ବଲାଙ୍ଗିର ସହରରେ ହୁ ହୁ ହୋଇ ଜଳି ଉଠିଲା ଇଲେକ୍ଟ୍ରି ସ୍କୁଟି, ସହର ସାରା ଭିଡିଓ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ହୁ ହୁ ହୋଇ ଏକ ଇଲେକ୍ଟ୍ରି ସ୍କୁଟି ଜଳି ଉଠିଛି । ତେବେ ଏହି ସ୍କୁଟି ସର୍ଟସର୍କିଟ ଯୋଗୁଁ ଜଳି ଉଠିଥିବା ବେଳେ ଏହାର ଏକ ଭିଡିଓ ବଲାଙ୍ଗିର ସହର ସାରା ମୋବାଇଲରୁ ମୋବଇଲକକୁ ଘୁରି ବୁଲୁଛି । ଏହି ଭିଡିଓଟି ବଲାଙ୍ଗିର ସହରର ନା ଅନ୍ୟ କେଉଁ ଜାଗାର ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.

1 + ten =