ସର୍ଟସର୍କିଟ୍ ଯୋଗୁଁ ୨ ମହଲାରେ ଅଗ୍ନିକାଣ୍ଡ

କଟକ : କଟକ ଯୋବ୍ରା ୪୧ ନମ୍ବର ୱାର୍ଡ ନୂଆ ସାହିରେ ଅଗ୍ନିକାଣ୍ଡ । ନୂଆ ସାହି ସ୍ଥିତ ଏକ ଦୁଇ ମହଲା ବିଶିଷ୍ଟ ଘରେ ନିଆଁ ଲାଗିଥିବା ସୂଚନା ମିଳିଛି । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛି ଅଗ୍ନିଶମ ବିଭାଗ । ଏହି ନିଆଁ ସ୍ୱର୍ଗତ ଦିବାକର ମହାନ୍ତିଙ୍କ ଘରେ ଲାଗିଥିବା ଜଣାପଡ଼ିଛି । ତେବେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.

fifteen + five =