ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ସତର୍କ ବାର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗକୁ ଆହୁରି ବଢିବ ଖରା । ଏଥିପ୍ରତି ସଚେତନ ନହେଲେ ଭୋଗିବାକୁ ପଡିବ କଷ୍ଟ । ଖରାମାସର ଅଂଶୁଘାତରୁ ନିଜକୁ ରକ୍ଷା କରିବାକୁ ହେଲେ ନେବାକୁ ହେବ ବିଶେଷ ଧ୍ୟାନ । ତେବେ ଆସନ୍ତୁ କେତେକ ଦିଗ ଉପରେ ଦୃଷ୍ଟି ଦେବା ;

  • ପ୍ରଚୁର ମାତ୍ରାରେ ପାଣି ପିଇବା ।
  • ଅତିଜରୁରୀ ସମୟରେ ଘରୁ ପଦାକୁ ବାହାରିବା ।
  • ମଦ୍ୟାହ୍ନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ଘରେ ରହିବା ।
  • ଘରୁ ବାହାରକୁ ଗଲେ ପାଦରେ ଯୋତା, ହାତରେ ଛତା ଏବଂ ସାଥୀରେ ପାଣି ବୋତଲ ନେବା କେବେ ଭୁଲିବା ନାହିଁ ।
  • ପ୍ରତିଦିନ ନିଜ ଖାଦ୍ୟପେୟ ଏବଂ ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ।
Leave A Reply

Your email address will not be published.

sixteen + 12 =