pakka

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ଗୁରୁତ୍ୱପୂର୍ଣ୍ଣ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୁର୍ଘଟଣାରେ ପଡିଥିବା କୌଣସି ବ୍ୟକ୍ତିଙ୍କୁ ଜରୁରୀକାଳୀନ ଚିକିତ୍ସା ପ୍ରଦାନ ନିମନ୍ତେ କୌଣସି ଘରୋଇ ଡାକ୍ତରଖାନା ମନା କରିପାରିବେ ନାହିଁ । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କଲେ ଆପଣଙ୍କୁ କୌଣସି ଆଇନଗତ ଅସୁବିଧାର ସାମ୍‌ନା କରିବାକୁ ପଡିବ ନାହିଁ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

1 × 1 =