Daily Archives

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ବଖରା ଚାଳ ଛପର ଘର

ବାଲିକୁଦା : ବାଲିକୁଦା ଥାନା ଅନ୍ତର୍ଗତ କାଳିଓ ପଞ୍ଚାୟତ ଅଧୀନ ଜଙ୍ଖୁରୀ ଗାଁରେ ଅଗ୍ନିକାଣ୍ଡ ଘଯି ଦୁଇ ପରିବାର ସର୍ବସ୍ବାନ୍ତ ହୋଇ ଯାଇଛନ୍ତି । ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗାଁର ଅଭୟ ମଲ୍ଲିକ ଓ ସୁଷମା ମଲ୍ଲିକଙ୍କର ୬ ବଖରା ଚାଳ ଛପର ଘର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ
Read More...

ଦନ୍ତାହାତୀର ମୃତଦେହ ଉଦ୍ଧାର

ଢେଙ୍କାନାଳ : ସଦର ବନାଞ୍ଚଳ ଭାପୁର ଫରେଷ୍ଟ ସେକ୍ସନ୍ ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତା ପାର୍ଶ୍ଵରୁ ଶହେ ମିଟର ଦୂର ଘଟିପିରି ପଞ୍ଚାୟତ ଓସ୍ତପାଳ ଗ୍ରାମର ଏକ ଚାଷଜମିରୁ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ହାତୀ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା
Read More...

ଅପରାଧୀ ଜଗତରେ ବଲାଙ୍ଗିର ପୋଲିସର ବୁଲଡୋଜର ଆତଙ୍କ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ଜଗତରେ ବଲାଙ୍ଗିର ପୋଲିସର ବୁଲଡୋଜର ଆତଙ୍କ । ଅପରାଧଖୋର୍‌ ଅପରାଧୀଙ୍କ ଲମ୍ବା ତାଲିକା ନେଇ ଅଣ୍ଟା ଭିଡିଛି ବଲାଙ୍ଗିର ପୋଲିସ । ଜମି ମାଫିଆ ଟିମନ୍‌ କୁମ୍ଭାରଙ୍କ ଘର ଓ ଅଫିସକୁ ଗତକାଲି ଟାର୍ଗେଟ କରି ଧୂଳିସାତ କରାଯାଇଛି । ଗତକାଲି ବିଳମ୍ବିତ
Read More...

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଅଗ୍ନିଶମ ଗାଡ଼ି

ଛତ୍ରପୁର : ଗଞ୍ଜାମ ସହର ବଡ଼ବଜାର ମେଡିକାଲ ଛକ ନିକଟରେ ଗ୍ରାସୀମ କେମିକାଲର ଅଗ୍ନିଶମ ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ଜଣକ ସୁଶାନ୍ତ ମଣ୍ଡଳ(୪୨) ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା
Read More...

ସର୍ଟସର୍କିଟ୍ ଯୋଗୁଁ ୨ ମହଲାରେ ଅଗ୍ନିକାଣ୍ଡ

କଟକ : କଟକ ଯୋବ୍ରା ୪୧ ନମ୍ବର ୱାର୍ଡ ନୂଆ ସାହିରେ ଅଗ୍ନିକାଣ୍ଡ । ନୂଆ ସାହି ସ୍ଥିତ ଏକ ଦୁଇ ମହଲା ବିଶିଷ୍ଟ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି ଅଗ୍ନିଶମ ବିଭାଗ । ଏହି ନିଆଁ ସ୍ୱର୍ଗତ ଦିବାକର ମହାନ୍ତିଙ୍କ ଘରେ ଲାଗିଥିବା ଜଣାପଡ଼ିଛି । ତେବେ
Read More...

୧୪ ଦିନ ହେଲା ସ୍ୱାମୀ ନିଖୋଜ, ଥାନାରେ ଅଭିଯୋଗ କଲେ ତେଲିଗୋଠପଡ଼ାରେ ରହୁଥିବା ଯାଜ୍ଞସେନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୧୪ ଦିନ ହେଲା ନିଖୋଜ ଅଛନ୍ତି ସ୍ୱାମୀ । ସ୍ୱାମୀଙ୍କୁ ଖୋଜିବା ପାଇଁ ବଲାଙ୍ଗିରରୁ କଟକ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ସ୍ତ୍ରୀ । ତଥାପି ସ୍ୱାମୀଙ୍କୁ ଏଯାଏଁ ପାଇନାହାନ୍ତି । ୧୪ ଦିନ ବିତି ଯାଇଥିଲେ ମଧ୍ୟ ହାର ମାନିନାହାନ୍ତି ସ୍ତ୍ରୀ ଯାଜ୍ଞସେନୀ ।
Read More...

ନୂଆ ପ୍ରକାରର ପଖାଳ, ପାଟିକୁ ଲାଗେ ଭାରି ସୁଆଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆ ପ୍ରକାରର ପଖାଳ, ପାଟିକୁ ଲାଗେ ଭାରି ସୁଆଦ । ପଖାଳ କାହାକୁ ବା ଭଲ ଲାଗେ ନାହିଁ । ସମସ୍ତେ ଖରାମାସରେ ପଖାଳ ତ’ ଖାଆନ୍ତି । ହେଲେ ଏମିତି ପ୍ରକାରର ପଖାଳ ବହୁତ କମ୍‌ ଲୋକେ ଖାଇଥିବେ । ଗୋଟେ ନୂଆ ପ୍ରକାରର ପଖାଳ ରେସିପି ଆଜି ଆମେ ଜାଣିବା । ତେବେ
Read More...

ବଲାଙ୍ଗିର ସହରରେ ହୁ ହୁ ହୋଇ ଜଳି ଉଠିଲା ଇଲେକ୍ଟ୍ରି ସ୍କୁଟି, ସହର ସାରା ଭିଡିଓ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ହୁ ହୁ ହୋଇ ଏକ ଇଲେକ୍ଟ୍ରି ସ୍କୁଟି ଜଳି ଉଠିଛି । ତେବେ ଏହି ସ୍କୁଟି ସର୍ଟସର୍କିଟ ଯୋଗୁଁ ଜଳି ଉଠିଥିବା ବେଳେ ଏହାର ଏକ ଭିଡିଓ ବଲାଙ୍ଗିର ସହର ସାରା ମୋବାଇଲରୁ ମୋବଇଲକକୁ ଘୁରି ବୁଲୁଛି । ଏହି ଭିଡିଓଟି ବଲାଙ୍ଗିର ସହରର ନା ଅନ୍ୟ
Read More...

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ସତର୍କ ବାର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗକୁ ଆହୁରି ବଢିବ ଖରା । ଏଥିପ୍ରତି ସଚେତନ ନହେଲେ ଭୋଗିବାକୁ ପଡିବ କଷ୍ଟ । ଖରାମାସର ଅଂଶୁଘାତରୁ ନିଜକୁ ରକ୍ଷା କରିବାକୁ ହେଲେ ନେବାକୁ ହେବ ବିଶେଷ ଧ୍ୟାନ । ତେବେ ଆସନ୍ତୁ କେତେକ ଦିଗ ଉପରେ ଦୃଷ୍ଟି ଦେବା ; ପ୍ରଚୁର ମାତ୍ରାରେ ପାଣି ପିଇବା ।ଅତିଜରୁରୀ
Read More...

୨୬ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର : ଆସନ୍ତା ୨୬ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା । ଏହି ଅବସରରେ ଶ୍ରୀ ଶାହା ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀର ପାଳସାହି
Read More...