pakka

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଜର୍ଣ୍ଣାଲିଜମ ପରୀକ୍ଷା ଦେଲେ ପୁଞ୍ଜିଲାଲ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ଼ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଶନିବାର ଜର୍ଣ୍ଣାଲିଜମ(ସାମ୍ବାଦିକତା) ପରୀକ୍ଷା ଦେଇଥିବା ସୂଚନା ମିଳିଛି । ସେ ଡ଼ିଷ୍ଟାନ୍ସ ଏଜୁକେସନ ସହାୟତାରେ ‘ମାଷ୍ଟର ଇନ ଜର୍ଣ୍ଣାଲିଜିମ’ ପାଠ୍ୟକ୍ରମ ଅନ୍ତର୍ଗତ ପ୍ରଥମ ସେମିଷ୍ଟାରର ପାର୍ଟ-୧ ପରୀକ୍ଷା ଦେଇଛି । ସମ୍ବଲପୁର ସ୍ଥିତ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଓସୁ) ମାଧ୍ୟମରେ ଓ ରାଜେନ୍ଦ୍ର କଲେଜ କେନ୍ଦ୍ରର ତତ୍ତ୍ୱାବଧାନରେ ପୁଞ୍ଜିଲାଲ ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଦେବ ।

jay balangir
Leave A Reply

Your email address will not be published.

3 × four =