Daily Archives

ନିଆଁ ଲାଗି ଜଳିଗଲା ହାଇୱା

ଖୋର୍ଦ୍ଧା : ୧୬ ନମ୍ୱର ଜାତୀୟ ରାଜପଥରେ ଏକ ହାଇୱା ଗାଡି ଯାଉଥିବା ବେଳେ ଲାଗିଲା ନିଆଁ । ୱାରିଙ୍ଗ ସର୍ଟ ସର୍କିଟରୁ ଏହି ନିଆଁ ଲାଗିଛି । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଗାଡ଼ିଟି ତାପଙ୍ଗରୁ ଡବ୍ଲ୍ୟୁଏମଏମ ଲୋଡିଂ କରି ଭୁବନେଶ୍ଵର ଯାଉଥିବା ବେଳେ ନିଆଁ ଲାଗିଥିଲା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ୍ୟୁ

ପାପଡାହାଣ୍ଡି : ପାପଡାହାଣ୍ଡି- ମିରିଗୁଡା ରାସ୍ତାର ପଥର କୁଆଁରୀ ନିକଟରେ ଶନିବାର ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବାଘସିଉନି ଗ୍ରାମର ଦିବାକର ପ୍ରଧାନୀ (୪୫) । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଦିବାକର ରାସ୍ତାରେ ରକ୍ତାକ୍ତ
Read More...

କେନ୍ଦ୍ର ସାହିତ୍ୟ ଏକାଡେମୀର ନୂତନ ସଭାପତି ଭାବେ ନିର୍ବାଚିତ ହେଲେ ମାଧବ କୌଶିକ

ଭୁବନେଶ୍ୱର : କେନ୍ଦ୍ର ସାହିତ୍ୟ ଏକାଡେମୀର ନୂତନ ସଭାପତି ଭାବେ ହିନ୍ଦୀ ସାହିତ୍ୟିକ ତଥା ବିଶିଷ୍ଟ କବି ମାଧବ କୌଶିକ ନିର୍ବାଚିତ ହୋଇଛନ୍ତି । ୧୯୫୪ ନଭେମ୍ବର ୧ରେ ହରିଆଣାର ଭବାନୀ ସହରରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ କୌଶିକ ହିନ୍ଦୀ କବିତା, କାହାଣୀ, ଶିଶୁ ସାହିତ୍ୟ, ଗଜଲ କ୍ଷେତ୍ରରେ
Read More...

ଗଦାଧର ପୀଠରେ ଲଉଡି ଉତ୍ସବ

ଗରଦପୁର : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଜ୍ର ଗଦାଧରଙ୍କ ପୀଠରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯାଦବ ଭାଇମାନଙ୍କ ଦ୍ବାରା ଲଉଡି ଉତ୍ସବ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ଶାନ୍ତନୁ ନାୟକ, ସମାଜ ସେବୀ ଶ୍ରୀକାନ୍ତ ନାୟକ, ଗରଦପୁର
Read More...

ଦୋଳ ବିମାନ ଦୁର୍ଘଟଣାଗ୍ରସ୍ତ : ୧ ମୃତ, ୪ ଆହତ

କେନ୍ଦ୍ରାପଡ଼ା : ମେଲଣ ସାରି ଫେରୁଥିବା ବେଳେ ଦୋଳ ବିମାନ ଦୁର୍ଘଟଣାଗ୍ରସ୍ତ । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନିକଟରେ ଘଟିଛି ଏହି ଦୁର୍ଘଟଣା । କଟକ-ଚାନ୍ଦବାଲି ରାସ୍ତାର ଦୁହୁରିଆଠାରେ ଦୋଳ ବିମାନକୁ ଏକ ମାଛ ବୋଝେଇ ପିକଅପ୍ ଭ୍ୟାନ୍ ପଛପଟୁ ଧକ୍କା ଦେବା ଫଳରେ ବିମାନ
Read More...

ଭାରସାମ୍ୟ ହରାଇ ଓଲଟିପଡିଲା ପିକ୍‌ଅପ୍ ଭ୍ୟାନ୍

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ତୁରୁମୁଙ୍ଗା ବଜାର ଉପରେ ଭାରସାମ୍ୟ ହରାଇ ଓଲଟିପଡିଲା ଏକ ଗଦି ଓ ସଫାସେଟ୍ ବୋଝେଇ ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଗାଡିର ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ
Read More...

ଭଦ୍ରକରେ ମାତୃଭୂମି ପାଇଁ ଗଣଦୌଡ଼

ଭଦ୍ରକ : ଭଦ୍ରକରେ ଆରମ୍ଭ ହୋଇଛି ରାମ ନବମୀର ମାହୋଲ । ସମଗ୍ର ସହର ଗୈରିକମୟ ହୋଇଛି । ଉକ୍ତ ମହୋତ୍ସବର ଆଦ୍ୟପର୍ବ ଭାବେ ଆଜି ମାତୃଭୂମି ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଛି । ହଜାର ହଜାର ଯୁବକ, ଯୁବତୀ ଏହି ଗଣଦୌଡ଼ରେ ଭାଗ ନେଇଛନ୍ତି । ଏହା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇ
Read More...

ବିଦ୍ୟୁତ୍ ସର୍ଟସର୍କିଟ୍‌ ଯୋଗୁଁ ଜଳିଗଲା ୧୭ ବଖରା ଘର

ବାଲେଶ୍ୱର: ବିଦ୍ୟୁତ୍ ସର୍ଟସର୍କିଟ୍‌ ଯୋଗୁଁ ଜଳିଗଲା ୧୭ ବଖରା ଘର । ବାସହରା ହେଲେ ୯ ପରିବାରର ୪୦ ସଦସ୍ୟ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମରେ । ୧୭ ବାଖରା ଘର ଜଳିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଧାନ,
Read More...

ଗଞ୍ଜେଇ ଜବତ : ୩ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କଳିଙ୍ଗ ଘାଟି ନିକଟରୁ ୨୫ କେଜି ଗଞ୍ଜେଇ ଜବତ ହୋଇଥିବା ଜଣାପଡିଛି । ଶନିବାର ଅବକାରୀ ବିଭାଗ ଚଢ଼ାଉ କରି ଏହି ଗଞ୍ଜେଇ ଜବତ କରିଛି । ଏହି ଘଟଣାରେ ତିନି ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି ।
Read More...

ବିପର୍ଯ୍ୟୟ ବିପତ୍ତି ହ୍ରାସ ପାଇଁ ଜାତୀୟ ମଞ୍ଚର ତୃତୀୟ ଅଧିବେଶନରେ ଉଦଯାପନୀ ସମାରୋହକୁ ସମ୍ବୋଧିତ କଲେ…

• ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ଅନୁରୂପ ବିପର୍ଯ୍ୟୟ ବିପତ୍ତି ହ୍ରାସ ଓ ପରିଚାଳନା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି : ପି.କେ ମିଶ୍ର• ‘‘ପ୍ରଧାନମନ୍ତ୍ରୀଙ୍କ ୧୦ ସୂତ୍ରୀ ଏଜେଣ୍ଡାରେ ସ୍ଥାନୀୟ କ୍ଷମତା ଓ ରଣନୀତି ପ୍ରସ୍ତୁତି ଏବଂ ବିଶେଷ କରି ବିପର୍ଯ୍ୟୟ ବିପତ୍ତି ପରିଚାଳନାରେ ମହିଳାଙ୍କ
Read More...