍ଚ ୩୦ ତାରିଖ ଶ୍ରୀରାମ ନବମୀ ପାଳନ ନେଇ ମହୋତ୍ସବ କମିଟି ଦ୍ୱାରା ରବିବାର ଦିନ ହରିଭବନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଗତ ଦୁଇ ବର୍ଷ ଧରି
Read More...

ଗହୀରମଥାରେ ଅଲିଭ୍‌ ରିଡ୍‌ଲେଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

ରାଜନଗର : ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଏନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥାଠାରେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୯ ତାରିଖରେ ୮୮ ହଜାର, ୧୦ରେ ୨ ଲକ୍ଷ ୧୪ ହଜାର ୫୮ଟି ଅଲିଭ୍‌ ରିଡ୍‌ଲେ ମା' କଇଁଛ କୂଳଠାରୁ ୧ କିମି ଭିତରେ ଦୀର୍ଘ ୧ ମାସ ହେଲା ଭିଡ଼
Read More...

ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି.କେ. ପାଣ୍ଡିଆନ

ସୁନ୍ଦରଗଡ଼ : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ. ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ଶନିବାର ବଣାଇ ଉପଖଣ୍ଡର ଚାରୋଟି ବ୍ଲକ ସମେତ ବୀରମିତ୍ରପୁର ମ୍ୟୁନିସିପାଲିଟିର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ୫-ଟି
Read More...

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଜର୍ଣ୍ଣାଲିଜମ ପରୀକ୍ଷା ଦେଲେ ପୁଞ୍ଜିଲାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଶନିବାର ଜର୍ଣ୍ଣାଲିଜମ(ସାମ୍ବାଦିକତା) ପରୀକ୍ଷା ଦେଇଥିବା ସୂଚନା ମିଳିଛି । ସେ ଡ଼ିଷ୍ଟାନ୍ସ ଏଜୁକେସନ ସହାୟତାରେ 'ମାଷ୍ଟର ଇନ ଜର୍ଣ୍ଣାଲିଜିମ' ପାଠ୍ୟକ୍ରମ ଅନ୍ତର୍ଗତ ପ୍ରଥମ ସେମିଷ୍ଟାରର
Read More...

ତେନ୍ତୁଳି ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାପଡାହାଣ୍ଡି : ପାପଡାହାଣ୍ଡି ଥାନା ଅନ୍ତର୍ଗତ ସୋରିଷପଦର ଜମି ଭିତରେ ଥିବା ଏକ ତେନ୍ତୁଳି ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ତାଙ୍କ ନାମ କମଳସିଂ ଅମନାତ୍ୟ ବୋଲି ଜଣାପଡିଛି । ସୂଚନା ଅନୁସାରେ ଶନିବାର ରାତିରେ କମଳ ଖାଇ ସାରିବା ପରେ ବାହାରକୁ
Read More...